Movie prime

ଦେଖନ୍ତୁ ଖାଲି ପାଦରେ ଆଣିଲେ କଲିକତାରୁ ଗଙ୍ଗା ପାଣି ଗାଧେଇବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ରାଜନୀତି ଦୁନିଆର କିଛି ଖବର ଜାଣିପାରିବେ । ୧୨ ତାରିଖରେ ଓଡ଼ିଶାକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ବିଜେପି କାର୍ଯ୍ୟାଳୟ ସରଗରମ ରହିଛି । ବିଜେପି ନେତାମାନେ ଏବେ ଖୁସି ଅଛନ୍ତି । ବିଜେପି କାର୍ଯ୍ୟାଳୟରେ ଏଭଳି କିଛି ଦେଖିବାକୁ ମିଳିଛି ।  
Bb
ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତି ବିଜେପି କାର୍ଯ୍ୟାଳୟରେ ଛିଡ଼ା ହୋଇଛନ୍ତି ଯାହାଙ୍କ ପାଦରେ ଚପଲ ନାହିଁ କିନ୍ତୁ ତାଙ୍କ ମୁଣ୍ଡରେ ୧୦ ଲିଟର ପାଣି ଗରା ଅଛି । ଏହି ବ୍ୟକ୍ତି ଜଣଙ୍କର ନାମ ମନୋଜ କୁମାର ପରିଡ଼ା ଆଉ ସେ ଯାଜପୁରରୁ ଆସିଛନ୍ତି । ସେ ଏହି ଗରା ଭିତରେ ଗଙ୍ଗପାଣି ଆଣିଛନ୍ତି ଆଉ ଯିଏ ବିଜେପି ଦଳର ନୂଆ ମୁଖ୍ୟମନ୍ତ୍ରୀ ହେବେ ସେ ତାଙ୍କୁ ଏହି ପାଣିରେ ଗାଧୋଇଦେବେ ସେଥିପାଇଁ ସେ ଗରା ପାଣି ଧରିଛନ୍ତି । ୧୧ ତାରିଖ ଦିନ ଘୋଷଣା ହେବ କିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବ । 
Bb
ସେ କଲିକତା ଯାଇ ଗଙ୍ଗାରୁ ପାଣି ଆଣିଛନ୍ତି । ବାଣୀବିହାରରୁ ସେ ପଦଯାତ୍ରା କରି ଆସିଛନ୍ତି । ସେ ଗଙ୍ଗା ଯାଇଥିଲେ କିନ୍ତୁ ଚପଲ ପିନ୍ଧି ନଥିଲେ । ସେ କହିଛନ୍ତି ତାଙ୍କ ପାଖରେ କୌଣସି ପାସ ନାହିଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବା ପାଇଁ । କିନ୍ତୁ ସେ ଏହି ମିଡ଼ିଆ ମାଧ୍ୟମରେ ଜଣାଇବାକୁ ଚାହୁଁଛନ୍ତି କି ଏହି ପାଣି ସେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ଆଉ ସେ ଏହାକୁ ଗ୍ରହଣ କରିବେ । ଏହି ନୂଆ ମୁଖ୍ୟମନ୍ତ୍ରୀ ବିଜେପି ଦଳର ହେବେ । ଆଉ ସେଥିପାଇଁ ସେ ଏହି ପାଣି ଗଙ୍ଗାରୁ ଆଣିଛନ୍ତି ।
ସେ ଜଣେ ସାଧାରଣ ମଣିଷ । ଆଉ ସେ କିଛି କରନ୍ତି ନାହିଁ । ସେ ଭାଷଣ କୁହନ୍ତି ନାହିଁ । ତାଙ୍କ ନିଜ ଇଚ୍ଛାରେ ଏହି କାମ କରିଛନ୍ତି । ସେ ତାଙ୍କ ମୁଣ୍ଡରେ ୧୦ ଲିତରର ଗରା ଧରି ବୁଲୁଛନ୍ତି ଆଉ ଏହି ପାଣି ସେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଣିଛନ୍ତି । ସେ ଚାହୁଁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ତାଙ୍କ ଠାରୁ ଏହି ପାଣି ଗ୍ରହଣ କରନ୍ତୁ । କିନ୍ତୁ ତାଙ୍କ ପାଖରେ ପାସ ନାହିଁ କି କିଛି ନାହିଁ । ଏହି ମିଡ଼ିଆ ମାଧ୍ୟମରେ ସେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇପାରିବେ ନା ନାହିଁ ଏବେ ଏହା ଜଣାପଡିନାହିଁ । ଦେଖାଯାଉ ଏହି ବ୍ୟକ୍ତି ଜଣକ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଆଣିଥିବା ଗଙ୍ଗା ଜଳରେ ଗାଧୋଇ ଦେଉଛନ୍ତି ନା ନାହିଁ ।