Movie prime

ବାହାଘରକୁ ମାତ୍ର ବର୍ଷେ ଦେଖନ୍ତୁ ଚାଲିଗଲେ ସ୍ୱାମୀ ଏକ ମାସ ଛୁଆ ହେଇଗଲା ବାପା ଛେଉଣ୍ଡ - Exclusive

 
Gg
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବାହାଘରକୁ ବର୍ଷେ ହେଉ ହେଉ ଅକାଳରେ ମୃ-ତ୍ୟୁ-ବ-ର-ଣ କଲା ସ୍ବାମୀ। ସୂଚନା ଅନୁସାରେ ମହେଶ୍ବର ବାପା ମା'ର ଗୋଟିଏ ବୋଲି ପୁଅ ଥିଲେ। ବହୁତ ଗେହ୍ଲା ପୁଅ ଥିଲା ମହେଶ୍ବର ବାପା ମାଙ୍କର। ଆଉ ବାପା ମା ଏବେ ପୁଅର ବାହାଘର ମଧ୍ୟ କରିଥିଲେ।
Gg
ଚଳିତବର୍ଷ ମାର୍ଚ୍ଚ ୧୨ ତାରିଖକୁ ବାହାଘରକୁ ବର୍ଷେ ପୁରି ଥିଲା। କିନ୍ତୁ ଏବେ ସବୁ ଏପଟ ସେପଟ ହେଇଯାଇଛି। ସବୁଦିନ ପରି ଡିୟୁଟି ଯିବାକୁ ଗାଧେଇବା ପାଇଁ ବାହାରି ପଡ଼ିଥିଲେ ମହେଶ୍ୱର ମଟର ସୁଇଜଟିକୁ ମାରୁ ମାରୁ ଚାଲିଯାଇଥିଲା ଜୀବନ। ବାପା ମା ପୁଅର ମୃ-ତ ଶରୀରକୁ ଦେଖି କାନ୍ଦ ବୋବାଳିରେ ଫାଟୁଛି ଘର। 
ବନ୍ଧୁଗଣ ବାପା ବି ପୁଅର ମୃ-ତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି, ପୁରା ସ୍ତବ୍ଧ ହେଇଯାଇଛନ୍ତି। ବାପା ମାଙ୍କ ଆଖି ଆଗରେ ଚାଲିଗଲା ପୁଅର ଜୀବନ। କାନ୍ଥରୁ ଲିଭିନି ପୁଅ ବୋହୂଙ୍କ ନାଁ କିନ୍ତୁ ସମସ୍ତ ଛାଡ଼ି ଆରପାରିକୁ ଚାଲିଯାଇଛି ପୁଅ।
Bb
ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବୈନ୍ତଳା ଥାନା ପୋକରତୁଣ୍ଡା ଗାଁରେ ସୂଚନା ମୁତାବକ ମହେଶ୍ବର ଛେଣ୍ଡିପଦା ଅଞ୍ଚଳର ଏକ କମ୍ପାନୀରେ କାମ କରନ୍ତି। ମେହେଶ୍ୱର୍ ପ୍ରତିଦିନ ଘରୁ କାରଖାନାକୁ ଯିବାଆସିବା କରନ୍ତି। 
ଆଜି ବି ସକାଳେ ଡିୟୁଟି ପାଇଁ ଗାଧେଇବାକୁ ଯାଇଥିଲେ କିନ୍ତୁ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ମହେଶ୍ବର ଯାହାଫଳରେ ମୁଣ୍ଡରେ ବହୁତ ଜୋର ଆଘାତ ଲାଗିଥିଲା। ପରିବାର ଲୋକେ ମହେଶ୍ବରଙ୍କୁ ସାଙ୍ଗେ ସାଙ୍ଗେ ବୈନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଡାକ୍ତର ମହେଶ୍ବରଙ୍କୁ ସେଠାର ମୃ-ତ ଘୋଷଣା କରିଥିଲେ। 
ମହେଶ୍ୱରଙ୍କର ଅକାଳ ବିୟୋଗରେ କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଗାଁ। ତେବେ ମହେଶ୍ୱର ଯିଏ ବି ଅସୁବିଧାରେ ପଡିଥିଲେ ସାହାର୍ଯ୍ୟ କରିବାକୁ ଆଗେଇ ଆସନ୍ତି। ମହେଶ୍ୱର ଅତ୍ୟନ୍ତ ଶାନ୍ତ ଏବଂ ସମସ୍ତଙ୍କ ସହିତ ଅତି ସହଜରେ ମଧ୍ୟ ମିଶି ଯାଉଥିଲେ। ତାଙ୍କର ଅକାଳ ବିୟୋଗ ମୃ-ତ୍ୟୁରେ ଗ୍ରାମବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି। ଘଟଣାସ୍ଥଳରେ ବୈନ୍ତଳା ପୋଲିସ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ମୃ-ତ-ଦେ-ହ ହସ୍ତାନ୍ତର କରିଥିବା ଜଣାପଡିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.