Movie prime

ଦେଖନ୍ତୁ ସୁନ୍ଦରୀ ଯୁବତୀଙ୍କୁ ଗୁ-ଳି କରିଦେଲେ ନେତା ଦେଖନ୍ତୁ କଣ ହେଲା ଏମିତି କ୍ୟାମେରାରେ ରେକର୍ଡ ହେଲା ଦୃଶ୍ୟ

 
Hy
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ
ଜାଣିପାରିବେ ଜଣେ ଯୁବତୀଙ୍କ ସହିତ କଣ ସବୁ ହୋଇଛି । ସୁନ୍ଦରୀ ଯୁବତୀଙ୍କ ସହିତ ଏଭଳି ହୋଇଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୁନ୍ଦରୀ ଯୁବତୀଙ୍କୁ ରେଷ୍ଟୁରାଣ୍ଟରେ ଗୁଳି କରିଦେଲେ । ସେ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ ଆଉ ଏଭଳି ଘଟିଗଲା । 
Gh
ସେ ଖାଇବା ସମୟରେ ତାଙ୍କ ଛାତିରେ ଗୁଳି ବାଜିଲା । ଦିନ ଦ୍ବିପ୍ରହର ସମୟରେ ଯୁବତୀଙ୍କୁ ହ-ତ୍ୟା କରିଦେଲେ । ଯୁବତୀ ଜଣଙ୍କୁ ରେଷ୍ଟୁରାଣ୍ଟରେ ଗୁଳି କରି ହ-ତ୍ୟା କରାଯାଇଛି । ସର୍ବ ସାଧାରଣ ସ୍ଥାନରେ ସମସ୍ତେ ଥିବା ସମୟରେ ଦିନ ସମୟରେ ଏହି
ଯୁବତୀ ଉପରକୁ ଗୁଳି ଚଳାଇଥିଲେ ଦୁଇଜଣ ଦୁର୍ବୃତ୍ତ । ଜଣେ ଯୁବକ ରେଷ୍ଟୁରାଣ୍ଟ ବାହାରେ ଛିଡ଼ା ହୋଇଥିଲା ଏବଂ ଆଉ ଜଣେ ଯୁବକ ରେଷ୍ଟୁରାଣ୍ଟ ଭିତରକୁ ଯାଇ ଗୁଳି କରିଦେଲା । ସୁନ୍ଦରୀ ଯୁବତୀ ଜଣଙ୍କର ଛାତିକୁ ଲକ୍ଷ୍ୟ କରି ଦୁର୍ବୃତ୍ତ ଜଣକ ଗୁଳି ଫୁଟାଇଦେଲେ ।
ଏହି ଯୁବତୀ ଜଣକ ହେଉଛନ୍ତି ଲ୍ୟାଣ୍ଡି ପାରଗା । ଏହି ଯୁବତୀ ଜଣକ ୨୦୨୨ ମସିହାରେ ମିସ ଇକ୍ୱେଡିୟମ ପ୍ରତିଯୋଗିତାରେ ଭାଗ ନେଇ ଲାଇଣ୍ଡ ଲାଇନକୁ ଆସିଥିଲେ । ତାଙ୍କର ବୟସ ହେଉଛି ୨୩ ବର୍ଷ । ସେ ମଡେଲ ସହିତ ବିଉଟି କୁଇନ୍ ଅଟନ୍ତି ।
Yu
ସୋସିଆଲ ମିଡିଆରେ ତାଙ୍କର ଏକ ଲକ୍ଷରୁ ଅଧିକ ଫୋଲୋୱର୍ଷ ଅଛନ୍ତି । ଏହାସହିତ ଲ୍ୟାଣ୍ଡି ତାଙ୍କର ଏକ କ୍ରୀଡା ପୋଷାକ ଦୋକାନ ମଧ୍ୟ ଚଳାଉଥିଲେ । ଲଞ୍ଚରୀୟସ ପ୍ରଦେଶରେ ଥିବା ଏକ ରେଷ୍ଟୁରାଣ୍ଟକୁ ଲ୍ୟାଣ୍ଡି ଖାଇବାକୁ ଯାଇଥିଲେ ଆଉ ଏଭଳି ଘଟିଗଲା ।
ଲ୍ୟାଣ୍ଡି ସେହି ରେଷ୍ଟୁରାଣ୍ଟରେ ଖାଉଥିବା ସମୟରେ ଜଣେ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲା । ଆଉ ଏହାପରେ ସେ ତାଙ୍କର ଗୁଳିର ଶିକାର ହୋଇ ପ୍ରାଣ ହରାଇଥିଲେ । ଲ୍ୟାଣ୍ଡି ଗୁଳି ବାଜିବା ଦ୍ଵାରା ମୃତ୍ୟୁବରଣ କରିବା ଖବର ଏବେ ଥାନାରେ ପହଞ୍ଚିଛି । ଆଉ ଏହି ମାମଲାର ତଦନ୍ତ ଚାଲିଛି ।
ସୂଚନା ମିଳିଛି କି ଏହି ସୁନ୍ଦରୀ ଯୁବତୀ ଜଣଙ୍କର ଜଣେ ନେତାଙ୍କ ସହିତ ସମ୍ପର୍କ ଥିଲା ଆଉ ସେ ଏଭଳି କରିଛନ୍ତି ବୋଲି କିଛି ଖବର ଆସୁଛି । କିନ୍ତୁ ସତ୍ୟ କଣ ତାହା ଜଣାପଡ଼ି ନାହିଁ । ଏହି ଘଟଣାର ତଦନ୍ତ ହେଉଛି ଆଉ ତଦନ୍ତ ପରେ ସତ୍ୟ କଣ ସାମ୍ନାକୁ ଆସିବ ।