Movie prime

ବିରୋଧୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ଦେଖନ୍ତୁ ମୁଖ୍ୟମନ୍ତ୍ରୀ କଣ କହିଲେ ଓଡ଼ିଶାବାସୀଙ୍କୁ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏବେ ଏହି ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ ସବୁ କହିଛନ୍ତି ତାହା ଜାଣିପାରିବେ ।
ଏବେ ନିର୍ବାଚନର ମାହୋଲ ସବୁଆଡେ ଦେଖିବାକୁ ମିଳୁଛି । ଏହି ନିର୍ବାଚନ ଯୋଗୁଁ ବିଭିନ୍ନ କଥା ଆଗକୁ ଆସୁଛି । ବିଜେଡି ଦଳର ନେତାଙ୍କୁ ବିଜେପି ଏବଂ କଂଗ୍ରେସ ଦଳର ନେତାମାନେ କିଛି କଥା କହୁଛନ୍ତି ।
Hh
ଏବେ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଲ୍ଲାକୁ ଆସିଥିଲେ । ଆଉ ଏହି ଜିଲ୍ଲାରେ ସେ ଅନେକ କଥା କହିଛନ୍ତି । ସେ କହିଛନ୍ତି, ବିରୋଧୀ ଦଳର ନେତାମାନେ ଯାହା କହୁଛନ୍ତି ସବୁ ମିଛ କଥା । ସେମାନେ କହୁଛନ୍ତି ମୁଖ୍ୟମନ୍ତ୍ରୀ କାନ୍ଦୁଛନ୍ତି ଯାହା ମିଛ ଅଟେ ।
ସେ ସମ୍ବଲପୁରବାସୀଙ୍କୁ ଜୁହାର କରିଛନ୍ତି ଆଉ ଏତେ ଖରାରେ ଆସିଥିବାରୁ ଧନ୍ୟବାଦ୍ ଦେଇଛନ୍ତି । ସେ ମିଶନ ଶକ୍ତି, ମମତା ଯୋଜନା, ଲକ୍ଷ୍ମୀ ବସ୍, 5T ସ୍କୁଲ ଏବଂ ସ୍କୋଲାରସିପ ବିଷୟରେ ଅନେକ କଥା କହିଛନ୍ତି । 
ସେ ଏହିସବୁ ଭଲ କି ନାହିଁ ସେହି ବିଷୟରେ କହିଛନ୍ତି । ସେ ଶଙ୍ଖ ଚିହ୍ନ ଭଲ କି ନାହିଁ ପଚାରିଛନ୍ତି । ନବୀନ ସରକାର ଅନେକ କିଛି ଆମ ରାଜ୍ୟ ପାଇଁ କରିଛନ୍ତି । ଆମ ରାଜ୍ୟର ସବୁ ଜିଲ୍ଲାର ଅନେକ ଉନ୍ନତି କରିଛନ୍ତି ନବୀନ ସରକାର ।
Bh
ନବୀନ ସରକାର ଆମ ରାଜ୍ୟର ଲୋକମାନଙ୍କ ପାଇଁ ଅନେକ କିଛି କରିଛନ୍ତି । ଅନେକ ଯୋଜନା ଲୋକମାନଙ୍କ ପାଇଁ ଆଣିଥିବା ବେଳେ ଏହା ଭଲ କି ନାହିଁ ସେ ଏହି ବିଷୟରେ ସବୁ କଥା କହିଛନ୍ତି । ନବୀନ ସରକାର ଏହିସବୁ କଥା ଆଉ ଆହୁରି ଅନେକ କିଛି କରିବେ ବୋଲି କହିଛନ୍ତି ।
ଏବେ ତ ସବୁ ଆଡ଼େ ନିର୍ବାଚନର ସମୟ । ଆଉ ଏହି ସମୟରେ ସେ ଅନେକ ଯୋଜନା କରିଛନ୍ତି ଆଉ ବିଦ୍ୟୁତ୍ ବିଲ କାହାକୁ ଦେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି । ବିରୋଧୀ ଦଳମାନେ କହୁଛନ୍ତି ବିଜୁ ଜନତା ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।
ଏଭଳି ଅନେକ କଥା ବିରୋଧୀ ଦଳର ନେତାମାନେ କହୁଥିବା ବେଳେ ଏହି କଥା ସବୁକୁ ନେଇ ନବୀନ ପଟ୍ଟନାୟକ କହିଛନ୍ତି ବିରୋଧୀ ଦଳ ଯାହା ସବୁ କଥା କହିଛି ତାହା ମିଛ ଅଟେ । ଏଭଳି ଅନେକ କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।