Movie prime

ଅପରାଜିତାଙ୍କ ଉପରେ ବର୍ଷିଗଲେ ରାଜ୍ୟ ବିଜେଡି ଦେଖନ୍ତୁ କଣ କହିଦେଲେ ସଫା ସଫା

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ରାଜନୀତିକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଜାଣିଥିବେ । ଏହି ସାଂସଦ ଜଣକ ଲୋକମାନଙ୍କର ସେବା କରିଥାନ୍ତି । ଏବେ ଏହି ସାଂସଦଙ୍କ ନାଁରେ ରାଜ୍ୟ ବିଜେଡି ଆଣିଛନ୍ତି ସଂଘାତିକ ଅଭିଯୋଗ ।
Nh
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି ଓଡ଼ିଶାର ଭାରତୀୟ ପାର୍ଟିର ନାରା ହେଉଛି, ନା କାମ କରିବୁ ନା କାମ କରାଇବାକୁ ଦେବୁ । ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୁଆଁ ବୁଲାଇବା ତାଙ୍କର କାମ ।
ଏହିସବୁର ମୁଖ୍ୟ ଉଦାହରଣ ହେଉଛି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ ପାଞ୍ଚୋଟି ଶପଥ ଦେଇଥିଲେ କିନ୍ତୁ ସେଇଟା ସେ ଆଜି ପର୍ଯ୍ୟନ୍ତ ପୂରଣ କରିପାରିଲେ ନାହିଁ । ସେ ପ୍ରଥମ ପ୍ରତିଶ୍ରୁତି ଦେଇଥିଲେ ଇସ୍କନ ମନ୍ଦିର ଦେଇ ଯାଇଥିବା ଜାତୀୟ ରାଜପଥ ସୁଧାରିବା କିନ୍ତୁ ଏହାର ସମାଧାନ ହୋଇନାହିଁ ।
ଦ୍ଵିତୀୟରେ କ୍ୟାପିଟାଲ ରିଙ୍ଗ ରୋଡ କିନ୍ତୁ ତାହା ବି ହୋଇନାହିଁ । ଆଉ ତୃତୀୟରେ ହେଉଛି ହଂଶପାଲ ଡ୍ରାଏ ଓଭର ବ୍ରିଜ ଏହା କାମ ଆଜିବି ଚାଲିଛି ଏବଂ ଏହା ମଧ୍ୟ ହୋଇପାରିଲା ନାହିଁ । ଚତୁର୍ଥ ହେଉଛି ଜଗନ୍ନାଥ ସଡ଼କକୁ ଚାରି ଥାକିଆ କରିବା କିନ୍ତୁ ଏହା ମଧ୍ୟ ହୋଇନଥିଲା ।
Jj
ପଞ୍ଚମ ପ୍ରତିଶ୍ରୁତି ଥିଲା ଭୁବନେଶ୍ଵରର ବିଶ୍ବସ୍ତରୀୟ ରେଲୱେ ଷ୍ଟେସନର ଅବସ୍ଥା କଣ । ଏହାର ଉତ୍ତର ଅପରାଜିତା ଷଡ଼ଙ୍ଗୀ ଦିଅନ୍ତୁ ବୋଲି ସେ କହିଛନ୍ତି । କାମରେ ତାଙ୍କୁ ଶୁନ ମିଳିବ । ଯେତେବେଳେ ରାଜ୍ୟ ବିଜେଡି କିଛି କାମ କରିବ ସେଥିରେ ସେ ବାଧା ଦେବେ । 
ସେ ଅନେକ ଷଡ଼ଯନ୍ତ୍ର କରିଥାନ୍ତି । ଭାରତୀୟ ଜନତା ପାର୍ଟି ଅନେକ ଷଡ଼ଯନ୍ତ୍ର କରୁଛି । ଆଜିବି ବେଶି ଦାଦନ ଶ୍ରମିକ ଅଛନ୍ତି । ଆଜିକାଲି ଦାଦନ ଶ୍ରମିକ ବହୁତ ବଢ଼ି ଯାଉଛନ୍ତି । ବିଗତ ଦୁଇ ଦଶନ୍ଧି ଭିତରେ ଦାଦନ ଶ୍ରମିକ ସଂଖ୍ୟା ଓଡ଼ିଶାରେ ବହୁତ କମି ଯାଇଛି । ଏବେ ଡବଲ ଇଞ୍ଜିନ ସରକାର ହୁ ହୁ ହୋଇ ବଢ଼ିଚାଲିଛି ।
ଏଭଳି ଅନେକ ରାଜ୍ୟ ଅଛି ଯେଉଁଠାରେ ଭାରତୀୟ ଜନତା ପାର୍ଟି ଶାସନ କରୁଛି ଆଉ ସେଠାରେ ଦାଦନ ଶ୍ରମିକ ସଂଖ୍ୟା ବହୁତ ଅଧିକ ବୋଲି ଜଣାପଡିଛି । ଏ ସମସ୍ତ କାର୍ଯ୍ୟକୁ ଦେଖି ଓଡ଼ିଶାର ଭୁବନେଶ୍ଵରର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିଫଳତାର ଚିଠା ଲେଖି ରଖିଛନ୍ତି । ଏବେ ଏଭଳି ଅନେକ କଥା ଆପଣମାନେ ଜାଣିପାରିବେ ।