ରାସ୍ତା ରେ ଏକୁଟିଆ ଝିଅ କୁ ଦେଖି ଯୁବକ କରିଦେଲେ ଏମିତି କାମ..
Jul 11, 2024, 11:03 IST
![Gh](https://www.online16media.com/static/c1e/client/93724/uploaded/daf9348dbf760c11cfe30c9647b4d5f8.jpg?width=968&height=514&resizemode=4)
ନମସ୍କାର ପାଠକ ବନ୍ଧୁ।ରାସ୍ତା କଡ ରେ ଝିଅ କୁ ଏକୁଟିଆ ପାଇଁ ଏଭଳି କିଛି କରିଦେଲା ଯୁବକ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଆମ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ରାସ୍ତା କଡ ରେ ଯଦି ଝିଅ ଟି ଏକୁଟିଆ ଠିଆ ହୋଇ ଥାଏ।ତେବେ ଲୋକ ମାନେ ଅନେକ କଥା କହି ଥାଆନ୍ତି।ଆଜି ଆମେ ସେହି ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ତେବେ ଏହି ଘଟଣାଟି କେଉଁଠାରେ ଘଟିଛି ତାହା ସ୍ପଷ୍ଟ ହୋଇ ନାହିଁ।
![Gg](https://www.online16media.com/static/c1e/client/93724/uploaded/4a8ca295a2855abae1163bcc18894bf5.png)
ସୂଚନା ଅନୁସାରେ ଗୋଟିଏ ଝିଅ ତାର ସ୍କୁଟି ଯୋଗେ ରାସ୍ତା ରେ ଯାଉ ଥିଲା।ଏହି ସମୟ ରେ ତାର ଗାଡ଼ି ହଠାତ୍ ଖରାପ ହୋଇ ଯାଇ ଥିଲା।ଷ୍ଟାର୍ଟ ହୋଇ ନ ଥିଲା।ଝିଅ ଟି ବହୁତ ଥର ଚେଷ୍ଟା କରି ଥିଲା।ଅନେକ ଲୋକ ଙ୍କୁ ହାତ ଦେଖାଇ ସାହାର୍ଯ୍ୟ ମାଗି ଥିଲେ।ହେଲେ କେହି ତାର କଥା ଶୁଣି ନ ଥିଲେ।କିଛି ସମୟ ପରେ ଜଣେ ଆର୍ମି ଯୁବକ ସେହି ରାସ୍ତା ଦେଇ ଯାଉ ଥିଲେ।ସେ ବାହାରେ ଚାକିରୀ କରି ଥିଲେ।ଘର କୁ ବୁଲିବା ପାଇଁ ଆସି ଥିଲେ।
![Gh](https://www.online16media.com/static/c1e/client/93724/uploaded/b71091a55de959d100113d40298d7851.png)
ଗାଡ଼ି ବୁଲାଇ ଆଣି ସେ ଝିଅ ପାଖକୁ ଆସି ଥିଲେ।ଏହା ପରେ ଝିଅ କୁ ସାହାର୍ଯ୍ୟ କରି ଥିଲେ।ଝିଅ ଟି କେଉଁଠାକୁ ଯିବ ବୋଲି ବ୍ୟସ୍ତ ହେଉ ଥାଏ।ହେଲେ ସେହି ଆର୍ମି ଅଫିସର ଜଣକ ଗାଡ଼ି ରେ କଣ ହୋଇଚି ଜାଣି ପାରୁ ନ ଥାଆନ୍ତି।ପରେ ଜାଣିଲେ କି ଗାଡ଼ି ର ପେଟ୍ରୋଲ ସରି ଯାଇ ଥିବାରୁ ଏତେ ସବୁ ଘଟଣା ଘଟିଛି।ସଙ୍ଗେ ସଙ୍ଗେ ଆର୍ମି ଅଫିସର ଜଣକ ତାଙ୍କ ଗାଡ଼ି ରୁ ପେଟ୍ରୋଲ ଙ୍କ ଯୁବତୀ ଙ୍କ ଗାଡ଼ି ରେ ପୁରାଇ ଥିଲେ।
ଏହା ପରେ ସେ ଗାଡ଼ି ଟି ଠିକ୍ ଭାବେ ଚାଲି ଥିଲା।ଯୁବତୀ ଜଣକ ଖୁସି ହୋଇ ଯୁବକ ଙ୍କୁ ଧନ୍ୟବାଦ ଦେଇ ଥିଲେ।ଏହା ପରେ ସେଠାରୁ ଚାଲି ଯାଇ ଥିଲେ।ତେବେ ଏହାର ଭିଡିଓ ରାସ୍ତା ରେ ଲାଗି ଥିବା ସି ସି ଟିଭି କ୍ୟାମେରା ରେ କଏଦ ହୋଇ ଯାଇ ଥିଲା।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।