Movie prime

ସ୍ୱାମୀକୁ ଏମିତି ଅବସ୍ଥାରେ ଦେଖି ବୁଡିଗଲା ସ୍ତ୍ରୀର ଚେତା ଦେଖନ୍ତୁ କେମିତି ଘଟିଗଲା ଏତେବଡ଼ ଅଘଟଣ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ
ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
ବନ୍ଧୁଗଣ ସ୍ତ୍ରୀ ଆଗରେ ସ୍ଵାମୀ ଉପରେ ଚଢ଼ିଗଲା ଗାଡି। ଚାଲିଗଲା ସ୍ୱାମୀର ଜୀବନ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ। ସୂଚନା ମୁତାବକ ଜଙ୍ଗୁରୁ ମାଂସାଖାଇ
Hj
ରାସ୍ତାର ବାଇବାବା କଲେଜ ଛକ ନିକଟରେ ରାସ୍ତା ସଂପ୍ରସାରଣ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରମିକଙ୍କ ଉପରେ ଗାଡି ଚଢ଼ିଗଲା। ଏବେ ସେହି ଶ୍ରମିକ ଜଣଙ୍କର ମୃ-ତ୍ୟୁ ହୋଇଛି। 
ମୃ-ତ-କ ଜଣଙ୍କ ହେଉଛନ୍ତି ଅଞ୍ଜନ ମଲ୍ଲିକ। ତେବେ ମୃ-ତ-କ-ଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ମାନେ ଏହି ରାଜରାସ୍ତାକୁ ଅବରୋଧ କରିଛନ୍ତି। ଆଉ ତାଙ୍କର ଦାବି ହେଉଛି କି ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦିଆଯାଉ।
ଘଟଣାସ୍ଥଳରେ ମହାକାଳପଡ଼ା ଥାନା ପୋଲିସ ପହଞ୍ଚି ଆନ୍ଦୋଳନ କରୁଥିବା ଲୋକଙ୍କୁ ବୁଝାସୁଝା କରିବା ସହିତ ତଦନ୍ତ ଜାରି ରଖିଛନ୍ତି। ପୋଲିସ ତଦନ୍ତ କରିବା ପରେ ଜଣାପଡ଼ିବ ସଂପୂର୍ଣ୍ଣ ଘଟଣା ବିଷୟରେ।