Movie prime

ସୂର୍ଯ୍ୟ ମିଶନରେ ଖର୍ଚ୍ଚ ହେଲା ଏତିକି କୋଟି ଟଙ୍କା ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Vh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ଦେଉଛି ଭାରତ। ଏହି ସୋଲାର ଅବଜଭେଟୋର ପୁଣି ଏବେ ସାମ୍ନାକୁ ଆଣିଛି କିଛି ନୂଆ ତଥ୍ୟ। ଗତବର୍ଷ ସେପ୍ଟେମ୍ବର ୨ରେ ଉତକ୍ଷେପଣ ପରେ ଗତ ଜାନୁୟାରୀ ୭ ତାରିଖରେ ପ୍ରଥମ ଲାଟ୍ରାଚିଆନ୍ ପଏଣ୍ଟରେ ପହଞ୍ଚିଥିଲା ଆଦିତ୍ୟ ଏଲ୍-୧। 
Gg
ପୃଥିବୀ ଠାରୁ ୧୫ କିଲୋମିଟର ଦୂରରେ ଏହାକୁ ଏକ ହଲୋ ଅର୍ବିଟ ଅବସ୍ଥାପନ କରାଯାଇଥିଲା। ଏହାରି ଭିତରେ ସୂର୍ଯ୍ୟ ସଂପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ଫୋଟ ଓ ତଥ୍ୟ ଇସ୍ରୋକୁ ପଠାଇ ସାରିଛି ଭାରତର ଏହି ସୋଲାର ଅବଜର୍ବଭେଟୋର। ତେବେ ଏହାକୁ ନିଜ ଗତିପଥରେ ବଜାଇ ରଖିବା ପାଇଁ ଫେବୃୟାରୀ ୨୨ ଓ ଜୁନ ୭ ପରେ ଆଜି ତୃତୀୟ ଷ୍ଟେସନ କେପିଂ ମ୍ୟାନିଭର୍ କରାଯାଇଛି। 
ବନ୍ଧୁଗଣ ଇସ୍ରୋ ସଫଳତାର ସହ ଆଦିତ୍ୟ ଏଲ୍-୧କୁ ଦ୍ଵିତୀୟ ଅର୍ବିଟରେ ଅବସ୍ଥାପିତ କରିଛି। ତେବେ ଏହି ମିଶନ ପାଇଁ ୪ ଶହ କୋଟି ଟଙ୍କା ଖର୍ଚ୍ଚ ହେଇଥିବା ଜଣାପଡିଛି। ସୂର୍ଯ୍ୟର ବିଭିନ୍ନ ସ୍ତର, ଫୋଟ ସ୍ପିଅର୍, କ୍ରୋମ ସ୍ପିଅର୍ ଏବଂ କରୋନା ସଂପର୍କୀତ ତଥ୍ୟ ସଂଗ୍ରହିତ କରୁଥିବା ଏହି ଆଦିତ୍ୟ ଏଲ୍-୧ ଆଗାମୀ ୫ ବର୍ଷ ପାଇଁ ନିରନ୍ତର ଏଭଳି କାର୍ଯ୍ୟ କରିବ ବୋଲି ଯୋଜନା ରହିଛି।

Around The Web