Movie prime

ପ୍ରଭୁ ଜଗନ୍ନାଥଙ୍କୁ ଆଖି ଆଗରେ ଦେଖି ଲୁହ ସମ୍ଭାଳି ପାରିଲେନି ମୋଦୀ ଦେଖନ୍ତୁ ଏହି ସୁନ୍ଦର ମୁହୂର୍ତ୍ତ

 
Vv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ରାଜନୀତିକୁ ନେଇ ଆସୁଥିବା ଖବର ସବୁ ସୋସିଆଲ ମିଡିଆ ଦ୍ଵାରା ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିଛନ୍ତି ।
Vh
ସେ ଓଡ଼ିଶା ଆସି ତାଙ୍କର ଅନେକ କାମ କରିବେ । ସେ ପୁରୀ ଜିଲ୍ଲାକୁ ଆସିଛନ୍ତି । ଆଉ ସେଠାରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ରୋଡ ଶୋ କରିବେ ବୋଲି ସୂଚନା ମିଳିଥିଲା । ଆଉ ଆଜି ଏହା ଘଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା
ଆସିଛନ୍ତି ଆଉ ସେ ପୁରୀ ଜିଲ୍ଲାରେ ସକାଳୁ ପହଞ୍ଚି ଯାଇଛନ୍ତି । ପୁରୀ ଜିଲ୍ଲାରେ ପହଞ୍ଚି ସେ ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁଙ୍କ ଦର୍ଶନ କରି ଭାବ ବିହ୍ୱଳ ହୋଇ ପଡିଛନ୍ତି । ସେ କାଳିଆ ସାଆନ୍ତଙ୍କୁ ଦେଖି କାନ୍ଦି ପକାଇଛନ୍ତି ।
ପ୍ରଭୁ ଜଗନ୍ନାଥଙ୍କୁ ଦେଖି କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ । କାଳିଆ ସାଆନ୍ତଙ୍କ ଆଖିରେ ଆଖି ମିଶାଇ ଦର୍ଶନ କରିଲେ ପ୍ରଧାନମନ୍ତ୍ରୀ । ସେ ସିଂହଦ୍ଵାରରେ ମୁଣ୍ଡିଆ ମାରି ମନ୍ଦିର ଭିତରକୁ ଗଲେ । ସେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ତାଙ୍କର ପ୍ରଚାର ଆରମ୍ଭ କରିଛନ୍ତି ।
Hh
ସେ ପ୍ରଭୁ ଜଗନ୍ନାଥଙ୍କ ପାଖକୁ ଯାଇ ଦର୍ଶନ କରିଥିଲେ । ଆଉ କାଳିଆର ରୂପ ତାଙ୍କୁ ବିମୋହିତ କରି ଦେଇଥିଲା । ହାତ ଯୋଡ଼ି ସେ ପ୍ରଭୁଙ୍କୁ ଦର୍ଶନ କରିଥିଲେ । କାଳିଆର ପାଦପଦ୍ମରେ ଝରି ପଡିଥିଲା ମୋଦିଙ୍କ ଲୁହ । ପ୍ରଭୁଙ୍କୁ ଦର୍ଶନ କରିବା ପରେ ସେ ରୋଡ ଶୋ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଭଗବାନ ପ୍ରେମୀ । ସେ ଭଗବାନଙ୍କ ପ୍ରଚାର ଆଉ ପ୍ରସାର କରିଥାନ୍ତି । ମୋଦି ସକାଳୁ ମନ୍ଦିରରେ ପହଞ୍ଚି ଯାଇଥିଲେ ଆଉ ତାଙ୍କୁ କଡା ସୁରକ୍ଷାର ସହିତ ମନ୍ଦିର ଭିତରକୁ ନିଆ ଯାଇଥିଲା । ଏହାପରେ ସେ ପ୍ରଭୁଙ୍କ ଦର୍ଶନ କରିବାକୁ ଯାଇଥିଲେ ଆଉ ସେଠାରେ ସେ
ପ୍ରଭୁଙ୍କୁ ଅନେକ ସମୟ ଅନେଇ ରହିଥିଲେ ଆଉ ତାଙ୍କ ଆଖିରୁ ଝରି ଯାଇଥିଲା ଲୁହ । ସେ ଭାବ ବିହ୍ୱଳ ହୋଇ ପଡ଼ିଥିଲେ । ଆଉ ଏହାପରେ ସେ ପୁରୀରେ ରୋଡ ଶୋ ଆରମ୍ଭ କରିଥିଲେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।