Movie prime

ଖୋଲା ପଡ଼ିଆରେ ନିବସ୍ତ୍ର ହୋଇ ପଡ଼ିଛି ଯୁବତୀଙ୍କ ଶ-ବ ଦେଖନ୍ତୁ ସାମ୍ନାକୁ ଆସିଲା ବହୁତ୍ ବଡ଼ ଖବର

 
G
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। 
Uu
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।ତେବେ ବନ୍ଧୁଗଣ ବର୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ବନ୍ଧୁଗଣ ଖୋଲା ପଡ଼ିଆରେ ଯୁବତୀଙ୍କ ମୃ-ତ-ଦେ-ହ ପଡ଼ିଛି। ଏବଂ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Vb
କିନ୍ତୁ ଗ୍ରାମବାସୀ ମାନେ ସନ୍ଦେହ କରୁଛନ୍ତି ଯେ, ଯୁବତୀଙ୍କ ସହିତ ଅନୈତିକ କାର୍ଯ୍ୟ କରି ଶେଷରେ ମାରି ଦେଇ ପଡ଼ିଆରେ ଫୋପାଡି ଦିଆଯାଇଛି। ସୂଚନା ମୁତାବକ ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଧୀନରେ ଥିବା ରଜାବସା ପଡ଼ିଆରେ ଯୁବତୀଙ୍କ ମୃ-ଦେ-ହକୁ ଉଦ୍ଧାର କରିଛି ପୋଲିସ। ମୃ-ତ-କ ଜଣଙ୍କ ହେଉଛନ୍ତି ରଜାବସା ଗାଁର ମାନସୀ ଡୁଡୁଙ୍କ ଝିଅ ଗୋଲାପି ଡୁଡୁ। ମୃତ ଗୋଲାପିଙ୍କ ବୟସ ହେଉଛି ୩୨। ଗ୍ରାମବାସୀ ମାନେ ସନ୍ଦେହ କରୁଛନ୍ତି ଯେ ଗୋଲାପିଙ୍କୁ ହ-ତ୍ୟା କରାଇଛି। 
ବନ୍ଧୁଗଣ ଖୋଲା ପଡ଼ିଆରେ ନିବସ୍ତ୍ର ହୋଇ ପଡ଼ିଛି ଯୁବତୀଙ୍କ ଶବ। ତେବେ ଗ୍ରାମବାସୀ ମାନେ ଏହା ଦେଖିବା ପରେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ। ବାରିପଦା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପିଆରେମ ଡାକ୍ତରଖାନାକୁ ପଠାଇଛି। ତେବେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ ପୋଲିସର ସ୍ପଷ୍ଟ ତଦନ୍ତ ପରେ ଜଣାପଡିବ ଘଟଣାସ୍ଥଳରେ କଣ ହେଇଥିଲା।