Movie prime

ବିସ୍ମୟକର ବାଳକଙ୍କ ପ୍ରତିଭା ଦେଖି ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ ଦେଖନ୍ତୁ କଣ କରିଛନ୍ତି ଏମିତି

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇ ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ କୁନି ପିଲାଟିଏ ଯାହା କରିଛି ତାହା ଆପଣମାନେ ଜାଣିପାରିବେ । ଏହି କଥା ଶୁଣିଲେ ଯେ କେହିବି ଆଶର୍ଯ୍ୟ ହୋଇଯିବ । ଏବେ ଏହି ଖବର ସାମ୍ନାକୁ ଆସିଛି । ଏତେ କମ୍ ବୟସରୁ କୁନି ପୁଅ ଜଣକ ଏଭଳି କାମ କରିଥିଲା କାହା ଜାଣିବା ପରେ ପୁଅର ମାତା ଆଉ ପିତା ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏବେ ପୁରା ଅଞ୍ଚଳରେ ପଡିଯାଇଛି ଚହଳ । 
Bb
ଏହି କୁନି ପୁଅ ମୁଣ୍ଡରେ ବିରାଟ ଜ୍ଞାନ ରହିଛି । ଶିକ୍ଷାବର୍ଷରେ ଅନୁଷ୍ଠିତ ହୋଇଥିବା ଗୋଭିଲ ଓଲମ୍ପିୟାର ଗଣିତ ଏବଂ ବିଜ୍ଞାନ ପରୀକ୍ଷାରେ କୃତକାର୍ଯ୍ୟ ଅର୍ଜନ କରିଛନ୍ତି ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟରେ ଥିବା କାରମେଲ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ଛାତ୍ର ଶ୍ରୀୟାଂଶ ସିଧିଗଲ । ସାରା କନ୍ଧମାଳ ଜିଲ୍ଲାରେ ସେ ଏହି ପରୀକ୍ଷାରେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି । ସେ ଏହି ପରୀକ୍ଷାରେ ଏକ ନମ୍ବର ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ପାଇଛନ୍ତି । 
Gg
ଏହାକୁ ନେଇ ତାଙ୍କ ବିଦ୍ୟାଳୟ ଏବଂ ବାପା ମା ବହୁତ ଖୁସି ଥିବାର ଜଣା ପଡିଛନ୍ତି । ଶ୍ରିୟାଂଶ ସ୍ଵର୍ଣ୍ଣ ପଦକ ପାଇବା ପରେ ତାଙ୍କୁ ଶୁଭେଛା ଜଣାଇବାକୁ ଲୋକଙ୍କ ସୁଅ ଛୁଟୁଛି । ଶ୍ରୀୟାଂଶଙ୍କ ଘର ହେଉଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ କେରାଣ୍ଡି ପଞ୍ଚାୟତ ଅଧିନରେ ଥିବା ନାସିବିରି ଗାଁରେ । ସେ ପୂର୍ବରୁ ଅନେକ ଉପହାର ପାଉଛନ୍ତି । ୨୦୨୩ -୨୪  
ବର୍ଷରେ ଗୋଭିଲ୍ ନାମକ କମ୍ପାନୀ ଓଲମ୍ପିକ ଏବଂ ବିଜ୍ଞାନ ଖେଳ ଆରମ୍ଭ କରିଥିଲେ । ଅନେକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ ।
ଏହି ପରୀକ୍ଷାରେ କୁନି ପୁଅ ଶ୍ରିୟାଂଶ ଜିଲ୍ଲାରେ ସବୁ ପିଲାମାନଙ୍କ ଠାରୁ ସବୁଠାରୁ ଅଧିକ ନମ୍ବର ରଖିଛି । ପିଲାଟି ପ୍ରତିଦିନ ସ୍କୁଲ ଯାଏ । ସ୍କୁଲ ଘର ଠାରୁ ୧୫ କିଲୋମିଟର ଦୂରରେ ଅଟେ । ସେ ପ୍ରତିଦିନ ସ୍କୁଲ ଯାଏ । ଆଉ ଘରେ ତାର ମା ତାଙ୍କୁ ୪ ଘଣ୍ଟା ଓଷ୍ଠ ପଢ଼ାନ୍ତି । ସେ ସ୍କୁଲରେ ମଧ୍ୟ ଅନେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି । ସେ ପ୍ରଥମେ ସ୍କୁଲରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ଆଉ ତାପରେ ବ୍ଲକ୍ ସ୍ତରୀୟ ଆଉ ତାପରେ ଜିଲ୍ଲା ସ୍ତରୀୟ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛି । ସେ ଅନେକ ମେଡାଲ ମଧ୍ୟ ପାଇଛନ୍ତି । ଏବେ ଏହାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି ।