Movie prime

ସେମାନେ ଉପର ଦେଖାଉଥିଲେ ଏବେ ମୁଁ ତଳ ଦେଖାଇବି ଆଉ ତାପରେ

 
Hh
ବର୍ତ୍ତମାନ ସମୟରେ ଯାତ୍ରା ଜଗତର ପରିଚିତ ଅଭିନେତ୍ରୀ ମାନସୀ ପଣ୍ଡା ମିଡ଼ିଆ ସମ୍ମୁଖରେ ଏଭଳି କିଛି କଥା କହିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଥିଲେ କି ତାଙ୍କୁ ନିଆଳି ଛେନା ଓ ଟାଟୁ ବାଲି ଭାବରେ ସମସ୍ତ ଦର୍ଶକ ମାନେ ବେଶ ଭଲ ଭାବରେ ଜାଣିଛନ୍ତି। ଆଉ ବର୍ତ୍ତମାନ ସମୟରେ ସେ ହାଇ ଲାଇଟ୍ ରେ ଥିବା ବେଳେ ଠାକୁରଙ୍କ ଦୟାରୁ ତାଙ୍କର ବେଶ ଭଲରେ ଚାଲିଛି ବୋଲି ସେ କହିଥିଲେ।
Yv
କେନ୍ଦ୍ରାପଡାର ମାଟି ରୁ ସେ କାମ କରି ଆସିଛନ୍ତି। ସେ କେବେ ହେଲେ ମଧ୍ୟ ଏହା ଆଶା ରଖି ନଥିଲେ କି ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବେ ବୋଲି। ପୁଅ ପିଲା ମାନେ ତାଙ୍କୁ ଯାହା ପସନ୍ଦ କରିଛନ୍ତି ତ କରିଛନ୍ତି ମାତ୍ର ତାଙ୍କୁ ଛାଡ଼ିଦେଲେ ମହିଳା ମାନେ ଅର୍ଥାତ ଝିଅ ପିଲାମାନେ ଆସି ତାଙ୍କ ସହ ସେଲ୍ଫି ନେଉଛନ୍ତି। କେନ୍ଦ୍ରାପଡ଼ା ମାଟିରେ ତାଙ୍କୁ ଖୁବ୍ ପସନ୍ଦ କରୁଛନ୍ତି ବୋଲି କହିଥିଲେ। ଏଭଳି ମଧ୍ୟ କହିଥିଲେ କି ସାହୁ ଭାଉଜ ,
Hb
 ଯାତ୍ରା ପାର୍ଟି ର ମ୍ୟାନେଜର ପାଖରେ ଶୋଉ ଛନ୍ତି। ସେଥିପାଇଁ ମାନସୀ ପଣ୍ଡା କୁ ୧୦ ହଜାର ଟଙ୍କା ରେ ନ ଡ଼ାକି ୨୦ ହଜାର ଟଙ୍କାରେ ସାହୁ ଭାଉଜ ମ୍ୟାନେଜର ନିକଟରେ ଶୋଇବା ସହ ଷ୍ଟେଜ୍ ରେ ଅଶ୍ଳୀଳ ନୃତ୍ୟ ମଧ୍ୟ କରୁଛି। ଏଭଳି କି ନିଶା ମହାରଣା ତାଙ୍କୁ ଧମକ ଦେଉଥିବା କଥା କହିଥିଲେ। ସେ କହିଥିଲେ କି ସେ ପ୍ରତ୍ୟେକ ଦିନ ପ୍ରୋଗ୍ରାମ କରୁ ଥିବାରୁ ନିଶା ମହାରଣା ତାଙ୍କୁ ଫୋନ କରି ଏହା କହୁଛନ୍ତି ଯେ ମାନସୀ ତୁ କାହା ସହ ଲାଗୁଛୁ ଜାଣି ପାରୁଛୁ ତ?
ଆଉ ଯୋଉଠି ସେ ପ୍ରୋଗ୍ରାମ କରିବେ ସେଠାରୁ ନିଶା ମହାରଣା ତାଙ୍କୁ ଉଠାଇ ଆଣିବେ ବୋଲି ମଧ୍ୟ ଧମକ ଦେଇଛନ୍ତି। ଏଭଳି କି ତାଙ୍କ ନିକଟରେ ନିଶା ମହାରଣା ଯାହା କହିଛନ୍ତି ତାହାର ରେକର୍ଡିଂ ମଧ୍ୟ ରହିଛି ବୋଲି ମାନସୀ ପଣ୍ଡା କହିଥିଲେ। ମାନସୀ ପଣ୍ଡା ପୋଲିସ ପ୍ରୋଟେକ୍ସନ୍ ନେଇ ଯାଇଥିବା ବେଳେ ଆଗାମୀ ଦିନରେ ସେ ନିଶା ମହାରଣା ଙ୍କ ନାମରେ କେସ କରି ପାରନ୍ତି ବୋଲି ମଧ୍ୟ କହିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.