Movie prime

ଶେଷରେ ଏମିତି କହିଲେ ଯୁବକ ମୋତେ କ୍ଷମା କର ମୁଁ ମହିଳାଙ୍କୁ ଆଉ ଲଙ୍ଗଳା କରି ଦୁ-ଷ୍କ-ର୍ମ କରିବିନି

 
Gg
ଆପଣମାନେ ସମସ୍ତେ ତ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କରିଶିଙ୍ଗା ଗାଁରେ ଘଟିଥିବା ଘଟଣା ବିଷୟରେ ଜାଣିଥିବେ । ଏବେ ଏହି ଘଟଣାକୁ ନେଇ ଅନେକ କଥା ଆସୁଛି । ଏହି ଗାଁରେ ଜଣେ ମହିଳାଙ୍କ ସହ ଏଭଳି କିଛି ଘଟଣା ଘଟିଛି । ଗାଁରେ ଘର ଘର ବୁଲି କେବୁଲ ଠିକ୍ କରିଥାଏ ନିରଞ୍ଜନ ଗଉଡ । ଏହି ଗାଁର ଜଣେ ମହିଳାଙ୍କ ସ୍ଵାମୀ ନଥିଲେ ଆଉ ଏହି ମହିଳା ତାଙ୍କ ଛୋଟ ପୁଅକୁ ଧରି ରୋଷେଇ କରୁଥିଲେ । ଏହି ସମୟରେ ନିରଞ୍ଜନ ଗଉଡ କେବୁଲ ଠିକ୍ କରିବାକୁ ଯାଇ ତାଙ୍କ ଘରକୁ ଯାଇଥିଲା । 
Vv
ଆଉ ଏହି ସମୟରେ ଏହି ନିରଞ୍ଜନ ଗଉଡ ମହିଳାଙ୍କୁ ଏକୁଟିଆ ପାଇ ତାଙ୍କ ସହ ଜୋର୍ ଜବରଦସ୍ତ କରି ଦୁ-ଷ୍କ-ର୍ମ କରି ଦେଇଥିଲା । ଏହି ମହିଳା ଜଣକ ଏହି ସମୟର ଭିଡିଓ ମଧ୍ୟ କରିଥିଲେ । ଏହି ମହିଳା ଜଣଙ୍କୁ ଏହି ଭିଡିଓ ଭାଇରାଲ କରିଦେବ ବୋଲି ଧମକ ଦେଇ ତାଙ୍କ ସହ ବାରମ୍ବାର ଦୁ-ଷ୍କ-ର୍ମ କରିଥିଲା । ଏହି ମହିଳା ଜଣକ ଭୟରେ କାହାକୁ କିଛି କହିନଥିଲେ । ଏହି ମହିଳା ଜଣଙ୍କର ସ୍ବାମୀ ଏହିସବୁ ଦେଖି ଦେଲେ । ଏହାପରେ ସବୁ କଥା ସ୍ତ୍ରୀ ଜଣକ କହିଥିଲେ ।
Gg
ଆଉ ଏହାପରେ ଏବେ ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏବେ ଏହି ଘଟଣାକୁ ନେଇ ପୁଣି କିଛି ଖବର ସାମ୍ନାକୁ ଆସିଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ଘଟଣାକୁ ନେଇ ଯେତେବେଳେ ସ୍ଵାମୀ ଜଗକ ଦେଖିଥିଲେ ସେତେବେଳେ ସ୍ତ୍ରୀ ଜଣକ ସବୁ କଥା କହିଥିଲେ । ଆଉ ଏହାପରେ ଉଭୟ ସ୍ବାମୀ ଆଉ ସ୍ତ୍ରୀ ବୁଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଆଉ ଏହି ଅଭିଯୋଗ ଆଧାରରେ ପୋଲିସ ନିରଞ୍ଜନ ଗଉଡକୁ ଗିରଫ କରି ନଥିଲା । ଆଉ ଏହାପରେ ଉପର ଥାନାକୁ ଯାଇଥିଲେ ଏହି ସ୍ଵାମୀ ଆଉ ସ୍ତ୍ରୀ । ଏବେ ବିଜେଡି ଦଳର ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ ଏହି ପୀଡ଼ିତା ଜଣଙ୍କୁ ନ୍ୟାୟ ଦେବାକୁ କହିଛନ୍ତି । ସେ ପୀଡିତାଙ୍କ ପାଖକୁ ଯାଇ ଏହି ଘଟଣା ବିଷୟରେ କହିଛନ୍ତି । ଏହି ଘଟଣା ବିଷୟରେ ପୋଲିସ ଥାନାରେ ଯାଇ ଅଭିଯୋଗ କରିବା ସହ ନିରଞ୍ଜନ ଗଉଡକୁ ଗିରଫ କରାଯାଉ ବୋଲି ଦାବି କରାଯାଇଛି । ଏହା ନକଲେ ସେ ବିଜେଡି ଦଳ କର୍ମୀଙ୍କୁ ନେଇ ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।

Around The Web