Movie prime

ଶେଷରେ କହୁଛନ୍ତି ଏମିତି,ଆମେ ଦୁଇ ଦଶମ ଝିଅ ପରୀକ୍ଷା ମଝିରେ ଛୁଆ କଲୁ ଏବେ କଣ କରିବୁ...

 
Gg
ଆପଣମାନେ ସମସ୍ତେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ନେଇ ଆସିଥିବା ଖବର ବିଷୟରେ ସୂଚନା ପାଇ ପାରୁଥିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହି ଛାତ୍ରୀଙ୍କୁ ନେଇ ଆସିଥିବା ଖବର ବିଷୟରେ କିଛି ସୂଚନା ପାଇପାରିବେ । ଏହି ଦୁଇ ଦଶମ ଶ୍ରେଣୀର ଝିଅ ଦଶମ ବୋର୍ଡ ପରୀକ୍ଷା ଦେଉଥିଲେ । ଆଉ ଏବେ ସେମାନେ ଛୁଆ ଜନ୍ମ କରିଛନ୍ତି । ୧୬ ବର୍ଷର ନାବାଳିକା ଝିଅ ଦୁନିଆ ବିଷୟରେ କିଛି ଜାଣି ନାହାନ୍ତି ଆଉ ଏବେ ସେ ମାଆ ହୋଇ ସାରିଲେଣି । ଏବେ କଣ ହେବ ତାଙ୍କର ଭବିଷ୍ୟତ ବୋଲି ପ୍ରଶ୍ନ ଆସିଛି । 
Yy
ଦୁଇ ଦୁଇଜଣ ଦାଦନ ଶ୍ରେଣୀର ନାବାଳିକା ଝିଅ ଏବେ ଦଶମ ବୋର୍ଡ ପରୀକ୍ଷା ଦେଇ ଦେଉ ଦେଉ ଛୁଆ ଜନ୍ମ କରିଛନ୍ତି । ଜଣେ ଛାତ୍ରୀ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଏକ ଅଞ୍ଚଳର ଝିଅ ହୋଇଥିବା ବେଳେ ଆଉ ଜଣେ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର । ଏବେ ଏହି ଦୁଇ ଝିଅଙ୍କୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ଦୁଇ ଝିଅ ଜାଣିନଥିଲେ ତାଙ୍କ ସହ ଏଭଳି ଘଟଣା ଘଟିଯିବ । ଏହି ଝିଅମାନେ ପାଠ କମ୍ ପ୍ରେମ ଅଧିକ କରୁଥିଲେ । ପାଠ ପଢ଼ିବାକୁ ଯାଇ ଏଭଳି କିଛି କାମ କରିଛନ୍ତି ଯାହା ନିନ୍ଦନୀୟ ଅଟେ ।
Yy
ଏହି ଦୁଇ ଝିଅ ପ୍ରେମିକ ସହ ସମ୍ପର୍କ ରଖି ଗର୍ଭବତୀ ହୋଇ ଯାଇଥିଲେ । ଏହି କଥା ସେମାନଙ୍କୁ ଜଣା ନଥିଲା କି କାହାକୁ ଜଣା ନଥିଲା । ଏହି ଘଟଣା ବିଷୟରେ ଯେତେବେଳେ ଜଣା ପଡ଼ିଲା ସେତେବେଳେ ଏହି ଦୁଇଜଣ ଝିଅ ଗର୍ଭବତୀ ଅଛନ୍ତି । ଏହି ଦୁଇଜଣ ଛୁଆ ଜନ୍ମ କରିଛନ୍ତି ।ମାଲକାନଗିରି ଝିଅ ଇଂରାଜୀ ପରୀକ୍ଷା ଦେଉଥିବା ବେଳେ ଆଉ ଯାଜପୁର ଝିଅ ଗଣିତ ପରୀକ୍ଷା ଦେଉଥିବା ବେଳେ ଛୁଆ ଜନ୍ମ କରିଛନ୍ତି । ଏବେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି । 
ସାରା ଓଡ଼ିଶାରେ ଏହି ଖବର ଚହଳ ସୃଷ୍ଟି କରି ଦେଇଥିଲା । ଦଶମ ଶ୍ରେଣୀର ଝିଅ ଏଭଳି ମାଆ ହୋଇଯିବେ ସେକଥା କେହି ଜାଣି ନଥିଲେ । ଏହି ଘଟଣାରେ ଯେତିକି ଭୁଲ ଝିଅଙ୍କର ସେତିକି ଭୁଲ ପୁଅଙ୍କର ବୋଲି ଜଣା ପଡିଛି । ଏବେ ମାଲକାନଗିରି ଜିଲ୍ଲାର ଚତ୍ରକୋଣ୍ଡା ଅଞ୍ଚଳର ଝିଅକୁ ଗର୍ଭବତୀ କରାଇଥିବା ନାବାଳିକା ଝିଅ ସହ ଯେଉଁ ପୁଅ ଏଭଳି କରିଛି ତାକୁ ଏବେ ପୋଲିସ ଗିରଫ କରିଛି । ପୋଲିସ ଏବେ ଏହି ଘଟଣାକୁ ନେଇ ତଦନ୍ତ କରୁଛି । ଯାଜପୁର ଜିଲ୍ଲାରେ ଘଟିଥିବା ଏହି ଘଟଣାକୁ ନେଇ ମଧ୍ୟ ପୋଲିସ ପଚରାଉଚରା କରୁଛି ।

Around The Web