Movie prime

ଶେଷରେ କମିଟି ମେମ୍ବର କହିଲେ ଏମିତି ନାଣ୍ଡୁ ବାବୁଙ୍କ ଯାତ୍ରାକୁ କେବେ ଡାକିବୁନି

 
Gg
ବର୍ତ୍ତମାନ ସମୟରେ ଯାତ୍ରା କମିଟି ର ମେମ୍ବର ମାନେ ଏଭଳି କିଛି କଥା କହିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ ତୁଳସୀ ଗଣନାଟ୍ୟ ର ମାଲିକଙ୍କ କଥା ଶୁଣି ସାରିବା ପରେ ଏହି କଥା କହିଛନ୍ତି କି ଯଦି ସେ ଏହି ପ୍ରକାରର ମାଲିକ ହୋଇ ଥାଆନ୍ତି ତେବେ ସେ ତାଙ୍କୁ କେବେ ହେଲେ ମଧ୍ୟ ନିମନ୍ତ୍ରଣ କରିବେ ନାହିଁ। କୌଣସି ଦିନ ମଧ୍ୟ ସେ ତାଙ୍କର ପେଣ୍ଡାଲ କୁ ଡାକିବେ ନାହିଁ। ଆଉ ସେ କହିଥିଲେ କି ମାଲିକ କ୍ଷମା ମାଗିବା ଦରକାର୍।
Gg
ଯେହେତୁ ସେ ହାତ ଦେଇଛନ୍ତି। ଭୁଲ୍ ଠିକ୍ ସମସ୍ତଙ୍କର ଥାଏ ତା ମାନେ ହାତ ଦେବା ଟା ହେଉଛି ସମ୍ପୂର୍ଣ୍ଣ ଭାବରେ ଭୁଲ୍ ଅଟେ। ଆଇନ୍ କୁ ହାତକୁ ନେବାର କିଛି ଆବଶ୍ୟକତା ନଥିଲା। ଭୁଲ୍ ଅଛି ଯଦି ମୁହଁରେ ପଦେ କଥା କୁହାଯିବ ଆଉ ମାଲିକ ଏକଥା ମଧ୍ଯ ମୁହଁରେ କହିବାର ଥିଲା। ମାଲିକ ବୋଲି ଏଭଳି ହାତ ଉଠେଇ ମାରିବା ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ୍ ଅଟେ। ଏହା ନିଶ୍ଚିତ ଭାବରେ କଳାକାର କୁ ଅପମାନ।
Tf
କଳାକାର ମାନେ ସେଠାରେ କାମ କରି ପେଟ ପୋଷିବାକୁ ରହିଛନ୍ତି ସେଠାରେ ମାଡ଼ ଖାଇବା ପାଇଁ ନୁହେଁ। ମାଡ଼ ମାରିବା ଟା ସମ୍ପୂର୍ଣ୍ଣ ଭାବରେ ଭୁଲ୍ ଅଟେ। ଏକଥା ଯେଉଁମାନେ ଶୁଣୁଛନ୍ତି କି ଦେଖୁଛନ୍ତି ଯାହାକି ଏବେ ଭାଇରାଲ ହୋଇଛି ତାହାକୁ ସମସ୍ତେ ନିନ୍ଦା କରିଛନ୍ତି। ଏହି ବାବଦରେ ଏବେ ସମସ୍ତେ ମାଲିକ କୁ ଘୃଣା କରୁଛନ୍ତି। ସେଥିପାଇଁ ଯାତ୍ରା କମିଟି ର ମେମ୍ବର ମାନେ କହିଥିଲେ କି ନରି ପଣ୍ଡା ଙ୍କୁ ଉଚିତ ନ୍ୟାୟ ମିଳିବା ଦରକାର୍।
ନଚେତ ସେ ଆଗକୁ ଯାଇ ଅନ୍ୟ କେଉଁ କଳାକାର ସହ ମଧ୍ୟ ଏଭଳି କରିବା ପାଇଁ ପଛ ଘୁଞ୍ଚା ଦେବେ ନାହିଁ। ସେଥିପାଇଁ ତାଙ୍କୁ ନ୍ୟାୟ ମିଳିବା ନିହାତି ଦରକାର୍ ଅଟେ। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.