Movie prime

ଶେଷରେ ମୁହଁ ଖୋଲିଲା ସାନ ପୁଅ କାହିଁକି ବାପା,ମାଆ ଭଉଣୀକୁ ହେମଦସ୍ତାରେ ଛେଚିଦେଲା

 
Vv
ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସମାଜରେ ଜନ୍ମ କରିଥିବା ପୁଅ ହିଁ ଏଭଳି କାମ କରୁଛି । ବାପା ମାଆ ଆଉ ଭଉଣୀକୁ ହେମାଦସ୍ତାରେ ଛେଚି ଛେଚି ମାରିଦେଲା ପୁଅ । ଅଧରାତିରେ ଘରର ସାନ ପୁଅ ଏଭଳି କାମ କରିଲା ଆଉ ସେ ଘର ଲୋକଙ୍କୁ ମାରିଦେଲା । ବାପା ମାଆ ଆଉ ବଡ ଭଉଣୀର ମୁଣ୍ଡକୁ ଲୁହା ବାଡ଼ିରେ ଛେଚି ଛେଚି ଗୁଣ୍ଡ କରିଦେଲା । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ପାଇପାରିବେ । 
Bggg
ରାତିରେ ସାନ ପୁଅ ଏଭଳି କାମ କରିଥିଲା । ଆଉ ଘରେ ମାଆ ବାପା, ମାଆ ଆଉ ବଡ ଭଉଣୀ ଥିଲେ । ତାଙ୍କ ସହ ସାନ ପୁଅ ଏଭଳି କରିବ ବୋଲି ସେମାନେ କେବେବି ଭାବି ନଥିଲେ । ସାନ ପୁଅ ଗୋଡ ଧରି ବାପା ମାଆ ଆଉ ବଡ ଭଉଣୀ ଯେତେ ବି ଗୁହାରି କରିଲେ ତାଙ୍କୁ ଛାଡ଼ିବା ପାଇଁ ଜମା ବି ତାଙ୍କୁ ଛାଡି ନଥିଲା ଏହି ନୃଶଂସ ଯୁବକ ଜଣକ । ଏହି ଯୁବକ ଜଣକ ଏଭଳି କାମ କରିବାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘରର ସାନ ପୁଅକୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ ।
Gg
ଏହି ନୃଶଂସ ସାନ ପୁଅ ଗୋଟିଏ ହାତରେ ବାପା, ମାଆ ଆଉ ବଡ ଭଉଣୀର ଚୁଟିକୁ ଧରିଥିଲା ଆଉ ଗୋଟିଏ ହାତରେ ହେମଦସ୍ତା ଧରିଥିଲା । ହେମଦସ୍ତା ଆଣି ସେହିଥିରେ ଏହି ତିନିଜଣଙ୍କ ମୁଣ୍ଡକୁ ଛେଚୁଥିଲା । ଛେଚି ଛେଚି ଜୀବନ ନେଇଗଲା । ଘର ଭିତରେ ତିନି ଜଣଙ୍କ ଶବ ପଡ଼ିଛି । ଆଉ ରକ୍ତ ଲାଗିଥିବା ଏହି ହେମଦସ୍ତା ମଧ୍ୟ ପଡ଼ିଛି । ଜଗତସିଂହପୁର ଜିଲ୍ଲା ସଦର ଥାନା ଜୟଗଡ ଗ୍ରାମରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଗୋଟିଏ ପରିବାରର ତିନିଜଣଙ୍କୁ ଘରର ସାନ ପୁଅ ମାରି ଦେଇଛି ।
ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଏହି ଘରର ସାନ ପୁଅ ପାରିବାରିକ କଳହ ପାଇଁ ଏଭଳି କାଣ୍ଡ କରିଛି ବୋଲି ସୂଚନା ମିଳିଛି । ଏହି ଗାଁର ବାପା ପ୍ରସନ୍ନ ସେଠି, ମାଆ କନକଲତା ସେଠି ଆଉ ବଡ ଭଉଣୀ ମାମାଲି ସେଠି ବୋଲି ଜଣାପଡିଛି । ଏବେ ଘଟଣା ସ୍ଥାନରେ ପୋଲିସ ପହଞ୍ଚି ଘଟଣାକୁ ତଦନ୍ତ କରୁଛି । ଏବେ ଅଭିଯୁକ୍ତ ସାନ ପୁଅ ସୂର୍ଯ୍ୟକାନ୍ତ ସେଠି ଥାନାରେ ଗିରଫ ରହିଛି । ଏବେ ଏହି ଘଟଣାକୁ ନେଇ ଗାଁ ଲୋକମାନେ ଛାନିଆ ହୋଇ ପଡ଼ିଛନ୍ତି ।

Around The Web