Movie prime

ଶେଷରେ ସତ ମାନିଲେ ଯୁବକ ଆମେ ଲୋକଙ୍କୁ ଦିନକୁ ୩୦ କିଲୋ ଗାଈମାଂସ ଖୋଇଛୁ

 
Gg
ମଟନ ନାମରେ ଲୋକଙ୍କୁ ଗୋ ମାଂସ ଖୋଉ ଥିଲା ହୋଟେଲ ମାଲିକ। ଦିନକୁ ୩୦ କିଲୋ ଗାଈ ମାଂସ କୁ ତରକାରୀ କରି ବିକ୍ରୀ କରୁଥିଲା। କେହି ଜାଣି ପାରୁ ନଥିଲେ ଆଉ ଜଣେ ଜଣେ ହିନ୍ଦୁ ହୋଇ ଭାତ ସହ ଗାଈ ମାଂସ କୁ ଖାଇ ଦେଉଥିଲେ। ହେଲେ ଏବେ କିନ୍ତୁ ସବୁକିଛି ଜଣା ପଡ଼ି ଯାଇଛି। ପୂର୍ବରୁ କେତେ ଯେ ଲୋକ ଏହି ଗାଈ ମାଂସ ଖାଇ ଯାଇଛନ୍ତି ତାହା ଜଣା ନାହିଁ। ଭାତ ସହ ସେମାନେ ପେଟେ ପେଟେ ଗାଈ ମାଂସ ଖାଇ ଚାଲି ଯାଉଥିଲେ।
Gg
ଲୋକ ମାନଙ୍କୁ ଜଣା ନଥିଲା କି ସେ ମଟନ ନୁହେଁ ଗାଈ ମାଂସ ଖାଉଛନ୍ତି ବୋଲି। ହେଲେ ଏହି ହୋଟେଲ୍ ର ସବୁକିଛି ସତ ଆଜି ଧରା ପଡ଼ି ଯାଇଛି। ହୋଟେଲ ବାହାରେ ଢଳା ହୋଇଛି ଅନେକ ତରକାରୀ ଯେଉଁ ତରକାରୀ ରେ କି ମଟନ ନାହିଁ ଅଛି ଗୋ ମାଂସ। ଆଉ ସେହି ଗୋ ମାଂସ କୁ ଖାଉଥିଲେ ଲୋକମାନେ। ପରେ ଜାଣିଲା ବେଳକୁ ସବୁକିଛି ଯେମିତି ସରି ଯାଇଥିଲା। କାରଣ ଲୋକମାନେ ମଟନ ଭାବି ଗାଈ ମାଂସ କୁ ଖାଇ ଦେଉଥିଲେ।
Gy
ପରେ ଜାଣିବାକୁ ପାଇଥିଲେ କି ମଟନ ନଥିଲା ତାହା ଥିଲା ଗାଈ ମାଂସ। ଏବେ ଏହି ଜୟା ହୋଟେଲ୍ ମଧ୍ୟ ସିଲ ହୋଇ ଯାଇଛି। ପୁରୀ ଭୁବନେଶ୍ବର ର ଜାତୀୟ ରାଜପଥରେ ଏହି ଜୟା ହୋଟେଲ କୁ ସିଲ୍ କରିଛି ପ୍ରଶାସନ। ହୋଟେଲ ମାଲିକ ଗୋ ମାଂସ କିଣୁ ଥିବାର ଦେଖିବାକୁ ମିଳିଥିଲା।ଆଉ ଗୋ ମାଂସ ବେପାରୀଙ୍କ କଥା ମଧ୍ୟ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ମଧ୍ୟ ଲାଗିଥିଲା।
ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।ଆଉ ଏହାକୁ ନେଇ ମଧ୍ୟ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେବାରେ ଲାଗିଥିଲା। ଏବେ ପୋଲିସ ଆକ୍ସନ କୁ ଆସିଛି ଆଉ ଜୟା ହୋଟେଲ କୁ ମଧ୍ୟ ସିଲ୍ କରାଯାଇ ଥିବା ଜଣା ପଡିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.