Movie prime

ଶେଷରେ ସତ ମାନିଲେ ପୋଲିସବାବୁ,ମୁଁ ସେଇ ପୋଲିସ୍ ମହିଳା ହୋମଗାର୍ଡକୁ ଧରି ଥାନା ଭିତରେ କରୁଥିଲି

 
Gv
ପୋଲିସ ରକ୍ଷକ ହୋଇଥାଏ କିନ୍ତୁ ପୋଲିସ ରକ୍ଷକ ହୋଇ ଯଦି ଏଭଳି କାମ କରିବ ତାହେଲେ ଏହି ସମାଜ ଆଉ କାହା ଉପରେ ବିଶ୍ୱାସ କରିବ । ପୋଲିସ ବାବୁ ଜଣକ ଥାନା ଭିତରେ କରୁଥିଲେ ଏଭଳି କାମ ଯାହା ଏବେ ସାମ୍ନାକୁ ଆସିଛି । ପୋଲିସ ବାବୁ ଜଣକ ଥାନା ଭିତରେ ପ୍ରେମ କରୁଛନ୍ତି । ଜଣେ ମହିଳା ହୋମଗାର୍ଡଙ୍କ ସହ ପୋଲିସ ବାବୁ ଜଣକ କରୁଥିଲେ ଏଭଳି କାମ । ଏବେ ଏହି ହୋମଗାର୍ଡ ଜଣଙ୍କୁ ଆପଣମାନେ ଗାଡ଼ି ଭିତରେ ଦେଖିପାରିବେ । 
Gg
ହୋମଗାର୍ଡ ଜଣଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ ଏହି ପୋଲିସ ବାବୁ ଜଣକ । ତାଙ୍କୁ ଅନେକ କିଛି କଥା କହି ମିଛ ସତ କହି ଏଭଳି ଫସାଇ ଦେଇଥିଲେ ଥାନା ବାବୁ ଜଣକ । ଏବେ ଏହି ଥାନା ବାବୁ ଜଣକ ଏଭଳି କାମ କରି ପଳାଇ ଯିବାକୁ ବାହାରି ଥିଲେ । ଆଉ ତାଙ୍କୁ ଏହି ସମୟରେ ଧରି ପକାଇଲେ । ଏବେ ତାଙ୍କୁ ପଚରାଉଚରା କରାଯାଉଛି । ଦୋଷୀ ଦୋଷ କରିଲେ ପୋଲିସ ଦଣ୍ଡ ଦେଇଥାଏ । ଆଉ ଏବେ ପୋଲିସ ଦୋଷୀ ସାଜି ଯାଇଛି । 
Gg
ଏବେ ଯେତେବେଳେ ଥାନା ବାବୁଙ୍କ ନାଁରେ ଅଭିଯୋଗ ଆସିଥିଲା ସେତେବେଳେ ଏହିସବୁ ଘଟଣା ସାମ୍ନାକୁ ଆସିଥିଲା । ଥାନା ବାବୁ ଜଣଙ୍କ ତାଙ୍କ ବିଷୟରେ ଅଭିଯୋଗ ଆସିଥିବାର ଦେଖି ଥାନାରୁ ଫେରାର ହୋଇ ଯାଇଥିଲେ । ଆଉ ତାଙ୍କୁ ଏବେ ଥାନାରୁ ପଳାଇ ଯାଉଥିବା ବେଳେ ଧରି ନେଇ ଜେରା କରାଯାଉଛି । ଏହି ପୋଲିସ ବାବୁ ଜଣକ ହେଉଛନ୍ତି ତପନ ନାହକ । ତପନ ନାହକ ଇନ୍ସପେକ୍ଟର ଥିବା ବେଳେ ଏଭଳି କାମ କରିଥିଲେ । ମହିଳା ହୋମଗାର୍ଡ ଜଣଙ୍କ ସହିତ ସମ୍ପର୍କ ରଖିଥିଲେ । ଆଉ ବିବାହ କଥା ହୋମଗାର୍ଡ କହିବା ପରେ ଏଭଳି ହୋଇଥିଲା ।
ଏହି ହୋମଗାର୍ଡ ଜଣକ ବିବାହ କରିବାକୁ ଜିଦି ଧରିବାରୁ ଆଉ ଜଣଙ୍କୁ ବିବାହ କରିବାକୁ ଯାଉଥିଲେ ପୋଲିସ ବାବୁ । ଆଉ ପୋଲିସ ବାବୁଙ୍କ ନାଁରେ ହୋମଗାର୍ଡ ଅଭିଯୋଗ ଆଣିଥିଲେ ଆଉ ଏବେ ତାଙ୍କୁ ପଚରାଉଚରା ଯାଉଛି । ଏହି ପୋଲିସ ବାବୁ ଜଣକ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନାର ଅଧିକାରୀ ଥିଲେ । ସେ ମହିଳା ହୋମଗାର୍ଡ ଜଣଙ୍କୁ ପ୍ରେମ କରି ଧୋକା ଦେବାକୁ ଯାଉଥିଲେ । ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଏହି ପୋଲିସ ବାବୁଙ୍କୁ ନେଇ ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚା ହେଉଛି । ଦେଖିବାକୁ ବାକି ରହିଲା ଏହି ପୋଲିସ ବାବୁ ଜଣଙ୍କୁ କି ଦଣ୍ଡ ଦିଆଯାଉଛି ?

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.