Movie prime

ଶିବ ମନ୍ଦିର ରେ ହେଲା ଚମତ୍କାର..ଦେଖନ୍ତୁ ଶିବ ମନ୍ଦିର ରେ ଏମିତି କିଛି କଲେ ସ୍ବୟଂ ଶିବ..

 
Bh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।ଶିବ ମନ୍ଦିରରେ ଚମତ୍କାର ।
Bb
ଆଶ୍ଚଯ୍ୟ ହେଲେ ଶ୍ରଦ୍ଧାଳୁ ଓ ପୂଜକ ।ବର୍ଷ ବର୍ଷ ଧରି ପୂଜା ପାଇ ଆସୁଥିବା ମହାଦେବଙ୍କ ମନ୍ଦିର ରେ ଦେଖିବାକୁ ମିଳିଲା ଏକ ଅଲୌଖିକ ଦୃଶ୍ୟ ।ମାଟି ଫଟାଇ ଶିବ ଲିଙ୍ଗ ନିକଟରେ ଉଭା ହେଲେ ଆଉ ୨ ଟି ଶିବଲିଙ୍ଗ । ଦେବଗଡ଼ ଝାଡେଶ୍ୱର ଶୈବ ପୀଠ ରେ ଆଉ ୨ଟି ଶିବଲିଙ୍ଗ ଉଭା ହେବା ଖବର ପ୍ରଚାର ହେବା ପରେ ଜମୁଛି ଭକ୍ତଙ୍କ ଭିଡ଼ ।
Hh
 ପୂଜା କାର୍ଯ୍ୟ ଆରମ୍ଭ ପାଇଁ ଶିବଲିଙ୍ଗ ସଫେଇ କରୁଥିବା ବେଳେ ଆଉ ୨ଟି ଶିବଲିଙ୍ଗ ର ସନ୍ଧାନ ମିଳିଛି। ପ୍ରଥମେ ଏହାକୁ କୌଣସି ପଚା ଅଙ୍ଗୁର କିମ୍ୱା ସୂପାରି ଭାବି ଫିଙ୍ଗିଦେବାକୁ ଚେଷ୍ଟା କରୁଥିଲେ ପୂଜକ। ମାତ୍ର ଯେତେ ଟାଣିଲେବି ବାହାରକୁ ଆସିନଥିରୁ ଜଣାପଡିଥିଲା ଏହା ହେଉଛି ମହାଦେବଙ୍କର ଆବିର୍ଭାବ। ଝାଡେଶ୍ଵର ମହାଦେବଙ୍କୁ ପ୍ରତ୍ୟେକ୍ଷ ଦେବତା ବୋଲି ଭକ୍ତ ମାନିଥାନ୍ତି ।ତାଙ୍କ ଆବିର୍ଭାବକୁ ନେଇ କିମ୍ବଦନ୍ତୀ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳେ ।
 ସେଇସ୍ଥାନରେ ତିନୋଟି ଶିବଲିଙ୍ଗ ପୁଜା ପାଇଆସୁଥିଲେ । ଏବେ ଆଉ ୨ଟି ଶିବଲିଙ୍ଗ ର ଆବିର୍ଭାବ ପରେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖା ଦେଇଥିଲା। ଶହଶହ ବର୍ଷରୁ ପୂଜା ପାଇଆସୁଥିବା ମନ୍ଦିର ରେ ଭକ୍ତ ଏହି ୨ଟି ଶିବଲିଙ୍ଗ କେବେ ଦେଖିବାକୁ ପାଇନଥିଲେ ।ମନ୍ଦିରକୁ ନିୟମିତ ଆସୁଥିବା ଭକ୍ତ ଏହା ଦେଖିବା ପରେ ମହାଦେବଙ୍କ ଏହା କେବଳ ଅଲୌଖିକ ଦୃଶ୍ୟ ବୋଲି ପ୍ରକାଶ କରିଛନ୍ତି। ଏହି ଅଲୌଖିକ ଘଟଣାକୁ ସମସ୍ତେ ବିଶ୍ୱାସକୁ ନେଇଛନ୍ତି। ଏହି ଘଟଣା ପ୍ରଚାର ହେବା ପରେ ଭକ୍ତଙ୍କ ସୁଅ ଛୁଟୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.