Movie prime

ଭଉଣୀ କୁ IAS କରେଇ ମ-ରିଗଲା ବଡ ଭଉଣୀ ..

 
Gg
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଦୁଇ ଭଉଣୀ ଙ୍କ କାହାଣୀ ଅନେକ ସ୍ଥାନ ରେ ଶୁଣି ଥିବେ।ଆଜି ଆମେ ସେଭଳି ଦୁଇ ଭଉଣୀ ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସାନ ଭଉଣୀ କୁ ଚାକିରି କରାଇବା ପାଇଁ ବଡ ଭଉଣୀ ଏଭଳି କିଛି କରିଦେଲା ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ଵାସ କରି ପାରିବେ ନାହିଁ।ଦୁଇ ଭଉଣୀ ଙ୍କ ଭଲ ପାଇବା ରେ ଲାଗିଗଲା କାହାର ନଜର।ତେବେ ସବୁଦିନ ପାଇଁ ଆରପାରିକୁ ଚାଲି ଗଲା ବଡ ଭଉଣୀ।
Hh
ସୂଚନା ଅନୁସାରେ ବାପା ମା ଚାଲି ଯିବା ପରେ ବଡ ଭଉଣୀ ନିଜ ସାନ ଭଉଣୀ ମାମା କୁ ପର ଘରେ କାମ କରି ପାଠ ପଢ଼ାଉ ଥିଲେ। ଦିନେ ଦିନେ ଘରେ ଖାଇବାକୁ ନ ଥାଏ।ଯା କିଛି ଥାଏ ବଡ ଭଉଣୀ ମାମା କୁ ଦେଇ ଦିଏ।ମାମା ପାଠ ଭଲ ପଢ଼ୁଥିଲା।ସେଥିପାଇଁ ତା ଦିଦି ତାଙ୍କୁ କଷ୍ଟ କରି ପାଠ ପଢାଉ ଥିଲା।କଲେଜ୍ ରେ ପ୍ରଥମ ଶ୍ରେଣୀ ରେ ପାସ କଲା ପରେ ମାମା ଆଉ ଆଗକୁ ପଢ଼ିବା ପାଇଁ ଇଚ୍ଛା କରି ନ ଥିଲା।ହେଲେ ବଡ ଭଉଣୀ କହିବା ପରେ ସେ ପାଠ ପଢିଲା।
Bb
ପରେ ମାମା ଆଇ ଏ ଏସ ଚାକିରି ପାଇ ଯାଇ ଥିଲା।ଏହାକୁ ଶୁଣି ବଡ ଭଉଣୀ ବହୁତ ଖୁସି ହୋଇ ଯାଇ ଥିଲା।ମାମା ଟ୍ରେନିଂ ପାଇଁ ଅନ୍ୟ ସ୍ଥାନ କୁ ଯାଇ ଥିଲା।ଓ କହି ଥିଲା ମୁଁ ଫେରିଲେ ଆମର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ।ଏହାକୁ ଶୁଣିବା ପରେ ବଡ ଭଉଣୀ ବହୁତ ଖୁସି ହୋଇ ଯାଇ ଥିଲା।ହେଲେ ତାର ଖୁସି ଅଧିକ ଦିନ ପର୍ଯ୍ୟନ୍ତ ରହି ପାରି ନ ଥିଲା।ସାନ ଭଉଣୀ ଆଇ ଏ ଏସ ହୋଇ ଫେରିଲା ପରେ ଆଉ ବଡ ଭଉଣୀ ସହିତ ଭଲ ବ୍ୟବହାର ଦେଖାଇ ନ ଥିଲା।
ନିଜ ସାଙ୍ଗ ମାନଙ୍କୁ ବଡ ଭଉଣୀ ସହିତ ପରିଚିତ କରାଇବା ପାଇଁ ସେ କୁଣ୍ଠାବୋଧ କରି ଥିଲା।ଏହା ଦେଖି ତାଙ୍କ ଭଉଣୀ କାନ୍ଦି ପକାଇ ଥିଲେ।ଯାହାକୁ ଜୀବନ ଦେଇ ଭଲ ପାଉ ଥିଲେ ଶେଷ ରେ ସେ ହିଁ ତାଙ୍କ ସହିତ ଏଭଳି ବ୍ୟବହାର ଦେଖାଇ ଥିଲା।ତେବେ ଆପଣ ମାନେ ମଧ୍ୟ ଏଥିରୁ ଜାଣିବାକୁ ପାଇ ଥିବେ ଯେ ଜୀବନ ରେ କାହାକୁ ଏତେ ବିଶ୍ଵାସ କରିବା ଉଚିତ ନୁହେଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.