Movie prime

ସାବଧାନ ଓଡ଼ିଶା ସତ ହେଲା ମାଳିକା ବଚନ ଶୀତ ଦିନରେ ସୃଷ୍ଟିହେବ ବନ୍ୟା ପୁଣି ୩ଦିନ ଘାଣ୍ଟିବ ବର୍ଷା

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ପାଣିପାଗ ସମ୍ବନ୍ଧିତ ଖବର ପାଇପାରିବେ । ଏବେ ପାଣିପାଗ ବିଭାଗର କର୍ତ୍ତୃପକ୍ଷ ଏବେ ବର୍ଷା ନେଇ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ବର୍ଷା ହେବ ବୋଲି ଏବେ ଖବର ଆସିଛି । ଅଜବ ପାଣିପାଗ ଏବେ ଓଡ଼ିଶାକୁ କରି ସାରିଲାଣି କଲବଲ ଆଉ ଚାଷୀମାନେ ଏବେ ହନ୍ତସନ୍ତ ହେଉଛନ୍ତି । ଏକାସାଙ୍ଗରେ ବର୍ଷା ହେଉଛି ଆଉ ଏହାସହ କୁହୁଡି ହେଉଛି ଏବଂ ଶୀତର ପ୍ରକୋପ ମଧ୍ୟ ବଢ଼ିଛି । ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବର୍ଷା ।
Bb
ଏବେ ଓଡ଼ିଶାବାସୀ ହୋଇ ଯାଆନ୍ତୁ ସାବଧାନ । କେଉଁ ସବୁ ଜିଲ୍ଲାକୁ ଅଧିକ ବିପଦ ରହିଛି ଏବଂ କେଉଁ ସବୁ ଜିଲ୍ଲାରେ ବର୍ଷା ହେବ ଏନେଇ ଏବେ ସୂଚନା ଦିଆଯାଇଛି । ଚାଷୀଭାଇମାନେ ଏବେ ଚିନ୍ତାରେ ଅଛନ୍ତି । ଅଜବ ପାଣିପାଗ ଏବଂ ଅଜବ ପରିବେଶ ସୃଷ୍ଟି ହୋଇଛି । ଏବେ ଓଡ଼ିଶାରେ ଅଜବ ପ୍ରକାରର ପାଣିପାଗ ଦେଖାଦେଇଛି । ଓଡ଼ିଶାରେ ଏକାସାଙ୍ଗରେ ବର୍ଷା ସହ ଥଣ୍ଡା ପାଗ ଦେଖିବାକୁ ମିଳୁଛି । ଶୀତଦିନେ ବର୍ଷା ହେଲେ ଥଣ୍ଡା କମିଯାଇଥାଏ ବୋଲି ସୂଚନା ମିଳିଥିବା ବେଳେ ଏବେ ଅଧିକ ବର୍ଷା ସାଂଗକୁ ଥଣ୍ଡା ଅଧିକ ହେଉଛି । 
Bb
ରାତ୍ରି ସମୟରେ ତାପମାତ୍ରା ୧୪ ଡିଗ୍ରୀ କି ୧୫ ଡିଗ୍ରୀ ରହୁଥିବା ବେଳେ ଦିନ ସମୟରେ ତାପମାତ୍ରା ୨୪ ଡିଗ୍ରୀ ଉପରକୁ ଉଠୁନାହିଁ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ରହିଛି । ପାରଦ ତିନି ଡିଗ୍ରୀ ପର୍ଯ୍ୟନ୍ତ ଖସି ଯାଉଛି । ଏବେ ପାଗ ପୁରା ବଦଳି ଯାଉଛି । ମଣିଷ ପ୍ରକୃତିକୁ ଯେଭଳି ନଷ୍ଟ କରୁଛି ସେଭଳି ପ୍ରକୃତି ମଧ୍ୟ ଏଭଳି ହଇରାଣ କରୁଛି । ଏକାସାଙ୍ଗରେ କୁହୁଡି ପଡ଼ିଛି, ଥଣ୍ଡା ହେଉଛି ଆଉ କୋହଲା ପାଗ ରହିଛି । ଆଉ ଏହାସହ ଝିପିଝିପି ବର୍ଷା ହେଉଛି । ପ୍ରକୃତିର ତିନୋଟି ପ୍ରଭାବ ଏବେ ଓଡ଼ିଶାକୁ ନଷ୍ଟ କରି ଦେଉଛି ।
ଓଡ଼ିଶାରେ ଏବେ ଧାନ ଚାଷ ଏବଂ ପନିପରିବା ଚାଷ ଏହି କୁହୁଡି ଏବଂ ବର୍ଷା ପାଇଁ ପ୍ରଭାବିତ ହେଉଛି । ବର୍ଷା ଯୋଗୁଁ ଧାନ କ୍ଷତି ହୋଇଛି । ଲଗାତାର ବର୍ଷା ଯୋଗୁଁ ପନିପରିବା ମଧ୍ୟ ନଷ୍ଟ ହୋଇଗଲାଣି । ଏବେ ପାଣିପାଗ ଏଭଳି ଆହୁରି ତିନିଦିନ ରହିବ ବୋଲି ସୂଚନା ମିଳିଛି । ସକାଳ ସମୟରେ ଘନ କୁହୁଡି ମଧ୍ୟ ହେଉଛି । ଆଜି ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂପୁର, କେନ୍ଦ୍ରାପଡ଼ା, ବାଲେଶ୍ଵର, ଭଦ୍ରକ, କେଉଁଝର, ମୟୂରଭଞ୍ଜ, ଢେଙ୍କାନାଳ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଏବଂ ଅନେକ ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ମିଳିଛି ।

Around The Web