ସ୍କୁଲ୍ ଦିଦିଙ୍କୁ ପ୍ରେମ କରୁଥିଲା ଶିକ୍ଷକ ପରେ ଚିପିଚିପି ମା-ରିଦେଲା ଆଉ ତାପରେ
Feb 25, 2025, 19:02 IST

ଆଜିକା ଦୁନିଆରେ ଘଟୁଥିବା ଘଟଣା ବିଷୟରେ କାହାକୁ ବା ଅଜଣା ରହିଛି । ଏହି ସମାଜରେ ଏଭଳି ସବୁ ଘଟଣା ଘଟିଯାଇଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଢେଙ୍କାନାଳ ଜିଲ୍ଲାରେ ଘଟିଥିବା ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପକଣ୍ଠ ତୁମୁସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ପଞ୍ଚସଖା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ପ୍ରଧାନଙ୍କ ମୃ-ତ୍ୟୁକୁ ନେଇ ଅନେକ ଖବର ଆସୁଛି । ତାଙ୍କ ମୃ-ତଦେହ ତାଙ୍କ ଶାଶୂଘର ସାମ୍ନାରେ ଥିବା ବନ୍ଦ କୋଠରୀ ଭିତରୁ ମିଳିଲା ।

ଏବେ ଏହି ଘଟଣାର ତଦନ୍ତ ପରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ସ୍କୁଲ ଭିତରେ ଶିକ୍ଷକଙ୍କୁ ପ୍ରେମ କରୁଥିଲେ ପ୍ରଧାନ ଶିକ୍ଷୟତ୍ରୀ । ପିଲାଙ୍କୁ ପାଠ ପଢ଼ାଉଥିଲେ ଆଉ ପ୍ରଧାନ ଶିକ୍ଷୟତ୍ରୀ କାମ ବି କରୁଥିଲେ । ଏହି ପ୍ରଧାନ ଶିକ୍ଷୟତ୍ରୀ ଜଣକର ସ୍ଵାମୀ ଦୁଇବର୍ଷ ତଳେ ମରି ଯାଇଥିଲେ ଆଉ ଏହାପରେ ସେ ଯେଉଁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଥିଲେ ସେହି ସ୍କୁଲର ଶିକ୍ଷକଙ୍କୁ ଭଲ ପାଉଥିଲେ । ଆଉ ଏହି ଶିକ୍ଷକ ଜଣଙ୍କୁ ସେ ପ୍ରେମ କରିବା କଥା ସବୁଠି ଚର୍ଚ୍ଚା ହେଉଥିଲା । ଆଉ ଏବେ ଏହି ଶିକ୍ଷୟତ୍ରୀ ଜଣକ ମରିଯିବା ପରେ ଅନେକ କିଛି କଥା ସାମ୍ନାକୁ ଆସୁଛି ।

ଏହି ଘଟଣାରେ ପୋଲିସ ତଦନ୍ତ କରି ଅନେକ ତଥ୍ୟ ସାମ୍ନାକୁ ଆଣୁଛି । ଏବେ ପ୍ରଶ୍ନ ଆସୁଛି କି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ହୋଇ କିଭଳି ସେ ସେହି ସ୍କୁଲର ଶିକ୍ଷକଙ୍କୁ ଭଲ ପାଉଥିଲେ ? ଏବେ ଏହି କଥାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ଏହି ଶିକ୍ଷକ ଜଣକ ହେଉଛନ୍ତି ସୋମନାଥ । ସୋମନାଥ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ମ୍ୟାଡାମଙ୍କୁ ବହୁତ ଭଲ ପାଉଥିଲେ । ଆଉ ସେମାନେ ଅନେକ ସ୍ଥାନକୁ ଯାଇଥିଲେ । ସେଠାରେ ସେମାନେ ମିଳାମିଶା କରୁଥିଲେ । ଏହି ଶିକ୍ଷୟତ୍ରୀ ଜଣକ ଶାଶୁଘର ସାମ୍ନାରେ ଥିବା ବନ୍ଦ କୋଠରୀକୁ ଯାଇଥିଲେ ।
ସେଠାକୁ ଶିକ୍ଷକ ସୋମନାଥ ମଧ୍ୟ ଆସିଥିଲେ । ହଠାତ୍ ଦୁହିଁଙ୍କ ଭିତରେ ଏଭଳି କଣ ହେଲା କେଜାଣି ସୋମନାଥ ପ୍ରଭାତୀ ମ୍ୟାଡାମଙ୍କୁ ମାରି ଦେଇ ଘର ଭିତରେ ପକାଇ ଦେଇ ବାହାରୁ ତାଲା ଦେଇ ପଳାଇ ଯାଇଥିଲା । ସ୍କୁଲରୁ ଆରମ୍ଭ ହୋଇଥିବା ପ୍ରେମ ଏଭଳି ରୂପ ନେଇଥିଲା । ପ୍ରେମ କରୁଥିଲେ ଆଉ ଉଭୟ ଆଗକୁ ଯାଇ ବିବାହ କରିବାକୁ ଭାବିଥିଲେ । କିନ୍ତୁ କୋଠରୀ ଭିତରେ କୌଣସି ଘଟଣାକୁ ନେଇ ଝଗଡ଼ା ହୋଇଥିଲା । ଏହି ଝଗଡ଼ା ପରେ ଶିକ୍ଷକ ସୋମନାଥ ପ୍ରଭାତୀ ମ୍ୟାଡାମଙ୍କ ଚୁନି ଟାଣି ତାଙ୍କୁ ମାରି ଦେଇଥିଲା । କିନ୍ତୁ କାହିଁକି ଏଭଳି ଶିକ୍ଷକ ସୋମନାଥ କରିଥିଲେ ତାହା ସାମ୍ନାକୁ ଆସିବା ବାକି ରହିଛି ।