Movie prime

ରାତି ରେ ଶୋଇବା ଆଗରୁ ସ୍ତ୍ରୀ ସହ କରନ୍ତୁ ଏହି 3 ଟି ଅଭଦ୍ର କାମ

 
Special report
ଆଜିକାଲି ଦୁନିଆରେ ପ୍ରାୟ ଦେଖା ଯାଇଥାଏ କି ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବହୁତ ଝଗଡ଼ା ହୋଇଥାଏ।ଯାହାଫଳରେ ସେମାନଙ୍କର ଦୈନଦିନ ଜୀବନରେ ଅନେକ ଅସୁବିଧା ଦେଇ ଗତି କରିଥାଏ।
ଯାହାର ପ୍ରଭାବରେ ସେମାନେ ନିଜ କ୍ୟାରିଅର ରେ ବୃଦ୍ଧି କରି ପାରନ୍ତି ନାହିଁ।ଆପଣମାନେ ଜାଣିଥିବେ କି ପତି ପତ୍ନୀ ଙ୍କ ମଧ୍ୟରେ ଯଦି ବୁଝାମଣା ଠିକ୍ ନଥାଏ ତାହେଲେ ସମ୍ପର୍କ ଖୁବ୍ ଶୀଘ୍ର ଭାଙ୍ଗି ଯାଇଥାଏ।କିଛି ଲୋକମାନେ ମାନସିକ ଚିନ୍ତାରେ ମଧ୍ୟ ରହିଥାନ୍ତି।
ଏଥିପାଇଁ ଏମିତି କିଛି ଉପାୟ ରହିଛି ଯାହାଦ୍ଵାରା ଆପଣଙ୍କର ବୈବାହିକ ଜୀବନରେ କେବେ ହେଲେ ଝଗଡ଼ା ହେବ ନାହିଁ।ସ୍ତ୍ରୀ ଙ୍କ ସହିତ ସମ୍ପର୍କ ଖୁବ୍ ମଜବୁତ ରହିବ।ଏବଂ ସବୁକଥା ମାନିବା ସହିତ ବିଶ୍ୱାସ ମଧ୍ୟ କରିବେ।
ସ୍ବାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ କିଛି ସମୟରେ ଝଗଡ଼ା ହେବା ଏକ ମାମୁଲି କଥା ହୋଇଥାଏ।କିନ୍ତୁ କିଛି କ୍ଷେତ୍ରରେ ଏହି ଝଗଡ଼ା ବହୁତ ଉଗ୍ର ରୂପ ନେଇଥାଏ।
ଏମିତି କି କିଛି କିଛି କଥାରେ ଛାଡ଼ପତ୍ର ମଧ୍ୟ ନେଇଥାନ୍ତି।ଏବଂ କିଛି କ୍ଷେତ୍ରରେ ବାରମ୍ବାର ଝଗଡ଼ା କରିବା ଦ୍ଵାରା ସ୍ବାମୀ ଓ ସ୍ତ୍ରୀ ଙ୍କ ମୁଣ୍ଡ ଖରାପ ହୋଇ ଯାଇଥାଏ।
ସ୍ତ୍ରୀ ଙ୍କ ସହିତ ପ୍ରଥମେ ମିଠା ଆଉ ରୋମାଣ୍ଟିକ କଥାବାର୍ତା କରିବା ଆବଶ୍ୟକ।ସ୍ବାମୀ ମାନେ କାମ କରିବା ବେଳେ ସ୍ତ୍ରୀ ଙ୍କ ସହିତ କଥା ହେବା ପାଇଁ ସମୟ ପାଇ ନଥାନ୍ତି।
ତେଣୁ ରାତିରେ ଯେତେବେଳେ କାମରୁ ଫେରିବେ ସେତେବେଳେ ସ୍ତ୍ରୀ ଙ୍କ ସହିତ କଥା ହୁଅନ୍ତୁ। ଯେମିତି କି ସେ କିପରି ଅଛନ୍ତି,ଦିନ ସାରା କଣ କରିଲେ ଏହିଭଳି ପ୍ରଶ୍ନ ପଚାରନ୍ତୁ।ଏମିତି କରିଲେ ପରସ୍ପର ଙ୍କ ଭିତରେ ଆହୁରି ପ୍ରେମ ସମ୍ପର୍କ ବଢିବ।
ସେ କେବେ ହେଲେ ଧୋକା ଦେବାପାଇଁ ଭାବିବେ ନାହିଁ।ଶୋଇବା ପୁର୍ବରୁ ନିଜ ସ୍ତ୍ରୀ ଙ୍କୁ ପ୍ରେମରେ ଆଲିଙ୍ଗନ କରନ୍ତୁ।ଏପରି କରିଲେ ପରସ୍ପର ଙ୍କ ଭିତରେ ପ୍ରେମ ବଢ଼ିଥାଏ।ସ୍ତ୍ରୀ ଙ୍କ ଯତ୍ନ ନେବା ଆବଶ୍ୟକ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.