Movie prime

ସମସ୍ତଙ୍କ ଆଗରେ ହେଇଗଲା କିଛି ଏମିତି ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ ଦେଖନ୍ତୁ ଆସିଲା ଏହି ଭୟଙ୍କର ଦୃଶ୍ୟ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
Gg
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।ତେବେ ବନ୍ଧୁଗଣ ବର୍ତମାନ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ ଜଣେ ଯୁବକଙ୍କୁ ଦୁର୍ବୃତ୍ତ ମାନେ ଗୋଡ଼ାଇ ଗୋଡ଼ାଇ ହାଣୁଛନ୍ତି କିନ୍ତୁ ଲୋକେ ମାନେ ସେଠାରେ ଠିଆ ହୋଇ ଦେଖୁଛନ୍ତି ହେଲେ କିଛି କରୁନାହାଁନ୍ତି।
Gg
ବନ୍ଧୁଗଣ ସୂଚନା ମୁତାବିକ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁଣ୍ଠାବନ୍ଧ ଛକ ନିକଟରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୃତ୍ତ ମାନେ। ଆ-କ୍ର-ମ-ଣର ଶୀକାର ହେଇଥିବା ଯୁବକ ଜଣଙ୍କ ହେଲେ ନାରାୟଣ ଜେନା। ନାରାୟଣଙ୍କୁ କିଛିଦିନ ପୂର୍ବେ ବଡ ବଜାର ଥାନା ପୋଲିସ ଏକ ଆ-କ୍ର-ମ-ଣ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତିନିଦିନ ପୂର୍ବରୁ ସେ ଜେଲରୁ ଫେରିଥିଲେ। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନାରାୟଣଙ୍କୁ ଏକାଧିକ ଯୁବକ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆ-କ୍ର-ମ-ଣ କରିଥିବା ଜଣାପଡିଛି। 
ଏହି ଆ-କ୍ର-ମ-ଣ ପଛରେ ସେହି ଅଞ୍ଚଳର ସାଗର ବିଶ୍ୱଇ ରାଜେଶ ବିଶ୍ୱଇଙ୍କ ସହ ଅନ୍ୟ ଯୁବକଙ୍କ ସଂପୃକ୍ତି ଥିବା ପୋଲିସ ତଦନ୍ତରୁ ଜଣାପଡିଛି। ଗୁରୁତର ଭାବେ ନାରାୟଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇଁ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି। ଦୁର୍ବୃତ୍ତ ମାନେ ଖଣ୍ଡାରେ ନାରାୟଣଙ୍କୁ ହାଣିବାର ଦୃଶ୍ୟ ସିସିଟିଭିରେ କଏଦ ହେଇଛି। ତେବେ ଗୁରୁତର ଅବସ୍ଥାରେ ନାରାୟଣଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.