Movie prime

ସମ୍ନାକୁ ଆସିଲା Dhoni ଙ୍କ Matric Result ଦେଖନ୍ତୁ ସେତେବେଳେ କଣ ଥିଲା ଧୋନୀ ଙ୍କ ପରିଚୟ

 
Viral
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖୁଥିବେ । ଆଉ ଆପଣମାନେ ସମସ୍ତେ କ୍ରିକେଟ ତ ଦେଖିଥିବେ । ଆଉ କ୍ରିକେଟ ଖେଳକୁ ଲୋକମାନେ ବହୁତ ଭଲପାଆନ୍ତି ।
ଆଉ ଆପଣମାନେ ତ ସମସ୍ତେ ଆମ ଇଣ୍ଡିଆର କ୍ରିକେଟ ଟିମକୁ ଜାଣିଥିବେ । ଆଉ ଭଲପାଇବା ମଧ୍ୟ ଦେଇଥିବେ । ଆଉ ଏହି ଖେଳ ଦେଖିବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ଆଉ ଆମ ଇଣ୍ଡିଆ ଟିମ୍ ସବୁଠୁ ସୁନ୍ଦର ଆଉ ଭଲ ।
ଆଉ ଆପଣମାନେ ତ କ୍ରିକେଟ ଖେଳାଳିମାନଙ୍କ ମଧ୍ୟରୁ ମହେନ୍ଦ୍ର ସିଂ ଧୋନିଙ୍କୁ ଭଲଭାବେ ଜାଣିଥିବେ । ଆଉ ସେ ଜଣେ ବହୁତ ଭଲ କ୍ରିକେଟର ଅଟନ୍ତି । ଆଉ ଧୋନିଙ୍କୁ ବିଶ୍ଵ ସାରା କିଏ ବା ନଜାଣିଛି ।
ଛୋଟ ପିଲା ଠାରୁ ବୁଢ଼ା ବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ଏହି କ୍ରିକେଟରଙ୍କୁ ଜାଣିଥିବେ । ଆଉ ତାଙ୍କୁ ସମସ୍ତେ ଲୋକ ବହୁତ ଭଲ ମଧ୍ୟ ପାଆନ୍ତି । ଆଉ ଲୋକମାନେ ତାଙ୍କ ଖେଳ ଦେଖି ପୁରା ଫିଦା ଅଛନ୍ତି । 
ଏବେ ମହେନ୍ଦ୍ର ସିଂ ଧୋନିଙ୍କୁ ୪୧ ବର୍ଷ ହୋଇଛି । ଆଉ ସେ ଲଣ୍ଡନରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ସେ ଜଣେ ସଫଳ ଅଧିନାୟକ ହୋଇଥିଲେ ମଧ୍ୟ ପାଠପଢ଼ାରେ ସେ ଏତେ ଭଲ ନଥିଲେ । ଆଉ ସେ ଝାଡ଼ଖଣ୍ଡ ରାଜ୍ୟରେ ଜନ୍ମ ଗ୍ରହଣ କରିଥିଲେ ।
ସେ ଡିଏଭି ସ୍କୁଲରେ ପାଠ ପଢୁଥିଲେ । ତାଙ୍କର କ୍ରିକେଟ ଖେଳିବା ପ୍ରାଥମିକତା ଥିଲା । ସେ ଦଶମ ଶ୍ରେଣୀରେ ୬୬ ପ୍ରତିଶତ ଏବଂ ଦ୍ଵାଦଶ ଶ୍ରେଣୀରେ ୫୬ ପ୍ରତିଶତ ନମ୍ବର ରଖିଥିଲେ । 
ବଡ କ୍ରିକେଟର ହେବା ପାଇଁ ତାଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା । ସେ ଆରମ୍ଭରୁ କ୍ରିକେଟ ପ୍ରତି ଆଗ୍ରହ ପ୍ରକାଶ କରିନଥିଲେ । ସେ ବିଦ୍ୟାଳୟ ସମୟରେ ଫୁଟବଲ ଦଳର ଗୋଲ କିପର ଥିଲେ ।
ସେ ଏହି କ୍ଷେତ୍ରରେ ଆଗକୁ ବଢ଼ିବାକୁ ଚାହିଁଥିଲେ । ସେ ଷଷ୍ଠ ଶ୍ରେଣୀରେ ଆଗ୍ରହ ନଥିଲେ ସାରଙ୍କ କଥାରେ କ୍ରିକେଟ ଖେଳିଲେ । ସେ ସେବେଠାରୁ ଧୀରେ ଧୀରେ ନାଁ କରିଲେ । ଆଉ ପଇସା ଇନକମ୍ କରିଲେ ।