Movie prime

Ms Dhoni ଙ୍କ ବଡ ଖୁଲାସା ଏହି ଖେଳାଳି ଙ୍କ ଠାରୁ ଶିଖିଥିଲେ କ୍ରିକେଟ ଦେଖନ୍ତୁ କିଏ ଏହି ଖେଳାଳି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମହେନ୍ଦ୍ର ସିଂହ ଧୋନି ଙ୍କ ଉପରେ ଆସିଲା ଏକ ଅନେକ ବଡ଼ ଖୁଲାସା। କିଏ ଥିଲେ ମହେନ୍ଦ୍ର ସିଂହ ଧୋନି ଙ୍କ ଆଇଡଲ୍? ,
କାହାକୁ ଦେଖି ମହେନ୍ଦ୍ର ସିଂହ ଧୋନି କ୍ରିକେଟ ଖେଳ ଶିଖି ଥିଲେ? ଆଜି ଆମେ ମହେନ୍ଦ୍ର ସିଂହ ଧୋନି ଙ୍କ ଆଇଡଲ୍ ସମ୍ପର୍କ ରେ କହିବାକୁ ଯାଉଛୁ। ମହେନ୍ଦ୍ର ସିଂହ ଧୋନି ଏଭଳି ଏକ ଖେଳାଳୀ ଯିଏକି T20 ହେଉ କି, ୱାନ୍ ଡେ ହଉ କି ଟେଷ୍ଟ ମ୍ୟାଚ୍ ହେଉ ,
ସବୁଥିରେ ସେ ନିଜର ଧୂଆଁଧାର ବ୍ୟାଟିଂ ଦ୍ୱାରା ସମସ୍ତ ଫ୍ୟାନ ମାନଙ୍କ ମନକୁ ଜିଣିଛନ୍ତି। ସାରା ଭାରତରେ ମହେନ୍ଦ୍ର ସିଂହ ଧୋନି ଙ୍କ ଲକ୍ଷାଧିକ ଫ୍ୟାନ ଅଛନ୍ତି।
ଯେଉଁମାନେ କି ତାଙ୍କ ପାଇଁ ନିଜ ଜୀବନ ମଧ୍ଯ ଦେଇ ଦେବାକୁ ପ୍ରସ୍ତୁତ ଅଟନ୍ତି। ମହେନ୍ଦ୍ର ସିଂହ ଧୋନି ଙ୍କ ଫ୍ୟାନ ମାନେ ଏହା କୁହନ୍ତି କି ମହେନ୍ଦ୍ର ସିଂହ ଧୋନି captain cool ନାମରେ ବେଶ ଭଲ ଭାବରେ ପରିଚିତ ଅଟନ୍ତି।
ମହେନ୍ଦ୍ର ସିଂହ ଧୋନି ଙ୍କୁ ସଚିନ ତେନ୍ଦୁଲକର ହିଁ ପ୍ରେରଣା ଦେଇଥିଲେ ଏବଂ ସେ ହିଁ ଥିଲେ ମହେନ୍ଦ୍ର ସିଂହ ଧୋନି ଙ୍କ ପିଲା ଦିନର ଆଇଡଲ୍। ସେ ମଧ୍ଯ ପିଲା ଦିନରୁ ହିଁ
 ସଚିନ ତେନ୍ଦୁଲକର ଙ୍କୁ ଦେଖି ନିଜେ କ୍ରିକେଟ୍ ଖେଳିବା ଆରମ୍ଭ କରି ଦେଇଥିଲେ। ଏହା ଚେନ୍ନାଇ ସୂପରକିଙ୍ଗ ର ଟୁଇଟର ଆକାଉଣ୍ଟ ରୁ ଖୁଲାସା ହୋଇଛି। ଖୁଲାସା ଏହା ହୋଇଛି କି ମହେନ୍ଦ୍ର ସିଂହ ଧୋନି ଙ୍କ,
ଆଇଡଲ୍ ଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଏହା ଜାଣିବା ପରେ ମହେନ୍ଦ୍ର ସିଂହ ଧୋନି ଙ୍କ ଫ୍ୟାନ ମାନେ ବେଶ ଖୁସୀ ମଧ୍ଯ ହୋଇ ଯାଇଛନ୍ତି।
ସେମାନେ ଏହି କଥାକୁ ଶୁଣି ଖୁବ୍ ଆଶ୍ଚର୍ଯ୍ୟ ମଧ୍ଯ ହୋଇ ଯାଇଛନ୍ତି। ତେବେ ଆଜିର ସମୟରେ ଧ୍ଵନି ପ୍ରତ୍ୟେକ ଲୋକ ମାନଙ୍କ ହୃଦୟରେ ରାଜ୍ କରୁଛନ୍ତି। ତାଙ୍କୁ ଅନେକ ଲୋକ ମାନେ ମଧ୍ୟ ନିଜର ଗୁରୁ ଭାବରେ ସ୍ୱୀକାର କରିଛନ୍ତି।