Movie prime

ଖେଳ ପରେ ପରେ ବିରାଟ ଙ୍କୁ ଆସିଲା ଧୋନି ଙ୍କ ମେସେଜ ଦେଖନ୍ତୁ କଣ କହିଲେ ଧୋନି

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆରେ ସବୁ ପ୍ରକାରର ଘଟଣା ଦେଖିଥିବେ । ଆଉ ଏମିତି ଅନେକ ଘଟଣା ଆଜିକା ଦୁନିଆରେ ଘଟିଥାଏ ।ଆଉ ଏବେ କିଛି ଖବର ଆସୁଛି କ୍ରିକେଟ ଜଗତକୁ ନେଇ । ଆଉ ଆପଣମାନେ ତ କ୍ରିକେଟ ଖେଳ ଦେଖିଥିବେ ।ଆଉ ଅନେକ ଲୋକ କ୍ରିକେଟ ଖେଳକୁ ବହୁତ ଭଲ ମଧ୍ୟ ପାଆନ୍ତି ।
ଆଉ ଆମ ଭାରତର କ୍ରିକେଟରମାନଙ୍କୁ କିଏ ବା ନ ଜାଣିଛି । ଆଉ ଭାରତର କ୍ରିକେଟରମାନଙ୍କୁ ସବୁ ଦେଶର ଲୋକମାନେ ବହୁତ୍ ପସନ୍ଦ ମଧ୍ୟ କରନ୍ତି। ଆଉ ତାଙ୍କ ଖେଳ ବହୁତ ଭଲ ହୋଇଥାଏ ।ଆଉ ସେମାନେ ସବୁବେଳେ ଭାବିଚିନ୍ତି ଖେଳିଥାନ୍ତି । ଆଉ କେତେବେଳେ ଭାଗ୍ୟ ସାଥ ନଦେଲେ କିଛି ଅସୁବିଧା ହୋଇଯାଇଥାଏ।
ଆଉ ଏମିତି ଏକ ଖବର ଆସିଛି ଭାରତର ମହାନ୍ କ୍ରିକେଟର ବିରାଟ କୋହଲିଙ୍କୁ ନେଇ । ଆଉ ଏହି ଖେଳାଳି ଜଣକ ବହୁତ ଭଲ ଖେଳନ୍ତି । ଆଉ ସେ ଜଣେ ବହୁତ ଭଲ ଖେଳାଳି ହେବା ସହ ଜଣେ ବହୁତ ଭଲ ବ୍ୟକ୍ତି ମଧ୍ୟ । ଆଉ ନିକଟରେ ସେ କ୍ୟାପଟେନ ହୋଇଥିଲେ । ଆଉ ସେ କ୍ୟାପଟେନ ରହିବା ପରେ ଟିକେ ଭଲରେ ଖେଳି ନଥିଲେ । ଆଉ ଯେଉଁ କାରଣରୁ ଦର୍ଶକମାନେ ତାଙ୍କ ଉପରେ ରାଗି ଯାଇଥିଲେ ।
ଆଉ କ୍ରିକେଟ ପ୍ରେମୀମାନେ ତାଙ୍କୁ ଟିକେ ଖରାପ ଭାବିଥିଲେ ।ଆଉ ତାପରେ ସେ କ୍ୟାପଟେନ ପଦ ଛାଡ଼ି ଦେଇଥିଲେ । ଆଉ ସେତେବେଳେ ତାଙ୍କ ପାଖକୁ ଫୋନ କରି ମହାନ୍ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ କଥା ହୋଇଥିଲେ । ଆଉ ତାଙ୍କୁ ବୁଝାଇଥିଲେ । ଅର୍ଥାତ୍ ତାଙ୍କ ଦୁଃଖ ବେଳେ ତାଙ୍କ ସହିତ ଥିଲେ । 
ଆଉ ଅନେକ ଲୋକଙ୍କ ପାଖରେ ତାଙ୍କ ନମ୍ୱର୍ ଅଛି କିନ୍ତୁ କେହି କଲ୍ କରିନଥିଲେ । ଆଉ ଏହି କଥା କ୍ରିକେଟର ବିରାଟ କୋହଲି ଗଣମାଧ୍ୟମ ଆଗରେ କହିଛନ୍ତି । ଆଉ ଧୋନୀ ସତରେ ଜଣେ ବହୁତ ଭଲ ମଣିଷ ବୋଲି ଏହି କଥାରୁ ପ୍ରମାଣିତ ହେଉଛି ।