Movie prime

ବୃନ୍ଦାବନରେ ପହଞ୍ଚିଲେ ଆପଣଙ୍କ ଲୋକପ୍ରିୟ ଯୋଡ଼ି Viruska ଦେଖନ୍ତୁ Exclusive

 
Sports
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଓଲିଉଡ ,
ବଲିଉଡ ଏବଂ ଅନେକ ପ୍ରକାରର ଦୁନିଆର ଅନେକ କଥା ଆପଣମାନେ ଏହି ସୋସିଆଲ ମିଡ଼ିଆରେ ଦେଖିଥିବେ । ଲୋକମାନେ ଏହି ସୋସିଆଲ ମିଡ଼ିଆରେ କ୍ରିକେଟ ଦୁନିଆକୁ ନେଇ ଅନେକ କଥା ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ କ୍ରିକେଟ ଖେଳ ତ ଦେଖିଥିବେ । କ୍ରିକେଟ ଖେଳ ଅନେକ ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ ।
ଆପଣମାନେ ସମସ୍ତେ ତ ଭାରତୀୟ କ୍ରିକେଟରମାନଙ୍କୁ ଜାଣିଥିବେ । ଏହି କ୍ରିକେଟରମାନେ ଖେଳ ଖେଳି ଆମ ଭାରତକୁ ଜିତାଇଥାନ୍ତି । ଆପଣମାନେ ସମସ୍ତେ ତ କ୍ରିକେଟର ବିରାଟ କୋହଲିଙ୍କୁ ଜାଣିଥିବେ ।
ଏହି କ୍ରିକେଟର ଜଣକ ବହୁତ ସୁନ୍ଦର ଖେଳ ଖେଳିଥାଆନ୍ତି । ବିରାଟ କୋହଲି ହେଉଛନ୍ତି ଜଣେ ବହୁତ ଭଲ ଖେଳାଳୀ ।
ଏହି ଖେଳାଳୀ ଜଣକ ବଲିଉଡ ଜଗତର ମହାନ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି ।
ଏହି ଦୁଇଜଣ ସେଲିବ୍ରେଟି ଏବେ ବହୁତ ଖୁସିରେ ଅଛନ୍ତି । ଏହି ଦମ୍ପତ୍ତିଙ୍କର ଏକ କନ୍ୟା ସନ୍ତାନ ହୋଇଛି । ଏବେ ଏହି ଦମ୍ପତ୍ତି ଆଉ ତାଙ୍କ ଝିଅଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି ।
ଏହି ଦମ୍ପତ୍ତି ଏବଂ ତାଙ୍କ ଛୋଟ ଝିଅ ଯାଇ ଏବେ ବୃନ୍ଦାବନ ଆଶ୍ରମରେ ପହଞ୍ଚିଛନ୍ତି । ଏହି ଦମ୍ପତ୍ତି ବୃନ୍ଦାବନର ବାବା ନିମ କରୋଲି ଆଶ୍ରମରେ ପହଞ୍ଚିଛନ୍ତି ।
ଆଉ ସେଠାରେ ସେ ସାଧୁ ସନ୍ଥ ମାନଙ୍କ ମେଳରେ ବସି ପ୍ରାର୍ଥନା କରୁଥିବାର ନଜର ଆସିଛନ୍ତି । ଏହି ଦମ୍ପତ୍ତିଙ୍କୁ ସେଠାରେ ଦେଖିବାକୁ ମିଳିଛି ।
ସେ ବାବାଙ୍କ ସମାଧି ଦର୍ଶନ କରିଛନ୍ତି । ସେମାନେ ପ୍ରାର୍ଥନା କରୁଛନ୍ତି । ସମସ୍ତଙ୍କ ସହ ମିଶି ଏକାଠି ପ୍ରାର୍ଥନା କରୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଆଉ ଏହାସହ ସେ ଫ୍ୟାନ୍ସମାନଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି । ଏହିସବୁ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଦେଖି ଅନେକ ପ୍ରଶଂସକ ଖୁସି ଅଛନ୍ତି ।
ଏହି ପ୍ରାର୍ଥନା ବେଳର ଫଟୋ ଏବେ ଲୋକମାନଙ୍କୁ ବହୁତ ପସନ୍ଦ ଆସିଛି । ଏହି ଫଟୋକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।