Movie prime

ଅଧା ରହିଗଲା ଗିଲଙ୍କ ଖେଳ ଦେଖନ୍ତୁ କାନ୍ଦିଲେ ସାରା ତେନ୍ଦୁଲକର ଦେଖନ୍ତୁ ସିଧା ସଳଖ ଏହି ଦୃଶ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ କ୍ରିକେଟ ଦୁନିଆକୁ ନେଇ ଆସୁଥିବା ସବୁ ଖବର ଜାଣି ପାରୁଥିବେ । ଏବେ କ୍ରିକେଟ ଜଗତର ସବୁ ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ବିଶ୍ୱକପ୍ କ୍ରିକେଟ ଖେଳ ବିଷୟରେ ଜାଣିପାରିବେ । ଏବେ ବିଶ୍ୱକପ୍ କ୍ରିକେଟ ଖେଳ ଚାଲୁଛି । ଆଉ ଗତକାଲି ସେମି ଫାଇନାଲ ମ୍ୟାଚ ଥିଲା । ଭାରତ ଏବଂ ନ୍ୟୁଜଲ୍ୟାଣ୍ଡ ଦଳ ମଧ୍ୟରେ ଖେଳ ଚାଲିଥିଲା । ଆଉ ଆଜି ଆଜି ପୁଣି ସେମି ଫାଇନାଲ ମ୍ୟାଚ ହେବ ।
ଆଜି ସେମି ଫାଇନାଲ ମ୍ୟାଚ ସାଉଥ୍ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବ । ଏବେ ଗତକାଲିର ମ୍ୟାଚକୁ ନେଇ କିଛି ଖବର ଆସିଛି । କାଲି ଖେଳରେ ଶୁଭମନ ଗିଲ ଭଲ ପ୍ରଦର୍ଶନ କରିଥିଲେ । ଆଉ ତାଙ୍କର ଖେଳ ଅଧାରେ ରହିଗଲା ।
Special report
ଆଉ ଏହାକୁ ଦେଖି ସାରା କାନ୍ଦିଥିଲେ । ସାରାଙ୍କ ଆଗରେ ଗିଲ ଶତକ କରିପାରିଲେ ନାହିଁ । ଶୁଭମନ ଗିଲଙ୍କ ଖେଳ ଦେଖି ତାଳି ମାରିଥିଲେ ସାରା କିନ୍ତୁ ହଠାତ୍ ସେ କାନ୍ଦିବାକୁ ଲାଗିଲେ । ଗିଲ ଅଧା ଖେଳ ଖେଳିଲେ ।
ଗିଲ ଅଧା ଖେଳରୁ ପଡ଼ିଆରୁ ବାହାରି ଆସିଲେ । ତାଙ୍କ ପ୍ରେମିକାଙ୍କ ଆଗରେ ସେ ଶତକ କରିପାରିଲେ ନାହିଁ । ଆଉ ଏହି ଦୃଶ୍ୟ ଦେଖି କାନ୍ଦିଲେ ସାରା ତେନ୍ଦୁଲକର । ଯାହା ସିସିଟିଭିରେ କଏଦ ହୋଇଛି । ଗିଲ ଧୁମକଦାର୍ ମାଡ ମାରିଥିଲେ ।
Special report
ଆଉ ତାଙ୍କ ଖେଳ ଦେଖି ସମସ୍ତେ ଖୁସି ଥିଲେ ଏବଂ ସାରା ବହୁତ ଖୁସି ଥିଲେ । ସେ କାହାରି ବଲକୁ ଛାଡି ନଥିଲେ । ଭାରତ ଆଉ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଚାଲିଥିଲା ନକ୍ ଆଉଟ୍ ମ୍ୟାଚ୍ । ପ୍ରଥମ ସେମି ଫାଇନାଲ ମ୍ୟାଚ ଖେଳୁଥିଲେ ଏହି ଦୁଇ ଦଳ । 
Special report
ଭାରତ ପ୍ରଥମେ ବ୍ୟାଟିଂ କରୁଥିଲେ । ଆଉ ସେମାନେ ଭଲ ରନ ବି କରୁଥିଲେ । ଗିଲ ରନ କରିବା ସମୟରେ ତାଙ୍କ ଗୋଡ଼ରେ କ୍ରାମ୍ପସ ଆସି ଯାଇଥିଲା । ଆଉ ସେ ଶତକ କରିପାରିନଥିଲେ । ଶୁଭମନ ଗିଲ ୬୫ ବଲରେ ୭୯ ରନ କରିଥିଲେ ।
ସେ ଶତକ କରିବା ପୂର୍ବରୁ ଏଭଳି ହୋଇ ଯାଇଥିଲା । ଶୁଭମନ ଗିଲଙ୍କ ଗୋଡ଼ ଭଲ ନଥିବାରୁ ସେ ଆଉ ଖେଳି ପାରିନଥିଲେ ଯାହାଦ୍ଵାରା ସେ ଶତକ କରିପାରିଲେ ନାହିଁ । ଆଉ ଏହି କାରଣରୁ ତାଙ୍କ ପ୍ରେମିକା ସାରା ତେନ୍ଦୁଲକର କାନ୍ଦି ପକାଇଥିଲେ ।