Movie prime

ଭାରତ ର ଫାଇନାଲ ରେ ପରାଜୟ ପରେ ଅଧିନାୟକ ପଦ ରୁ ଇସ୍ତଫା ଦେଲେ ରୋହିତ, କୋହଲି ବି କହିଲେ ଏଇଟା ମୋର ଶେଷ ଫାଇନାଲ..

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ରେ ଆଜି ବିଶ୍ଵକପ ଫାଇନାଲ ମ୍ୟାଚ ଖେଳା ଯାଇଥିଲା।ଏଥିରେ ଭାରତୀୟ ଦଳ ସେଭଳି କିଛି ଭଲ ପ୍ରଦର୍ଶନ କରି ପାରି ନାହିଁ।ଅଷ୍ଟ୍ରେଲିଆ ଠାରୁ ଭାରତ ଏକ ଲଜ୍ଜା ଜନକ ପରାଜୟ ହାସଲ କରିଛି।
Special Report
ପ୍ରତ୍ୟେକ ଭାରତୀୟ ଙ୍କ ମନ ରେ ଯେଉଁ ଆଶା ଥିଲା ତାହାକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଛି ଭାରତୀୟ ଦଳ।ଆଜି ପ୍ରତ୍ୟେକ ଭାରତୀୟ ଙ୍କ ଆଖିରେ ଲୁହ ଭରି ରହିଛି।ଏହି ମ୍ୟାଚ୍ ରେ ଭାରତୀୟ ଦଳ ୨୪୦ ରନ କରି ପରାଜୟ ହାସଲ କରିଛି।
ସୂଚନା ଅନୁସାରେ ମ୍ୟାଚ୍ ହାରିବା ପରେ ପଡିଆ ମଧ୍ୟରେ କାନ୍ଦି ପକାଇଥିଲେ ରୋହିତ ଶର୍ମା ଓ ବିରାଟ କୋହଲି।ଉଭୟ ଙ୍କ ପାଇଁ ଏହା ଶେଷ ବିଶ୍ୱକପ୍ ମ୍ୟାଚ୍ ହୋଇ ଥାଇ ପାରେ ବୋଲି କୁହା ଯାଇଛି।ଏହା ପରେ ସେମାନେ ଆଉ ବିଶ୍ୱକପ୍ ମ୍ୟାଚ୍ ଖେଳି ପାରନ୍ତି କି ନ ପାରନ୍ତି।
Special Report
ଅଷ୍ଟ୍ରେଲିଆ ଠାରୁ ଫାଇନାଲ ମ୍ୟାଚ ହାରିବା ପରେ ପଡିଆ ମଧ୍ୟରେ ଭୋ ଭୋ କରି କାନ୍ଦି ଉଠି ଥିଲେ ଭାରତୀୟ ଦଳ ର ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି।ଏହି ବର୍ଷ ସେମାନେ ବିଶ୍ୱକପ୍ ର ପ୍ରତ୍ୟେକ ମ୍ୟାଚ୍ ରେ ସେମାନେ ଜିତି ଯାଇଥିଲେ।
ସବୁ ଆଶା ଯେପରି ସମ୍ପୂର୍ଣ୍ଣ ରୂପେ ଧୋଇ ହୋଇ ଗଲା।୨୦୧୯ ମସିହା ରେ ମ୍ୟାଚ୍ ହାରିବା ପରେ ସେମାନେ ବହୁତ କାନ୍ଦି ଥିଲେ।ଏ ବର୍ଷ ମଧ୍ୟ ସେମାନେ ପୁଣି ଥରେ କାନ୍ଦିଲେ।୨୦୨୩ ବିଶ୍ୱକପ୍ ରେ ପ୍ରତ୍ୟେକ ମ୍ୟାଚ୍ ରେ ସେମାନେ ଜିତି ଯାଇଥିଲେ।
ହେଲେ ଫାଇନାଲ ରେ ଅଷ୍ଟ୍ରେଲିଆ ଦଳ ଠାରୁ ସେମାନେ ପରାଜୟ ବରଣ କରିଛନ୍ତି।ପୁଣି ଥରେ ଅପେକ୍ଷା କରିବାକୁ ପଡ଼ିବ ଚାରି ବର୍ଷ କୁ।ସମସ୍ତ ଙ୍କ ର ଆଶା ଯେପରି ଧୂଳିସାତ ହୋଇ ଯାଇଥିଲା।
ଏହି ମ୍ୟାଚ୍ ପରେ ପଡିଆ ରେ ପ୍ରତ୍ୟେକ ଭାରତୀୟ କାନ୍ଦିବାକୁ ଲାଗିଥିଲେ।କେତେ ଆଶା ଓ ସ୍ବପ୍ନ ନେଇ ପ୍ରତ୍ୟେକ ଖେଳାଳି ପଡିଆ ରେ ପ୍ରବେଶ କରିଥିଲେ।ହେଲେ ସବୁ ଆଶା ଯେପରି ପାଣି ଫୋଟକା ପରି ମିଳାଇ ଯାଇଥିଲା।