Movie prime

ହେ ଭଗବାନ ! ସକାଳୁ ସକାଳୁ ଖେଳ ଜଗତ ରୁ ଆସିଗଲା ବହୁତ୍ ବଡ ଦୁଃଖ ଖବର, ରୁଟି ଚିକେନ ଖାଉ ଖାଉ ଚାଲିଗଲା ଜୀବନ

 
Special report
ନମସ୍କାର ପାଠକ ବନ୍ଧୁ।ଛୋଟ ଛୁଆ ଙ୍କ ଠାରୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ଖେଳ ଦେଖିବାକୁ ପସନ୍ଦ କରନ୍ତି।କ୍ରିକେଟ ହେଉଛି ଭାରତ ର ପ୍ରଥମ ଖେଳ ଯାହାକୁ କି ଏତେ ସଂଖ୍ୟାରେ ରେ ଲୋକ ମାନେ ପସନ୍ଦ କରନ୍ତି।
ଭାରତୀୟ ଦଳ ନିଜ ଯୋଗ୍ୟତା ବଳ ରେ ଆଜି ସାରା ବିଶ୍ବ ରେ ପରିଚିତ।ବିଶ୍ଵ ରେ ଅନେକ ଲୋକ ଭାରତୀୟ କ୍ରିକେଟ ଖେଳାଳି ଙ୍କ ପ୍ରଶଂସକ ଅଚନ୍ତି।ବର୍ତ୍ତମାନ ସମୟ ରେ ଭାରତୀୟ ଖେଳାଳି ଙ୍କୁ କିଏ ବା ନ ଜାଣେ।ସମସ୍ତେ ଏହି ଖେଳାଳି ମାନଙ୍କୁ ଖୁବ୍ ପସନ୍ଦ କରନ୍ତି।
Special report
ଭାରତୀୟ ଖେଳାଳି ମାନେ ସବୁବେଳେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ରେ ରହି ଥାଆନ୍ତି।ନିଜ ବ୍ୟକ୍ତି ଗତ ଜୀବନ କୁ ସେମାନେ ଖୁବ୍ ଭାଇରାଲ ହୋଇ ଥାନ୍ତି।ନିଜ କଠିନ ପରିଶ୍ରମ ବଳ ରେ ଆଜି ସେ ସଫଳତା ର ଶୀର୍ଷ ରେ ପହଞ୍ଚି ସାରିଛନ୍ତି।
ଆଜି ସେମାନଙ୍କୁ କିଏ ବା ନ ଜାଣେ।ଆଜି ଆମେ ଆପଣ ମାନଙ୍କୁ ଭାରତୀୟ ଦଳ ବିଷୟ ରେ ଏକ ଦୁଃଖଦ ଖବର ଦେବାକୁ ଯାଉଛୁ।ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ।ଭାରତୀୟ ଦଳ ର ଜଣେ ପ୍ରସିଦ୍ଧ ଖେଳାଳି ଆଜି ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି।
ତାଙ୍କ ମୃ-ତ୍ୟୁ ରେ ସାରା କ୍ରିକେଟ ଜଗତ ସ୍ତବ୍ଧ ହୋଇ ଯାଇଛି।ସେହି ବିଶିଷ୍ଟ କ୍ରିକେଟ ଖେଳାଳି ଜଣକ ହେଉଛନ୍ତି ବିଶନ୍ ସିଂ ବେଦୀ।ସେ ଆଜି ଏ ଦୁନିଆ ରେ ନାହାନ୍ତି।ଦିନ ଥିଲା ଯେତେବେଳେ ସେ ତାଙ୍କ ଖେଳ ମାଧ୍ୟମ ରେ ସାରା ଦେଶ ରେ ପରିଚିତ ଥିଲେ।
Special report
କ୍ରିକେଟ ରୁ ଅବସର ନେଇ ସେ ଘରେ ରହୁଥିଲେ।ତାଙ୍କ ମୃ-ତ୍ୟୁ ରେ ସାରା କ୍ରିକେଟ ଜଗତ ସ୍ତବ୍ଧ ହୋଇ ଯାଇଛନ୍ତି।କପିଲ ଦେବ୍,ସୁନିଲ ଗାଭାସ୍କର ଭଳି ଅନେକ ଖେଳାଳି ତାଙ୍କ ଶେଷ କୃତ୍ୟ ସଂପନ୍ନ କରିବା କୁ ଯାଇ ଥିଲେ।
ସେଠାରେ ତାଙ୍କ ମର ଶରୀର ପାଖରେ ବସି କାନ୍ଦୁ ଥିବାର ନଜର ଆସି ଥିଲେ। ବିଶନ ଅନେକ ଦିନ ରୁ ରୋଗ ଗ୍ରସ୍ତ ଥିଲେ।ସେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଥିଲେ।ଗତ କାଲି ତାଙ୍କ ଦେହ ବେଶୀ ଖରାପ ହୋଇ ଯାଇଥିଲା।ଏହା ପରେ ଡାକ୍ତର ମାନେ ତାଙ୍କୁ ମୃ-ତ ଘୋଷିତ କଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.