Movie prime

ଭାରତ କୁ ନିଜ କବଜା କୁ ନେବାକୁ ଚେଷ୍ଟା କଲାଣି ଅଷ୍ଟ୍ରେଲିଆ, ହାରିବା ଦ୍ଵାରା ଦେଶ ରେ ଏବେ ଭାରତୀୟ ଟିମ୍

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଖେଳକୁ ନେଇ ମଧ୍ୟ ଅନେକ ଖବର ଆସିଥାଏ ।
ଆପଣମାନେ ସମସ୍ତେ ତ କ୍ରିକେଟ ଖେଳ , ହକି ଖେଳ, ଫୁଟବଲ ଖେଳ ଏବଂ ଅନ୍ୟାନ୍ୟ ସବୁ ପ୍ରକାରର ଖେଳ ଖବର ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ । ଆଉ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହାଦ୍ଵାରା ଆମେ କ୍ରିକେଟ ଖେଳକୁ ନେଇ କିଛି ଖବର ଜାଣିପାରିବା ।
ଆପଣମାନେ ସମସ୍ତେ ଏବେ ଚାଲିଥିବା ମ୍ୟାଚ୍ ବିଷୟରେ ତ ଶୁଣିଥିବେ । ଅଷ୍ଟ୍ରେଲିଆ ଆଉ ଭାରତ ଭିତରେ ଏବେ ଚତୁର୍ଥ ଟେଷ୍ଟ ମ୍ୟାଚ ଚାଲୁଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ଭାରତ ଆଉ ଅଷ୍ଟ୍ରେଲିଆ ଭିତରେ
Special Report
ଚାଲିଥିବା ଟେଷ୍ଟ ମ୍ୟାଚ୍ ବିଷୟରେ କିଛି ଏଭଳି କଥା ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଦିଲ୍ଲୀ ସହ ଭାରତ ତୃତୀୟ ଟେଷ୍ଟ ଖେଳିବା ପରେ ହୋଟେଲ ଅଭିମୁଖେ ଯାତ୍ରା କରିଥିଲେ । 
ଅଷ୍ଟ୍ରେଲିଆ ଆଉ ଭାରତ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ ଟିମ୍ ଇଣ୍ଡିଆ ଜିତିଥିଲା । ଟିମ୍ ଭାରତ ଏହି ଅନ୍ଦାଜରେ ଜିତିଥିଲା । ଯଦି ଟିମ୍ ଜିରୋ ରୁ ଅଧିକ ଥାଏ ତାହେଲେ ଆଶା ବଢ଼ି ଯାଇଥାଏ । ଇନ୍ଦୋର ଠାରେ ଅଷ୍ଟ୍ରେଲିଆ ଆଉ ଟିମ୍ ଭାରତ ମଧ୍ୟରେ ପୁଣି ଥରେ ମ୍ୟାଚ୍ ଖେଳାଗଲା ।
ଆଉ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ଲାନ୍ କରି ଭାରତ ଠାରୁ ସେୟା କରିଲା ଯାହା ସେ ଚାହୁଁଥିଲା । ତାପରେ ଚତୁର୍ଥ ଟେଷ୍ଟରେ ଟିମ୍ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଲା । ଆଉ ୪୮୦ ରନ୍ କରିଲା ।
ସେହି ମ୍ୟାଚରେ ଭାରତୀୟ ଖେଳାଳୀ ଅଶ୍ଵିନୀ ୬ ୱିକେଟ ନେଇଥିଲେ । ମ୍ୟାଚରେ ପଛରେ ରହିଯାଇଛି ଟିମ୍ ଭାରତ । ଟିମ୍ ଭାରତକୁ ଏହି ଖେଳ ଜିତିବାରେ ବହୁତ କଷ୍ଟ ଲାଗିବ । କାରଣ ତାହାର ଖେଳ ପ୍ରଦର୍ଶନ ସେମିତି ଥିଲା । ଅଷ୍ଟ୍ରେଲିଆ ବହୁତ ଭଲ ଖେଳିଛି ପ୍ରଥମ ଦୁଇଦିନରେ ।
ଭାରତ ଦ୍ୱିତୀୟ ଦିନ ଟେଷ୍ଟ ମ୍ୟାଚରେ ମଧ୍ୟ ପଛକୁ ରହିଗଲା । ଭାରତର ଖେଳ ପ୍ରଦର୍ଶନ ଠିକ୍ ନଥିଲା ସେଥିପାଇଁ ଭାରତକୁ କମ୍ ରନ୍ ମିଳିଲା । ଭାରତ ୮ଟି ଟେଷ୍ଟ ମ୍ୟାଚ ଖେଳିଛି । ଆଉ ଚାରୋଟି ଜିତିଛି । ଅଷ୍ଟ୍ରେଲିଆ ଟିମ୍ ଭାରତ ଟିମର ଖେଳ ବିଷୟରେ ଜାଣିଛି ଆଉ ସେହି ଅନୁସାରେ ସେ ଖେଳୁଛି ।