Movie prime

ଅଷ୍ଟ୍ରେଲିଆ ର ମାଡ ରେ କାନ୍ଦି ପକେଇଲା ଭାରତ ! ବଦନାମ ହୋଇ ଶେଷ ରେ ହାରିଲା ମ୍ୟାଚ୍

 
Special report
ଅଷ୍ଟ୍ରେଲିଆ ର ମାଡ଼ ଦେଖି ଭାରତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ବୋଲର ମାନଙ୍କର ବୋଲିଙ୍ଗ କାମ କରିଲା ନାହିଁ।ବିସ୍ପୋରକ ବୋଲିଙ୍ଗ ଅଷ୍ଟ୍ରେଲିଆ ଙ୍କ ଆଗରେ ଆଜି ଫିକା ପଡ଼ି ଯାଇଛି।ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ଶିରିଜ ଚାଲିଛି।
ଯେଉଁଥି ରେ ପ୍ରଥମ ମ୍ୟାଚ୍ ରେ ଭାରତ ବହୁ କଷ୍ଟରେ ବିଜୟ ଲାଭ କରିଥିବା ବେଳେ ଦ୍ୱିତୀୟ ଦିନିକିଆ ଶିରିଜ ରେ ଭାରତ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଛନ୍ତି।
ଅଷ୍ଟ୍ରେଲିଆ ଦଳ ଭାରତ ଙ୍କୁ ପରାସ୍ତ କରି ଦେଇଛନ୍ତି।୧୦ ୱିକେଟ ଫେ ରେ ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ରେ ବାଜି ମାରି ନେଇଛି।ସବୁ ବଡ଼ ବଡ଼ ଖେଳାଳି ଅଷ୍ଟ୍ରେଲିଆ ଙ୍କ ଆଗରେ ବିଫଳ ହୋଇ ଯାଇଥିଲେ।ବ୍ୟାଟିଂ କିମ୍ବା
ବୋଲିଙ୍ଗ କିଛି କାମ କରି ନଥିଲା।ମାତ୍ର ୧୧ ଓଭର ରେ ଭାରତକୁ ପରାସ୍ତ କରି ଦେଇଛନ୍ତି ଅଷ୍ଟ୍ରେଲିଆ ଦଳ।ଭାରତ ପ୍ରଥମେ ବ୍ୟାଟିଂ କରି ୨୬ ଓଭର ରେ ମାତ୍ର ୧୧୭ ରନ କରି ଅଲ୍ ଆଉଟ୍ ହୋଇଥିଲେ।
ଏହାର ଜବାବରେ ଅଷ୍ଟ୍ରେଲିଆ ମାତ୍ର ୧୧ ଓଭର ରେ ୧୨୧ ରନ କରି ମ୍ୟାଚ୍ କୁ ନିଜ ନାମରେ କରି ଦେଇଛନ୍ତି।ଅଷ୍ଟ୍ରେଲିଆ ଭାରତ କୁ ତୃତୀୟ ଦିନିକିଆ ମ୍ୟାଚ ରେ ଡୋମିନେଟ କରି ରଖିଥିଲେ।
ପ୍ରଥମେ ବ୍ୟାଟିଂ ସମୟରେ ଡୋମିନେଟ କରିଥିଲେ ଏହାପରେ ଯେତେବେଳେ ଭାରତ ବୋଲିଙ୍ଗ କରିଥିଲେ ସେତେବେଳେ ମଧ୍ୟ ଅଷ୍ଟ୍ରେଲିଆ ଡୋମିନେଟ କରିଥିଲେ।
ତେବେ ବିଶାଖାପାଟଣା ରେ ଖେଳା ଯାଇଥିବା ଏହି ମ୍ୟାଚ୍ କୁ ଜିତି ଅଷ୍ଟ୍ରେଲିଆ ଦଳ ପୁଣିଥରେ ଶିରିଜ କୁ ଫେରି ଆସିଛନ୍ତି। ତେବେ ଶେଷ ମାର୍ଚ୍ଚ ୨୨ ରେ ଚେନ୍ନାଇ ଠାରେ ଖେଳା ଯିବ।
ଅଷ୍ଟ୍ରେଲିଆ ର ଟ୍ରାବିସ ଏବଂ ମିଚେଲ ଙ୍କ ର ଅର୍ଦ୍ଧ ଶତକ ବଳରେ ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଦିନିକିଆ କୁ ନିଜ ହାତକୁ ନେଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.