Movie prime

ଭାରତ ଆଉ ନ୍ୟୁଜିଲାଣ୍ଡ ରେ ହେବ ସେମି ଫାଇନାଲ, ପାକିସ୍ତାନୀ କହିଲେ କି କିଛି ଲାଭ ନାହିଁ ସେମିଫାଇନାଲ ହାରିବ ଭାରତ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ବର୍ତ୍ତମାନ ସମୟ ରେ ବିଶ୍ୱକପ୍ କୁ ନେଇ ସମସ୍ତଙ୍କ ମନ ରେ ବହୁ ଆଗ୍ରହ ଦେଖା ଦେଉଛି।ଭାରତ ଏହି ବିଶ୍ୱକପ୍ ରେ ୮ ଟି ଯାକ ମ୍ୟାଚ୍ ଖେଳି ସବୁ ଥିରେ ବିଜୟ ହାସଲ କରିଛି।
Special report
ଯାହା ଫଳ ରେ ଭାରତ ପଏଣ୍ଟ ଟେବୁଲ୍ ରେ ଶୀର୍ଷ ସ୍ଥାନ ରେ ରହିଛି।ଏବେ ଭାରତୀୟ ଦଳ କୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଭାରତ ଏ ବର୍ଷ ବିଶ୍ୱକପ୍ ଜିତିବ ବୋଲି ମଧ୍ୟ ଏବେ ଠାରୁ ଆଶା କରା ଯାଉଛି।
ଏବେ ସମସ୍ତଙ୍କ ନଜର ରହିଛି ସେମି ଫାଇନାଲ ଉପରେ।ଏ ଯାଏଁ ଜଣା ପଡି ନାହିଁ ଯେ ସେମି ଫାଇନାଲ ରେ ଭାରତ କେଉଁ ଦଳ ସହ ମ୍ୟାଚ୍ ଖେଳିବ।ହେଲେ କୁହା ଯାଉଛି ଯେ ଭାରତ ସେମି ଫାଇନାଲ ରେ ନ୍ୟୁଜିଲାଣ୍ଡ ଦଳ ସହ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି।
ନ୍ୟୁଜିଲାଣ୍ଡ ଦଳ ୮ ଟି ଯାକ ମ୍ୟାଚ୍ ଖେଳି ସେଥିରୁ ୫ ଟି ରେ ବିଜୟ ହାସଲ କରିଛି।ହେଲେ ଭାରତ ଏ ଯାଏଁ କୌଣସି ମ୍ୟାଚ ରେ ପରାସ୍ତ ହୋଇ ନାହିଁ।
Special report
ପଏଣ୍ଟ ତାଲିକା ର ଚତୁର୍ଥ ସ୍ଥାନ ରେ ରହିଛି ନ୍ୟୁଜିଲାଣ୍ଡ।ନ୍ୟୁଜିଲାଣ୍ଡ ର ରନ ରେଟ ଉଭୟ ପାକିସ୍ତାନ ଓ ଆଫଗାନିସ୍ତାନ ଠାରୁ ବହୁତ ଭଲ ରହିଛି।
ରନ ରେଟ୍ ଆଧାର ରେ ଯଦି ଚତୁର୍ଥ ସ୍ଥାନ ର ନିରୂପଣ ହୁଏ ତେବେ ସେମି ଫାଇନାଲ ରେ ନ୍ୟୁଜିଲାଣ୍ଡ ର ସ୍ଥାନ ପକ୍କା ହୋଇ ଯିବ।ଓ ସେ ଭାରତ ସହିତ ତାର ସେମି ଫାଇନାଲ ଖେଳିବ।ଶ୍ରୀଲଙ୍କା ବିପକ୍ଷ ରେ ନ୍ୟୁଜିଲାଣ୍ଡ ଏକ ବୃହତ୍ ବିଜୟ ହାସଲ କରିଥିଲା।
ଯାହା ଫଳ ରେ ପାକିସ୍ତାନ ଓ ଆଫଗାନିସ୍ଥାନ ର ରାସ୍ତା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇ ଯାଇଚି।ଏହି ଦୁଇ ଦେଶ ଆଉ ସେମି ଫାଇନାଲ ରେ ଖେଳି ପାରିବେ ନାହିଁ।
ପାକିସ୍ତାନ ତାର ଶେଷ ମ୍ୟାଚ୍ ଇଂଲଣ୍ଡ ସହିତ ଖେଳିବ।ଏବେ ଦେଖିବାକୁ ବାକି ରହିଲା କେଉଁ ଦଳ ସହ ଭାରତ ତାର ପ୍ରଥମ ସେମି ଫାଇନାଲ ମ୍ୟାଚ ଖେଳିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.