Movie prime

କେତେ କଷ୍ଟ ରେ ଭାରତ ଜିତିଥିଲା ସେମି ଫାଇନାଲ, ପାକିସ୍ତାନ କହିଲା ଏମାନେ ବଲ ରେ ବୋଧେ ଚିପ ଲଗାଇଛନ୍ତି କିମ୍ବା ମ୍ୟାଚ୍ ଫିକ୍ସ କରିଛନ୍ତି

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଗତ କାଲି ବିଶ୍ଵ କପ୍ ର ସେମି ଫାଇନାଲ ମ୍ୟାଚ ଖେଳା ଯାଇଥିଲା।ଏହି ମ୍ୟାଚ୍ ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟ ରେ ଏକ କଡା ଟକ୍କର ଦେଖିବାକୁ ମିଳି ଥିଲା।ଏହା ପୂର୍ବ ରୁ ଭାରତ ପାକିସ୍ତାନ କ୍ରିକେଟ ଦଳ ରୁ ପରାସ୍ତ କରିଥିଲେ।
Special report
ଏବେ ସେମି ଫାଇନାଲ ରେ ନ୍ୟୁଜିଲାଣ୍ଡ ଠାରୁ ବିଜୟ ହାସଲ କରି ଫାଇନାଲ ରେ ପ୍ରବେଶ କରିଛି।ଭାରତ ପାକିସ୍ତାନ କୁ ହରାଇବା ପରେ ପାକିସ୍ତାନ ର ଅନେକ କ୍ରିକେଟ ପ୍ରେମୀ ଙ୍କ ମଧ୍ୟ ରେ ଅସନ୍ତୋଷ ଦେଖା ଦେଇଥିଲା।
ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଚି।ଜଣେ ଗଣ ମାଧ୍ୟମ ପ୍ରତିନିଧି ପାକିସ୍ତାନ ର କ୍ରିକେଟ ପ୍ରେମୀ ଙ୍କୁ ଏ ବିଷୟ ରେ ପଚାରି ଥିଲେ।ସେମାନେ କହିଥିଲେ କି ଏହା ହେଉଛି ଜୁଆ ଖେଳ ସହିତ ସମାନ।
ଭାରତୀୟ ଦଳ ଯୋଜନା କରି ପାକିସ୍ତାନ କୁ ପରାସ୍ତ କରିଛି।ଏଥିରେ ମ୍ୟାଚ୍ ଫିକ୍ସିଂ ହୋଇଛି।ପାକିସ୍ତାନ ଦଳ ଜାଣି ଶୁଣି ମ୍ୟାଚ୍ ହାରି ଛନ୍ତି।ଆପଣ ମାନେ ଥରେ ଭାବନ୍ତୁ।ସବୁବେଳେ କଣ ପାକିସ୍ତାନ ଦଳ ଭାରତ ଠାରୁ ହାରି ଯିବେ।
Special report
ପାକିସ୍ତାନ ଦଳ କଣ କ୍ରିକେଟ ଖେଳ ଜାଣି ନାହାନ୍ତି।ଏଭଳି କିଛି ମନ୍ତବ୍ୟ ରଖିଛନ୍ତି ପାକିସ୍ତାନ କ୍ରିକେଟ ପ୍ରଶଂସକ ମାନେ।ସେମାନେ ନିଜ ରାଗ କୁ ଦର୍ଶାଇବା ପାଇଁ ଏଭଳି କିଛି କହିଛନ୍ତି।
ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ବହୁତ ଟ୍ରୋଲ କରା ଯାଇଛି।ସେମାନେ ପାକିସ୍ତାନ କ୍ରିକେଟ ବୋର୍ଡ ର କୋଚ କୁ ନେଇ ପ୍ରଶ୍ନ ସୃଷ୍ଟି କରିଛନ୍ତି।ସେମାନେ ପାକିସ୍ତାନ ଦଳ କୁ ଠିକ୍ ଭାବରେ ଖେଳ ଶିଖାଇ ପାରୁ ନାହାଁନ୍ତି।
କିଛି ପ୍ରଶଂସକ ମାନେ ବିରାଟ କୋହଲି ଙ୍କ ୫୦ ତମ ଶତକ କୁ ପ୍ରଶ୍ନ ଉଠାଇ ଛନ୍ତି।ସେମାନଙ୍କ କହିବା ଅନୁଯାୟୀ ବିରାଟ କୋହଲି ନିଜକୁ ବହୁତ ବଡ ଖେଳାଳି ଭାବୁ ଥିବେ।
ଏବେ ବିରାଟ କୋହଲି ଭାବୁ ଥିବେ ତାଙ୍କ ରେକର୍ଡ କେହି ଭାଙ୍ଗି ପାରିବେ ନାହିଁ।ତାଙ୍କର ଏହି ଖେଳ କୁ ନେଇ ଏବେ ସମସ୍ତେ ପ୍ରଶଂସା କରିବେ।ଏହା ନିଶ୍ଚିତ ହାସ୍ୟାସ୍ପଦ ବୋଲି ସେମାନେ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.