Movie prime

ଭାରତ ମ୍ୟାଚ୍ ଜିତି ସାରିବା ପରେ ପାକିସ୍ତାନରେ କିଛି ହେଲା ଏମିତି ଦେଖନ୍ତୁ ଦୃଶ୍ୟ ହେଉଛି VIRAl

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏସିଆ କପ୍ ସୁପର ୪ ମୁକାବିଲାରେ ଭାରତ ଏଥର ପାକିସ୍ତାନ କୁ ଯେଉଁଭଳି ଭାବରେ ହରାଇଛି, ସେଥିରେ ସବୁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନ ଖୁସି ହୋଇଯାଇଛି। ପ୍ରଥମେ ପାକିସ୍ତାନୀ ଦ୍ରୁତ ବୋଲର କୁ ୩୫୬ ରନ ର ବିଶାଳ ସ୍କୋର ଛିଡା କରିବା।
Special report
ଏବଂ ପରେ ସ୍ପିନ ଯାଦୁରେ ପାକିସ୍ତାନୀ ବ୍ୟାଟିଂ ର ମେରୁଦଣ୍ଡ ଭାଙ୍ଗି ଦେବ ଯିଏ ଦେଖିଚି ସିଏ ଏହି ମ୍ୟାଚ୍ କୁ କେବେ ଭୁଲି ପାରି ନାହିଁ। ବିଶେଷ କରି ଖରାପ ପଦର୍ଷନ ବେଳେ ଅନେକ ସମୟରେ ଲୋକେ ସମାଲୋଚନା କରନ୍ତି। 
କିନ୍ତୁ ଲୋକେ ଟିମ ଇଣ୍ଡିଆର ଏପରି ପ୍ରଦର୍ଶନ ଦେଖି ଫ୍ୟାନ ପାଲୋଟି ଯାଇଛନ୍ତି। କୌଣସି ଆନ୍ତର୍ଜାତିୟ ବଡ ଟୁର୍ଣ୍ଣାମେଣ୍ଟରେ ଭାରତ ଯେତେବେଳେ ପାକିସ୍ତାନ କୁ ହରାଏ ସେତେବେଳେ ମଜା ଆସିଯାଏ।
Special report
ଆଉ ଏଥର ସବୁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମଜା ବହୁଗୁଣିତ ହୋଇଯାଇଛି। ହେଲେ ଏହି ମ୍ୟାଚ୍ ପରେ ପାକିସ୍ତାନି କ୍ରିକେଟ ପ୍ରେମିଙ୍କ ଅବସ୍ଥା ଦୟନୀୟ ହୋଇଯାଇଛି। ଅନେକ ସମୟରେ ଖରାପ ପ୍ରଦର୍ଶନ ପରେ ଏହି ପାକିସ୍ତାନୀ ଖେଳାଳି ଘରକୁ ଫେରିବାକୁ ଡରିଥାଆନ୍ତି। 
ଖାସ୍ କରି ଭାରତ ଠାରୁ ହାରିବା ପରେ ପାକିସ୍ତାନୀ ଲୋକ ମାନେ ତାଙ୍କ ଖେଳାଳି ଙ୍କ ଉପରେ ରାଗ ସୁଝାଇବାର ଅନେକ ନଜର ରେ ରହିଛି। ଆଉ କିଛି ଲୋକ ନିଜ ଟିଭି ଭାଙ୍ଗି ଦେବା ସହ ଖେଳାଳିଙ୍କ ବିରୋଧରେ ଅନେକ ଅପଶବ୍ଦ ମଧ୍ୟ ପ୍ରୟାଗ କରିଥାନ୍ତି।
Special report
ଏବେ ମଧ୍ୟ ଠିକ୍ ସେମିତି ହୋଇଛି, ପାକିସ୍ତାନୀ ଭାରତ ଠାରୁ ଅତି ଦୟନୀୟ ଭାବେ ୨୨୮ ରନ ର ବିଶାଳ ବ୍ୟବଧାନରେ ହାରିବା ପରେ ତାଙ୍କ ଦେଶରେ ଲୋକ ମାନେ ବିଭିନ୍ନ ଉପାୟରେ ଲୋକ ମାନେ ରାଗ ସିଝାଇଛନ୍ତି। 
ହେଲେ ସେମାନଙ୍କ ଭିତରୁ ଜଣେ କ୍ରିକେଟ ପ୍ରେମୀ ଏମିତି କିଛି କହିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକି ଯୁବକ ଜଣକ କାନ୍ଦି କାନ୍ଦି କହୁଛନ୍ତି, ଏ କେମିତି ମ୍ୟାଚ୍ ଖେଳିବାର ତରିକା। ଆଉ କହିଛନ୍ତି ଧନ୍ୟବାଦ୍ ଦିଅ କି ବର୍ଷା ହୋଇଗଲା।
ଯଦି ବର୍ଷା ହୋଇନଥାନ୍ତି ତେବେ ଭାରତ ନିଶ୍ଚିନ୍ତ ୫୦୦ ରନ କରିଦେଇଥାଆନ୍ତା ବୋଲି ଯୁବକ ଜଣକ କହିଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଯୁବକ ଜଣକ କହିଥିବା କଥା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.