Movie prime

ଏହି ୪ ଦଳ ପାଇଁ ଦ୍ଵନ୍ଦରେ ଆଇସିସି ଦେଖନ୍ତୁ କ୍ରିକେଟ ଦୁନିଆରୁ ଏବେ ଏବେ ଜଣା ପଡ଼ିଲା ବହୁତ୍ ବଡ ସତ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ତ କ୍ରିକେଟ ଖେଳ ଦେଖିଥିବେ । ଆଉ କ୍ରିକେଟ ଖେଳକୁ ନେଇ ଆସୁଥିବା ସବୁ ଖବର ଆପଣମାନେ ଜାଣିପାରିବେ । ଆପଣମାନେ ସମସ୍ତେ ବିଶ୍ୱକପ୍ ଖେଳ ତ ଦେଖିଥିବେ ।
Special report
ଆଉ ଏବେ ଚଳିତ ବିଶ୍ୱକପ୍ ଖେଳ ବିଷୟରେ ଅନେକ ଖବର ବି ଆସିଛି । ଆଉ ଏହିସବୁ ଖବର ବିଷୟକୁ ନେଇ ଅନେକ ନ୍ୟୁଜ ଆସିଥାଏ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ବିଶ୍ୱକପ୍ ଖେଳ ବିଷୟରେ ଜାଣିପାରିବେ ।
ଏବେ ଏହି ବିଶ୍ୱକପ୍ ଖେଳ ଆଗକୁ ବଢ଼ିଲାନି । ଅନେକ ଦଳ ଏହି ଖେଳରେ ବିଜୟ ଲାଭ କରିଛନ୍ତି ତ ଆଉ କିଛି ଦଳ ପରାଜୟ ଲାଭ କରିଛନ୍ତି । ଆଉ ଏବେ ଏହି ଦଳ ସବୁକୁ ନେଇ କିଛି ଖବର ଆସିଛି ।
Special report
ସେମି ଫାଇନାଲକୁ କେଉଁ ଦୁଇ ଦଳ ଯିବେ ଆଉ କେଉଁ ଦଳ ଏହି ଖେଳରେ ରହିବେ ଏହାକୁ ନେଇ ଏବେ ଖବର ଆସିଛି । ସେମି ଫାଇନାଲକୁ ଯିବା ପାଇଁ ଅଷ୍ଟ୍ରେଲିଆ, ନ୍ୟୁଜଲ୍ୟାଣ୍ଡ, ଆଫଗାନିସ୍ତାନ, ଏବଂ ପାକିସ୍ତାନ ମଧ୍ୟରେ ପ୍ରତିଯୋଗିତା ଚାଲିଛି । 
୨୦୨୩ ବିଶ୍ୱକପ୍ ଚାଲିଛି ଆଉ ଏବେ ସେମି ଫାଇନାଲରେ କେଉଁ ଦଳ ଖେଳିବ ଏହାକୁ ନେଇ ପ୍ରଶ୍ନ ଆସୁଛି । ଭାରତ ଏବଂ ଦକ୍ଷିଣ ଆଫ୍ରିକା ସେମି ଫାଇନାଲକୁ ଯାଇ ସାରିଲେଣି ଆଉ ଏବେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ କିଏ ରହିବ ଏହାକୁ ନେଇ କଥା ଆସୁଛି ।
Special report
ଆଉ ଏହି କଥାକୁ ନେଇ ଏବେ ଚର୍ଚ୍ଚା ହେଉଛି । କେଉଁ ଦଳ ଏହି ସେମି ଫାଇନାଲକୁ ଯିବ ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆସିବା ସହ ସମସ୍ତଙ୍କ ମନରେ ଅନେକ କଥା ଆସୁଛି । ଖେଳ ଟେବୁଲ୍ ଦେଖିଲେ ଲାଗୁଛି ସମସ୍ତେ ବରାବର ସ୍ଥାନରେ ଅଛନ୍ତି ।
ଏବେ ଏହି ମ୍ୟାଚ୍ ଏହି ୪ ଦଳ ପାଇଁ ବହୁତ ଦରକାରୀ । ଆଉ ଏବେ ନ୍ୟୁଜଲ୍ୟାଣ୍ଡ ଦୁଇଟି ମ୍ୟାଚ ହାରି ଯାଇଛି ଆଉ ଗୋଟିଏ ମ୍ୟାଚ ହାରିଲେ ସେ ସେମି ଫାଇନାଲକୁ ଯିବ ନାହିଁ । ଆଫଗାନିସ୍ତାନ ଭଲ ସ୍ଥାନରେ ଅଛି । ଆଉ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଅଛି ।
ସେ ବି ସେମି ଫାଇନାଲକୁ ଯାଇପାରେ । ଏବେ ଏହି ସବୁ ଅର୍ଥାତ୍ ଏହି ଚାରିଟି ଦଳ ମଧ୍ୟରୁ କିଏ ସେମି ଫାଇନାଲ ଖେଳିବ ଏହାକୁ ନେଇ ଚର୍ଚ୍ଚା ଆସିବା ସହ ଅନେକ ଦ୍ଵନ୍ଦ ବି ଆସୁଛି । ତେବେ ଯେଉଁ ଦକ୍ ଯେଉଁଭଳି ଖେଳ ଖେଳିବେ ସେହି ଅନୁସାରେ ସେମି ଫାଇନାଲକୁ ଯିବେ ।