Movie prime

ଦଳରେ ସୁଯୋଗ ଦେଲେନି ଧୋନି ହେଲେ ଏବେ ରଣଜୀରେ ଧୁମ୍ ଧୋଇଲେ ଓଡ଼ିଆ ପୁଅ ଦେଖନ୍ତୁ ଓଡ଼ିଆ ପୁଅଙ୍କ କମାଲ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ କ୍ରିକେଟ ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।
Special report
ଆପଣମାନେ ସମସ୍ତେ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କୁ ଜାଣିଥିବେ । ଏହି କ୍ରିକେଟର ଜଣକ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି କ୍ରିକେଟ ଜଗତକୁ ନେଇ ଆସିଥିବା ଖବର ଜାଣିପାରିବେ । ଦଳରେ ମହେନ୍ଦ୍ର ସିଂ ଧୋନି ସୁଯୋଗ ଦେଲେ ନାହିଁ । 
ରଣଜିରେ ବହେ ଧୋଇଲେ ଓଡ଼ିଆ ଖେଳାଳୀ ଶୁଭ୍ରାଂଶୁ । ସେ ଚେନ୍ନାଇ ସୁପର କିଙ୍ଗସରୁ ବାହାରିଲେ ଆଉ କମାଲ କରିଲେ । କମାଲ କରୁଛନ୍ତି କ୍ରିକେଟର ଶୁଭ୍ରାଂଶୁ । ଏହି କ୍ରିକେଟର ଜଣକ କୌଣସି ବଲରକୁ ଛାଡ଼ୁ ନାହାନ୍ତି ।
Special report
ସେ ଓଡ଼ିଶା ପଟୁ ଏକା ଲଢ଼ୁଛନ୍ତି । କ୍ରିକେଟର ମହେନ୍ଦ୍ର ସିଂ ଧୋନି ତାଙ୍କୁ ଖେଳିବାକୁ ସୁଯୋଗ ଦେଇ ନଥିଲେ ଆଉ ଏବେ ସେ କମାଲ କରୁଛନ୍ତି । ୨୦୨୩ ମସିହାରେ କ୍ରିକେଟ ଖେଳିଥିଲେ ଚେନ୍ନାଇ ସୁପର କିଙ୍ଗସରେ । କିନ୍ତୁ ସେ ବ୍ୟାଟିଂ କରି ନଥିଲେ । 
ଆଉ ଏବେ ସେ ବ୍ୟାଟିଂ କରି ତାଙ୍କର କମାଲ ଦେଖାଉଛନ୍ତି । ୨୦୨୪ ମସିହାରେ ହେଉଥିବା ଖେଳରେ ସେ ନାହାଁନ୍ତି । ଚାଲିଛି ଘରୋଇ ରଣଜୀତ ଟୋଫି । ଦିଲ୍ଲୀ ଆଉ ଓଡ଼ିଶା ଭିତରେ ଖେଳ ଚାଲିଛି ।
Special report
ଆଉ ଏହି ଖେଳରୁ ଓଡ଼ିଶାରୁ ଶୁଭ୍ରାଂଶୁ ଖେଳୁଛନ୍ତି । ଏବେ ସେ ଚର୍ଚ୍ଚାରେ ରହିଛନ୍ତି । ସେ ଅପରାଧିକ ଶତାଂଶ ଇନିଶିଂ ଖେଳି ସାରିଛନ୍ତି । ସେ ଓଡ଼ିଶା ଆଉ ମଧ୍ୟପ୍ରଦେଶ ମଧ୍ୟରେ ହେଇଥିବା ଖେଳରେ ଭଲ ପ୍ରଦର୍ଶନ କରିଥିଲେ । ସେ ୧୦୯ ରନ କରିଥିଲେ ।
Special report
ଆଉ ଏବେ ସେ ସ୍ଵସ୍ତିକ ସାମଲ ସହ ଖେଳୁଥିଲେ । ଶାନ୍ତନୁ ଆଉ ଶୁଭ୍ରାଂଶୁ ଭଲ ଖେଳିଥିଲେ । ଶାନ୍ତନୁ ୧୨୯ ବଲରେ ୧୦ ଚୌକା ଆଉ ୭୬ ରନ କରିଥିଲେ । ୧୮୪ ରନ କରିଛନ୍ତି ଶୁଭ୍ରାଂଶୁ । ଏହା ତାଙ୍କ କ୍ୟାରିଅରର ଅଷ୍ଟମ ଶତକ ଅଟେ ।
କ୍ରିକେଟର ଶୁଭ୍ରାଂଶୁ ବହୁତ ଭଲ ଖେଳୁଛନ୍ତି । ଆଉ ଏବେ ସେ ଏତେ ଭଲ ଖେଳିବା ପରେ ମଧ୍ୟ ସ୍ଥାନ ପାଇ ନାହାଁନ୍ତି ଆଇପିଏଲରେ । ଏବେ ଏହି କଥାକୁ ନେଇ ଚର୍ଚ୍ଚା ହେବା ସହ ଅନେକ କଥା ଏବେ ସାମ୍ନାକୁ ଆସିଛି ।