Movie prime

ଦେଶ ପାଇଁ ସିନ ହିରୋ ହେଉଛନ୍ତି ଶାମି ହେଲେ ସ୍ତ୍ରୀ ପାଇଁ ପୁରା ଭିଲିଆନ୍, କୋର୍ଟ ରେ ଚାଲିଚି ଘମାସନ୍ କେସ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ହିରୋ ସାଜିଛନ୍ତି ମହମ୍ମଦ ଶାମି। ହେଲେ ମହମ୍ମଦ ଶାମି ଏବେ ତାଙ୍କର ସ୍ତ୍ରୀ ଙ୍କ ପାଇଁ ଭିଲିଆନ ସାଜି ଯାଇଛନ୍ତି।
ମାନସିକ ଚିନ୍ତା ଓ ଆଇନଗତ ଲଢେଇ ଭିତରେ ଏବେ ସମସ୍ତଙ୍କୁ ନେଇ ଏବେ ମଧ୍ୟ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ଚଳିତ ବିଶ୍ଵ କପ୍ ରେ ୱିକେଟ ଉପରେ ୱିକେଟ ନେଇ ବର୍ତ୍ତମାନ୍ ସମୟରେ ସେ ହିରୋ ମଧ୍ୟ ସାଜି ଛନ୍ତି।
Special report
ପ୍ରଥମ ଦୁଇଟି ମ୍ୟାଚ୍ ରେ ସେ ଖେଳି ନଥିଲେ ମାତ୍ର ଆଗାମୀ ଦୁଇଟି ମ୍ୟାଚ୍ ରେ ତାଙ୍କୁ ଖେଳିବା ପାଇଁ ମୌକା ମିଳିବା ପରେ ସେ ଖୁବ ସୁନ୍ଦର୍ ପ୍ରଦର୍ଶନ କରିଥିଲେ। ଦୁଇଟି ମ୍ୟାଚ୍ ରେ ସେ ୧୭ ଓଭର ବୋଲିଂ କରି ୯ ଟି ୱିକେଟ ନେଇଛନ୍ତି ଏହି ଦୃତତମ ବୋଲର।
୧୯୯୦ ମସିହାରେ ମହମ୍ମଦ ଶାମି ଙ୍କ ଜନ୍ମ ହୋଇଥିଲା। ତାଙ୍କର ବାପା ଜଣେ ଚାଷୀ ଥିଲେ। ସେ ଆର୍ଥିକ ଅନାଟନ ଭିତରେ ହିଁ ବଡ଼ ହୋଇଥିଲେ। ତାଙ୍କର କ୍ରିକେଟ୍ ପ୍ରତି ବହୁତ୍ ଆଗ୍ରହ ଥିଲା।
ଆଉ ସେ କ୍ରିକେଟ୍ ମଧ୍ୟ ଖେଳିଥିଲେ।୨୦୧୩ ରେ ତାଙ୍କୁ ପ୍ରଥମେ ଭାରତୀୟ ଦଳ ପକ୍ଷରୁ ଖେଳିବା ପାଇଁ ସୁଯୋଗ ମଧ୍ୟ ମିଳି ଯାଇଥିଲା। ପାକିସ୍ତାନ ବିଭାଗରେ ସେ ପ୍ରଥମେ ସେ ଖେଳିଥିଲେ ଆଉ ଆଉ ୯ ଓଭର ପକାଇ ସେ ୧ ୱିକେଟ ନେଇଥିଲେ ଓ
Special report
୪ ଟି ମେଡେନ ଓଭର ପକାଇ ଥିଲେ।୨୦୧୪ ବେଳକୁ ସେ ଏକ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳୀ ହୋଇଥିଲେ। ଏହି ସମୟରେ ସେ ହାସିନ ଯାହା ଙ୍କ ସହ ସମ୍ପର୍କରେ ଆସିଥିଲେ।
ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା। ସେ ତାଙ୍କୁ ବିବାହ କରିବାକୁ ଘରେ ଜଣାଇ ଥିବା ବେଳେ ଘରେ କିନ୍ତୁ ବିବାହ ପାଇଁ ରାଜି ହୋଇ ନଥିଲେ। ପରିବାର ବିରୋଧରେ ଯାଇ ୬ ଜୁନ ୨୦୧୪ ରେ ସେ ହାସିନ ଙ୍କୁ ବିବାହ କରିଥିଲେ।
ହାସିନ ବିବାହିତ ଥିବା ବେଳେ ତାଙ୍କର ଛାଡ଼ପତ୍ର ହୋଇ ସାରିଥିଲା। ଏହାପରେ ୨୦୧୮ ରେ ଶାମି ଙ୍କ ଉପରେ ତାଙ୍କ ସ୍ତ୍ରୀ ଆରୋପ ଲଗାଇ ଥିଲେ। କହିଥିଲେ କି ତାଙ୍କ ସ୍ଵାମୀ ଅନ୍ୟ ଯୁବତୀଙ୍କ ସହ ଅନ୍ତରଙ୍ଗ ଚାଟ୍ କରୁଛନ୍ତି 
ଶାମି ତାଙ୍କୁ ନିର୍ଯାତନା ଦେଉଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଥିଲେ। ଏହାପରେ ଶାମି ଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇଥିଲା। ତାଙ୍କର ଜନ୍ମ ଦିନରେ ହିଁ ତାଙ୍କୁ ଗିରଫ ଦାରି ୱାରେଣ୍ଟ ମିଳିଥିଲା। ଶାମି ଙ୍କ ଏବେ ମଧ୍ୟ ଆଇନ୍ ଗତ ଲଢେଇ ଚାଲିଛି ତାଙ୍କର ଝିଅକୁ ମଧ୍ୟ ସେ ଭେଟି ପାରୁ ନାହାଁନ୍ତି ।ଆଉ ଏଥି ମଧ୍ୟରେ ସେ ଖୁବ ଭଲ ପ୍ରଦର୍ଶନ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.