Movie prime

ଧୋନୀ ଏବଂ ଯୁବରାଜ ସିଂ ଙ୍କ ମଧ୍ୟରେ ଧୋମାଘଟ ଲଢେଇ ଦେଖନ୍ତୁ କ୍ରିକେଟ ଦୁନିଆରୁ ଆସିଲା ବହୁତ୍ ବଡ ଖବର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ, କ୍ରିକେଟ ଦୁନିଆ ଏବଂ ସବୁ ପ୍ରକାରର ଖବର ବିଷୟରେ ସୂଚନା ପାଉଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ କ୍ରିକେଟ ଦୁନିଆକୁ ନେଇ ଆସିଥିବା କିଛି ଖବର ଜାଣିପାରିବେ ।
Special report
ଆପଣମାନେ ସମସ୍ତେ ତ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କୁ ଜାଣିଥିବେ । ଏହି କ୍ରିକେଟର ଜଣକ ସବୁବେଳେ ତାଙ୍କ ଖେଳକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଏହି କ୍ରିକେଟର ଜଣକ ଚର୍ଚ୍ଚାରେ ରହିଥାନ୍ତି । 
ଆଉ ଆପଣମାନେ ସମସ୍ତେ ତ କ୍ରିକେଟର ଯୁବରାଜ ସିଂ ଙ୍କୁ ଜାଣିଥିବେ । ଏହି କ୍ରିକେଟର ଜଣକ ବହୁତ ଭଲ ଖେଳ ଖେଳନ୍ତି । ଏବେ କ୍ରିକେଟର ଧୋନି ଏବଂ ଯୁବରାଜଙ୍କୁ ନେଇ କିଛି ଖବର ଆସିଛି ।
Special report
କ୍ରିକେଟର ଯୁବରାଜ ସିଂ ଏକ ବିସ୍ଫୋରକ ଖବର ଦେଇଛନ୍ତି । ସେ କହିଛନ୍ତି ତାଙ୍କ ଭିତରେ ଏବଂ ଧୋନିଙ୍କ ମଧ୍ୟରେ ସଂପର୍କ ଭଲ ନାହିଁ । ଧୋନି କେବେବି ତାଙ୍କ ବନ୍ଧୁ ନଥିଲେ ଆଉ କେବେବି ତାଙ୍କ କଥା ଆଉ ଧୋନିଙ୍କ କଥା ପଡେ ନାହିଁ ।ଏବେ ଏହି କଥା ଚର୍ଚ୍ଚାକୁ ଆସିଛି ।    
Special report
ଚଳିତ ବିଶ୍ୱକପରେ ଆଠଟି ମ୍ୟାଚ୍ ଖେଳି ଭାରତ ଆଠଟି ଖେଳ ଜିତିଛି । ଆଉ ଏତିକି ବେଳେ ଯୁବରାଜ କହୁଛନ୍ତି ଧୋନି ତାଙ୍କ ବନ୍ଧୁ ନଥିଲେ ଆଉ ତାଙ୍କର ତାଙ୍କର ପଡ଼େ ନାହିଁ । କିନ୍ତୁ ଅନେକ ମ୍ୟାଚରେ ଯୁବରାଜ ଆଉ ଧୋନିଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।
୨୦୦୭ ମସିହାରେ ପ୍ରଥମ ଟି ୨୦ ମ୍ୟାଚ୍ ଆପଣଙ୍କର ମନେ ଥିବ । ୨୦୧୧ ମସିହାରେ ଦିନିକିଆ ମ୍ୟାଚ୍ ବି ଆପଣମାନେ ଦେଖିଥିବେ । ଏହି ଖେଳରେ ଭାରତ ଚମ୍ପିୟାନ ହୋଇଥିଲା । ଏହି ମ୍ୟାଚରେ ଯୁବରାଜଙ୍କ ପାଇଁ ମ୍ୟାଚ୍ ଜିତିଥିଲା ଭାରତ ।
Special report
୬ଟି ବଲରେ ୬ଟି ଛକା ମାରିଥିଲେ ଯୁବରାଜ ସିଂ । ଯୁବରାଜ ଏବଂ ଧୋନି ସେତେବେଳେ ବହୁତ ଭଲ ସାଙ୍ଗ ଥିଲେ ବୋଲି ଜଣାପଡିଥିଲା । ଆଉ ଏକ ସାକ୍ଷାତକାରରେ ଯୁବରାଜ କହିଛନ୍ତି କି ଧୋନି ଆଉ ସେ କେବଳ ଖେଳ ପାଇଁ ଏକାଠି ହୋଇଥାନ୍ତି
କିନ୍ତୁ ତାଙ୍କର ଜୀବନ ଶୈଳୀ ଅଲଗା ଆଉ ବ୍ୟକ୍ତିଗତ ସେମାନେ ଅଲଗା ହୋଇ ମଧ୍ଯ ଦେଶ ପାଇଁ ସେମାନେ ଖେଳ ଖେଳନ୍ତି ଆଉ ଅନେକ ବିଜୟ ବି ଲାଭ କରିଛନ୍ତି । ସେତେବେଳେ ମହେନ୍ଦ୍ର ସିଂ ଧୋନି ଅଧିନାୟକ ଏବଂ ଯୁବରାଜ ଉପ ଅଧିନାୟକ ଥିଲେ । ଏବେ ଏହି ଖବର ଚର୍ଚ୍ଚାକୁ ଆସିଛି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.