Movie prime

ଧୋନୀ ଙ୍କ ସଫଳତା ପଛ ରେ ହାତ ସେଇ ପୁରୁଣା ପ୍ରେମିକା ର, ତମେ ଆଜି ଯାହା ଦେଖୁଚ କେବେଳ ମୋ ପ୍ରେମିକା କଲା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ମହେନ୍ଦ୍ର ସିଂହ ଧୋନି ଙ୍କ ସମ୍ପର୍କରେ ବେଶ ଭଲ ଭାବରେ ଜାଣିଥିବେ। ଧୋନି ଙ୍କ ଜୀବନ ଖୁବ ଦୁଃଖ ପୂର୍ଣ୍ଣ ଥିଲା। ଧୋନି ଙ୍କ ଜୀବନ ରଙ୍ଗୀନ ଯେତିକି ତା ଠାରୁ ଅଧିକ କଳା ବାଦଲର ଅନ୍ଧକାର।
Special Report
ତାଙ୍କର ପ୍ରେମିକା ପ୍ରିୟଙ୍କା ହିଁ ଜୀବନ ଦେଇ ଧୋନି ଙ୍କୁ ଫେମସ କରାଇ ଦେଇଛନ୍ତି। ଅଧା ରେ ରହିଗଲା ଧୋନି ଙ୍କ ପ୍ରେମ କାହାଣୀ। ଯାହାକୁ ଶୁଣିବା ମାତ୍ରେ ହିଁ ଆପଣ ମାନେ ମଧ୍ୟ କାନ୍ଦି ପକାଇବେ।
କୁହାଯାଇ ଥାଏ ପ୍ରତ୍ୟେକ ପୁରୁଷର ସଫଳତା ପଛରେ ଗୋଟେ ନାରୀ ର ହାତ ରହିଥାଏ। ଆଉ ସେମିତି କିଛି ଘଟିଥିଲା ଆମ ଦେଶର ଚତୁର ତଥା କ୍ୟାପଟେନ କୁଲ୍ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଙ୍କ କ୍ଷେତ୍ରରେ।
ସେ ନିଜର ଚତୁରତା ବଳରେ ଭାରତକୁ ଦୁଇ ଦୁଇଟି ବିଶ୍ୱକପ୍ ଟ୍ରଫି ଭେଟି ଦେଇଥିବା ସହ ଆଇପିଏଲ ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଙ୍କୁ ଅନେକ ବାର୍ ଚମ୍ପିୟାନ ମଧ୍ୟ କରିଛନ୍ତି। ଏଥିରୁ ସେ ସହ ସହ କୋଟି ଟଙ୍କା ରୋଜଗାର କରିବା ସହ ସାରା ବିଶ୍ୱରେ ଲୋକପ୍ରିୟତା ଅର୍ଜନ କରିଛନ୍ତି।
ଯେଉଁ ନାରୀ ପାଇଁ ସେ ଆଜି ସଫଳତା ର ଶୀର୍ଷରେ ଛିଡ଼ା ହୋଇଛନ୍ତି ହେଲେ ଦୁଃଖର କଥା କି ତାଙ୍କର ଏହି ସଫଳତା ଦେଖିବା ପାଇଁ ତାଙ୍କର ପ୍ରେମିକା ଆଉ ତାଙ୍କ ସହ ନାହାଁନ୍ତି। ଧୋନିଙ୍କ ପିଲାଟି ଦିନରୁ ହିଁ ସେ ତାଙ୍କର ପାଖେ ପାଖେ ରହିଥିଲେ।
Special Report
ଆଉ ଧୋନିଙ୍କ ମନ ବଳକୁ ମଧ୍ଯ ସେ ବୃଦ୍ଧି କରୁଥିଲେ। ସବୁବେଳେ ଧୋନିଙ୍କ ପ୍ରେମିକା ପ୍ରିୟଙ୍କା ତାଙ୍କର ସାଙ୍ଗରେ ରହିଥିଲେ। ଶେଷରେ ୨୦୦୪ ରେ ବାଂଲାଦେଶ ବିପକ୍ଷରେ ହେଉଥିବା ମ୍ୟାଚ୍ ପାଇଁ ତାଙ୍କୁ ଡାକରା ଆସିଥିଲା।
ଧୋନି ଏହି ସିରିଜ ରେ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ମନ କିଣି ନେଇ ଯାଇଥିଲେ। ଆଉ ଏହାପରେ ଧୋନି ପଛକୁ ଫେରି ଚାହିଁ ନଥିଲେ। ସେତେବେଳେ ଧୋନି ତାଙ୍କର ସଫଳତାର ରହସ୍ୟ ତାଙ୍କ ପ୍ରେମିକା କୁ ହିଁ କହିଥିଲେ।
ଏହାପରେ ଧୋନି ଙ୍କ ପ୍ରେମିକା ପ୍ରିୟଙ୍କା କାର ଦୁର୍ଘଟଣାରେ ମୃ-ତ୍ୟୁ ବରଣ କରିଥିଲେ। ଏତେ ଦିନ ବିତି ସାରିଥିଲେ ସୁଦ୍ଧା ଧୋନି ତାଙ୍କର ପୁରୁଣା ପ୍ରେମିକା କୁ ଆଜି ହେଲେ ମଧ୍ୟ ଭୁଲି ପାରି ନାହାଁନ୍ତି।