Movie prime

ପଡିଆ ରେ ଗାଳି ବର୍ଷା ହେଇ ଫାଇନ ଦେଲେ ବିରାଟ - ଗମ୍ଭୀର ! ଆଇପିଏଲ ରେ ପୁଣି ଏମିତି କଲେ ହୋଇ ପାରନ୍ତି ଖେଳ ରୁ ବ୍ୟାନ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବିରାଟ କୋହଲି ହେଉଛନ୍ତି ଆମର ଭାରତୀୟ କ୍ରିକେଟ ଟିମ୍ ର ଏକ ଆଗ ଧାଡ଼ିର ଖେଳାଳୀ। ଆଉ ତାଙ୍କର ଖେଳ ପ୍ରତି ବେଶ ଆଗ୍ରହ ମଧ୍ୟ ରହିଛି।
ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ଆଇପିଏଲ ୨୦୨୩ ଚାଲିଛି। ଯେଉଁଥିରେ କି ସେ ଆରସିବି ଅର୍ଥାତ ବାଙ୍ଗାଲୋର ଟିମ୍ ର କ୍ୟାପଟେନ ଭାବରେ ନଜର ଆସୁଛନ୍ତି। ଆଉ ସେ ବେଶ ଭଲ ପ୍ରଦର୍ଶନ ମଧ୍ୟ ଜାରି ରଖିଛନ୍ତି।
ହେଲେ ତାଙ୍କୁ ଫିଲ୍ମ୍ ଉପରେ ଶାନ୍ତ ଆଚରଣ ରେ ଦେଖିବାକୁ ମିଳିଥାଏ। ମାତ୍ର ଗତକାଲି ର ଆଚରଣ ପରେ ବିରାଟ କୋହଲି ତାଙ୍କ ପୂର୍ବ ଅବସ୍ଥାକୁ ଫେରି ଯାଇଛନ୍ତି ବୋଲି କୁହା ଯାଇଛି। କାରଣ ଗତ କାଲି ବାଙ୍ଗାଲୋର ବିପକ୍ଷରେ ଲକ୍ଷ୍ନୌ ର ମ୍ୟାଚ୍ ଥିଲା।
Special report
ଆଉ ସେଥିରେ ମ୍ୟାଚ୍ ଚାଲିଥିବା ସମୟରେ ଆଫଗାନିସ୍ତାନ କ୍ରିକେଟର ନବିନ ଯିଏକି ଲକ୍ଷ୍ନୌ ଟିମ୍ ରେ ଥିଲେ ଆଉ ସେ ଯେତେବେଳେ ଫିଲ୍ମ୍ ଉପରେ ବ୍ୟାଟିଂ କରୁଥିଲେ ସେହି ସମୟରେ ତାଙ୍କୁ କିଛି ରାଗିକି କହିଥିଲେ।
ଏହାପରେ ବିରାଟ କୋହଲି ଙ୍କ ଟିମ୍ ଏହି ମ୍ୟାଚ୍ କୁ ଜିତି ଯାଇଥିଲା। ଆଉ ଯେତେବେଳେ ସେ ଖେଳାଳୀ ମାନଙ୍କ ସହ handshake କରିବାକୁ ଯାଇଥିଲେ ନବିନ ,ବିରାଟ କୋହଲି ଙ୍କୁ କିଛି କହିଥିଲେ ଆଉ ଦୁହିଁଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇଥିଲା।
ଆଉ ଏହାପରେ ଗୌତମ ଗମ୍ଭୀର ଙ୍କ ସହ ମଧ୍ଯ ବିରାଟ କୋହଲି ଙ୍କ କଳି ଦେଖିବାକୁ ମିଳିଥିଲା। ଏବଂ ଖୁବ୍ ଜୋରେ ପାଟି ତୁଣ୍ଡ ହୋଇଥିଲା। ଆଉ ଏବେ ସୋସିଆଲ ମିଡ଼ିଆରେ ବିରାଟ କୋହଲି କରିଥିବା ଏକ ପୋଷ୍ଟ ଖୁବ ଭାଇରାଲ ହେବାରେ ଲାଗିଛି।
Special Report
ସେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ଲେଖା ଯାଇଛି ଆମେ ଯାହା ଶୁଣୁଛୁ ତାହା ଏକ ମତ , ତଥ୍ଯ ନୁହେଁ ଆଉ ଆମେ ଯାହା ଦେଖୁ ତାହା ଏକ ମନୋଭାବ, ସତ୍ୟ ନୁହେଁ।
ଆଉ ଏଭଳି କହିବା ପରେ ଏହା କୁହା ଯାଉଛି କି କାଲିର ଘଟଣାକୁ ଇଙ୍ଗିତ କରି ବିରାଟ କୋହଲି ଏଭଳି କଥା କହିଛନ୍ତି। ତେବେ ଆପଣଙ୍କୁ ଏହି କଥା ଶୁଣିବା ପରେ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.