Movie prime

ନିଜ ଗର୍ବ ପାଇଁ ଶିବ ମନ୍ଦିର ଯାଇ ଭୁଲ୍ ମାଗିଥିଲେ ପାଣ୍ଡ୍ୟା..ଭଗବାନ୍ ଙ୍କ କୃପା ରୁ ମୁମ୍ବାଇ ଜିତିଲା ପ୍ରଥମ ମ୍ୟାଚ..

 
Jj
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଆଗ ଧାଡ଼ି ର ଖେଳାଳି ଯିଏ ଭାରତୀୟ କ୍ରିକେଟ୍ ପାଇଁ ବହୁତ କିଛି କରିଛନ୍ତି ଏବଂ ଦଳ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ମଧ୍ୟ ଜିତିଛନ୍ତି।
ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଜୀବନରେ ବହୁତ ସଂଘର୍ଷ କରିଛନ୍ତି ଏବଂ ଏହା ପରେ ହିଁ ସେ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି। ହେଲେ ଏବେ ସେ ଗଣ ମାଧ୍ଯମରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି।
Gg
କାରଣ ମୁମ୍ବାଇ ଇଣ୍ଡିଆନ୍ସ ରେ ରୋହିତ ଶର୍ମା ଙ୍କ ସ୍ଥାନରେ ତାଙ୍କୁ ଅଧିନାୟକ ପଦ ଦିଆ ଯାଇଛି। ଯେଉଁଥିପାଇଁ ସମସ୍ତେ ତାଙ୍କ ଉପରେ ଖୁବ୍ ଅସନ୍ତୁଷ୍ଟ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା।
ଏଭଳି ମଧ୍ୟ ହାର୍ଦ୍ଦିକ ଙ୍କ ଅଧିନାୟକ ହେବା ପରେ ତାଙ୍କର ଦଳ କ୍ରମାଗତ ଭାବରେ ତିନୋଟି ମ୍ୟାଚ୍ ରେ ପରାଜୟ ବରଣ କରିଛି। ସେଥିପାଇଁ ଅନେକ ସମାଲୋଚନା ଶିକାର ହେବା ପରେ ହାର୍ଦ୍ଦିକ ଏବେ ଈଶ୍ୱର ଙ୍କ କୃପା ଲାଭ ପାଇଁ ତାଙ୍କ ନିକଟରେ ପହଁଚି ଯାଇଛନ୍ତି।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମସ୍ତ ପ୍ରଶଂସକ ତାଙ୍କ ଉପରେ ଅତ୍ୟନ୍ତ ଅସନ୍ତୁଷ୍ଟ ଯାହା ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାଚ୍ ଦେଖିବା ପରେ ସଂପୂର୍ଣ୍ଣ ଭାବରେ ସ୍ପଷ୍ଟ ହୋଇ ଯାଇଛି। ତାଙ୍କର ଏହି ଦୁଃଖ ଭରା ସମୟରେ ଏବେ ହାର୍ଦ୍ଦିକ ଭଗବାନ ଙ୍କ ନିକଟରେ ଯାଇ ପହଞ୍ଚି ଯାଇଛନ୍ତି। ଏହି କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛନ୍ତି।   Tt
ସୋମନାଥ ଜୀ ମନ୍ଦିରରେ ଭଗବାନ ଶିବଙ୍କ ଭକ୍ତିରେ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଭାବେ ଲୀନ ହୋଇ ଯାଇଥିବା ଦେଖିବାକୁ ମିଳିଛି।ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଜୀବନରୁ ଏହି ଅସୁବିଧା ଦୂର କରିବା ପାଇଁ ଭଗବାନ ଶିବଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।
ବର୍ତ୍ତମାନ୍ ସୋମନାଥ ମନ୍ଦିର ରୁ ହାର୍ଦ୍ଦିକ ଙ୍କ ଏହି ଫଟୋ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯାଆ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.