Movie prime

ନିଜର ଆଇପିଏଲ ଟିମ୍ କିଣିବେ ସଲମାନ୍ ଖାଁ , କହିଲେ ଏଥର ଗର୍ବି kkr କୁ ମୋ ଟିମ୍ ହରେଇବ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ସବୁ ଖବର ବିଷୟରେ
 ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣିବାକୁ ପାଉଥିବେ । ସୋସିଆଲ ମିଡ଼ିଆରେ ଆପଣମାନେ ସମସ୍ତେ ଅଭିନେତା ଆଉ ଅଭିନେତ୍ରୀମାନଙ୍କ ବିଷୟରେ ଆସୁଥିବା ଖବର ଜାଣିପାରିବେ ।
ଆପଣମାନେ ସମସ୍ତେ ବଲିଉଡ ଜଗତର ମହାନ୍ କଳାକାର ସଲମାନ୍ ଖାନଙ୍କୁ ଭଲଭାବେ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଅଭିନେତା ସଲମାନ୍ ଖାନ୍ ସବୁବେଳେ ତାଙ୍କ କାମକୁ ନେଇ ଚର୍ଚ୍ଚାରେ ରୁହନ୍ତି ।
Special Report
ଅଭିନେତା ସଲମାନ୍ ଖାନଙ୍କୁ ନେଇ ଏବେ ଖବର ଆସିଛି । ଏହି ଖବର ହେଉଛି କି ବଲିଉଡ ଅଭିନେତା ସଲମାନ୍ ଖାନ୍ କରିଲେ ଆଇପିଏଲ କ୍ରିକେଟ ଖେଳରେ ଏଣ୍ଟ୍ରି । 
ବଲିଉଡ ଅଭିନେତା ଶାହାରୁଖ ଖାନ୍, ବଲିଉଡ ଅଭିନେତ୍ରୀ ଜୁହି ଚାୱଲା, ଏବଂ ବଲିଉଡ ଅଭିନେତ୍ରୀ ପ୍ରୀତି ଜିନ୍ତା ଆଇପିଏଲ କ୍ରିକେଟ ଖେଳରେ ସାମିଲ ଅଛନ୍ତି ।
ଆଉ ଏବେ ଏମାନଙ୍କ ସହିତ ଆଉ ଜଣେ ବଲିଉଡ ତାରକା ମିଶିବାକୁ ଯାଉଛନ୍ତି । ବଲିଉଡ ଅଭିନେତା ଦବଙ୍ଗ ସଲମାନ୍ ଖାନ୍ ଏବେ ଇଣ୍ଡିଆ ପ୍ରିମିୟମ ଲିଗ୍ ଅର୍ଥାତ୍ ଆଇପିଏଲ ଖେଳରେ ଯୋଡ଼ି ହେବାକୁ ଯାଉଛନ୍ତି । 
ସେ ନିକଟରେ କିଙ୍ଗସ୍ ଏକ୍ସଆଇ ପଞ୍ଜାବର ମାଲିକ ନେଏସ ବାଡ଼ିଆଙ୍କ ସହିତ କଥା ହେଉଥିଲେ । ଏହାସହ ସେ ଆଉ ଏକ ନୂଆ ଟିମ ଗଠନ କରିବେ ବୋଲି ଚର୍ଚ୍ଚା ହେଉଛି ।
ବଲିଉଡ ଅଭିନେତା ସଲମାନ୍ ଖାନଙ୍କ ଭାଇ ସୋହେଲ ଖାନ୍ ମଧ୍ୟ ଏହି ଖେଳ ପ୍ରତି ଇଚ୍ଛା ପ୍ରକାଶ କରିଛନ୍ତି । ସେ ମଧ୍ୟ କ୍ରିକେଟ୍ ଖେଳକୁ ବହୁତ ପସନ୍ଦ କରିଥାନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ହେଉଛି ।