Movie prime

ପନ୍ଥଙ୍କ ପାଇଁ ବସ ଡ଼୍ରାଇଭର ହେଲେ କୋଟିପତି ଦେଖନ୍ତୁ କେମିତି

 
Special report
ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।କ୍ରିକେଟର ରିଶବ୍ ପନ୍ଥ ଙ୍କ ପାଇଁ ବାସ୍ ଡ୍ରାଇଭର କୋଟି ପତି ହୋଇଛନ୍ତି ବୋଲି ଜଣାପଡିଛି।ଆପଣମାନେ ଭାରତୀୟ କ୍ରିକେଟର ରିଶବ୍ ପନ୍ଥ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ..
ଆପଣମାନେ ଜାଣିଥିବେ କିଛି ଦିନ ତଳେ ରିଶବ୍ ପନ୍ଥ ଙ୍କ ର ଦୁର୍ଘଟଣା ହୋଇଥିଲା।ଏହି ଘଟଣା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ଦୁର୍ଘଟଣା ରେ ଆହତ ହୋଇଥିବା ଭାରତୀୟ କ୍ରିକେଟ ଖେଳାଳି ରିଶବ ପନ୍ଥ ଙ୍କୁ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିବା ବସ୍ ଡ୍ରାଇଭର ହୋଇଛନ୍ତି କୋଟିପତି। ବସ୍ ଡ୍ରାଇଭର ସୁଶିଲ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ସେ କ୍ରିକେଟ୍ ଖେଳ ଦେଖନ୍ତି ନାହିଁ।
ତେଣୁ ରିଶବ୍ ପନ୍ଥ କିଏ ସେ ଜାଣି ନଥିଲେ। କାର ରେ ନିଆଁ ଲାଗି ଯାଇଥିବା ବେଳେ ରିଶବ୍ ପନ୍ଥ ଙ୍କୁ କାର ଠାରୁ ଦୂରକୁ ନେଇ ଆସିଥିଲେ।
ଏଭଳି ସମୟରେ ରିଶବ୍ ପନ୍ଥ ଙ୍କୁ ସାହାର୍ଯ୍ୟ କରି ରକ୍ଷା କରିଥିବାରୁ ବସ୍ ଡ୍ରାଇଭର ସୁଶିଲ କୁମାର ଓ କଣ୍ଡକ୍ଟର ହରିୟଣା ରୋଡେଜ ସମ୍ମାନିତ କରିଛନ୍ତି।
ହରିୟଣା ରୋଡେଜ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ଙ୍କୁ ଦୁଇ କୋଟି ଟଙ୍କାର ଉପହାର ମଧ୍ୟ ମିଳିଛି।ହରିୟଣା ପରିବହନ ମନ୍ତ୍ରୀ ମୂଲ୍ ଚାନ୍ ଶର୍ମା କହିଛନ୍ତି ଯେ ରିଶବ୍ ପନ୍ଥ ଙ୍କୁ ସାହାର୍ଯ୍ୟ କରି ଦୁହେଁ ମାନବିକତା ଦେଖାଇଥାନ୍ତି। ଯେଉଁଥି ପାଇଁ ସେ ବହୁତ ଖୁସି ଅଛନ୍ତି।
ବସ୍ ଡ୍ରାଇଭର ଙ୍କ ପାଇଁ ଭାରତୀୟ ଖେଳାଳି ରିଶବ୍ ପନ୍ଥ ଙ୍କ ଜୀବନ ବଞ୍ଚି ଯାଇଥିବାରୁ ଅନେକ ଲୋକମାନେ ବସ୍ ଡ୍ରାଇଭର ଙ୍କ ର ବହୁତ ପ୍ରଶଂସା କରିଛନ୍ତି।
କିନ୍ତୁ ବର୍ତ୍ତମାନ ରିଶବ୍ ପନ୍ଥ ସୁସ୍ଥ ଥିବାର ଜଣାପଡ଼ିଛି। ଏହାଶୁଣି ସମସ୍ତେ ବହୁତ ଖୁସି ଅଛନ୍ତି।ଏହି ଖବରଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.