Movie prime

ପାକିସ୍ତାନ ର ଲଜ୍ୟା ଜନକ ପରାଜୟ ପରେ ବାବର କୁ ମିଳିଲା ଧମକ : ଜୀବନ ବଞ୍ଚାଇବାକୁ ଶେଷରେ ଅଧିନାୟକ ପଦ ରୁ ଦେଲେ ଇସ୍ତଫା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପାକିସ୍ତାନ ଟିମ୍ କୁ ମିଳିଲା ସବୁଠୁ ବଡ଼ ଝଟକା। କାରଣ ଏବେ ଅଧିନାୟକ ପଦ ଛାଡ଼ି ଦେଇଛନ୍ତି ବାବର ଆଜମ୍। ବିଶ୍ୱକପ୍ ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ କ୍ୟାପଟେନ ପଦକୁ ନେଇ ପ୍ରଶ୍ନ ମଧ୍ୟ ଉଠିଥିଲା।
Special report
ତାଙ୍କର କ୍ୟାପଟେନ ପଦକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଲଗାତାର ବିଶ୍ୱକପ୍ ରେ ଖରାପ ପ୍ରଦର୍ଶନ କରିବା ପରେ ଏବେ ଅଧିନାୟକ ପଦ ଛାଡ଼ି ଦେଇଛନ୍ତି ବାବର ଆଜମ।
ବୁଧବାର ଦିନ ସେ ଅଧିନାୟକ ପଦ ରୁ ଇସ୍ତଫା ଦେଇଛନ୍ତି। ପାକିସ୍ତାନର ଟିମ ଏବେ ବିଶ୍ୱକପ୍ ରେ ଲିଗ୍ ମ୍ୟାଚ୍ ରୁ ବାଦ୍ ପଡ଼ିବା ପରେ ତାଙ୍କର କ୍ୟାପଟେନ ପଦକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା।
ଏଭଳି କି ବାବର ମଧ୍ୟ ପୂରା ଟୁର୍ଣ୍ଣାମେଣ୍ଟରେ ଭଲ ସ୍କୋର କରି ପାରି ନଥିଲେ। ଆଉ ଏବେ ସେଥିପାଇଁ ବାବର ଏବେ ଏହି ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି। ପାକିସ୍ତାନ ୯ ଟି ଲିଗ୍ ମ୍ୟାଚ୍ ରୁ ମାତ୍ର ୪ ଟି ମ୍ୟାଚ୍ ରେ ବିଜୟୀ ହୋଇଥିଲା। 
Special report
ପଏଣ୍ଟ ଟେବୁଲ୍ ର ପଞ୍ଚମ ସ୍ଥାନରେ ରହିଥିଲା ପାକିସ୍ତାନ। ଏହାକୁ ନେଇ ଅନେକ ପୂର୍ବ ପାକିସ୍ତାନୀ ଖେଳାଳୀ ମଧ୍ଯ ବାବର ଆଜମ ଙ୍କ ଉପରେ ଅନେକ ପ୍ରଶ୍ନ ମଧ୍ଯ ଉଠାଇ ଥିଲେ। ଫ୍ୟାନ ମାନେ ମଧ୍ୟ ଏହାକୁ ନେଇ ଖୁବ୍ ଆଲୋଚନା କରିଥିଲେ।
ତେଣୁ ବିଶ୍ୱକପ୍ ଲିଗ୍ ମ୍ୟାଚ୍ ଶେଷ ହେବାର ଦିନ କେଇଟା ପରେ ହିଁ ବାବର ଏବେ କ୍ୟାପଟେନ ପଦରୁ ଇସ୍ତଫା ଦେଇ ଦେଇଛନ୍ତି। ଏହା ଦ୍ବାରା ପାକିସ୍ତାନ କ୍ରିକେଟ୍ କୁ ଖୁବ୍ ବଡ଼ ଝଟକା ଲାଗିଛି।
ବାବର କହିଛନ୍ତି କି ତାଙ୍କୁ ବେଶ ଭଲ ଭାବରେ ମନେ ଅଛି ଯେତେବେଳେ କି ୨୦୧୯ ରେ ଅଧିନାୟକ ହେବା ପାଇଁ ପାକିସ୍ତାନ କ୍ରିକେଟ୍ ତରଫରୁ ତାଙ୍କୁ କଲ୍ ଆସିଥିଲା। ଗତ ଚାରି ବର୍ଷ ମଧ୍ୟରେ ସେ ଖୁବ୍ ଉତ୍ଥାନ ପତନ ମଧ୍ୟ ଦେଖିଛନ୍ତି।
ଆଉ ଖୁବ୍ ନିଷ୍ଠାର ସହ ସେ ପାକିସ୍ତାନର ଗୌରବ ବଢ଼ାଇବା ପାଇଁ ମଧ୍ୟ ଲକ୍ଷ ରଖିଥିଲେ। ସେ ୧୩୪ ଟି ମ୍ୟାଚ୍ ରେ ପାକିସ୍ତାନ ପାଇଁ ଅଧିନାୟକ ର ଭାର ମଧ୍ୟ ତୁଲାଇ ଛନ୍ତି। ଆଉ ଏବେ ସେ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.