Movie prime

ପାକିସ୍ତାନ ଖେଳାଳି ହେଲେ ଅଷ୍ଟ୍ରେଲିଆରେ ବେଜିତ ଦେଖନ୍ତୁ ନବାକୁ ଆସିଲେନି କେହି ଚାଲିଚାଲି ଗଲେ ଖେଳାଳି - Exclusive

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ କ୍ରିକେଟ ଜଗତକୁ ନେଇ କିଛି ଖବର ଆସିଛି । ଏବେ ଖବର ଆସିଛି କି ପାକିସ୍ତାନ ଖେଳାଳିଙ୍କୁ ଅପମାନ କରାଯାଇଛି ।
Special Report
ଅଷ୍ଟ୍ରେଲିଆରେ ପାକିସ୍ତାନ ଦେଶର ଖେଳାଳୀମାନଙ୍କୁ ଅପମାନ କରାଯାଇଛି । ଅଷ୍ଟ୍ରେଲିଆ ଯାଇଥିଲେ ପାକିସ୍ତାନ ଖେଳାଳି ସେମାନେ ବିମାନ ବନ୍ଦରରୁ ଚାଲି ଚାଲି ଯାଇଛନ୍ତି ବୋଲି ଖବର ଆସିଛି ।
ପାକିସ୍ତାନ ଦେଶର ଖେଳାଳୀମାନଙ୍କୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଚଲାଇ ଚଲାଇ ନେଇଛି । ନେବା ପାଇଁ ଆସିଲେ ନାହିଁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ । ଟ୍ରକରେ ନିଜ ଲଗେଜ୍ ରଖିଲେ ପାକିସ୍ତାନ ଖେଳାଳି । ସେମାନେ ଘଣ୍ଟା ଘଣ୍ଟା ଧରି ବିମାନ ବନ୍ଦର ଆଗରେ ଛିଡ଼ା ହୋଇଥିଲେ ।
Special Report
କିନ୍ତୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ତାଙ୍କୁ ନେବା ପାଇଁ ଆସି ନଥିଲା । ଏହି କାରଣରୁ ସେମାନେ ଚାଲି ଚାଲି ଯାଇଥିଲେ । ବିଶ୍ୱକପ୍ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ଲାଭ କରିବା ପରେ ସତେ ଯେମିତି ଅଷ୍ଟ୍ରେଲିଆର ଗର୍ବ ହୋଇଯାଇଛି ।
ଅଷ୍ଟ୍ରେଲିଆ ପାକିସ୍ତାନ ଖେଳାଳିଙ୍କୁ ଖେଳିବା ପାଇଁ ଡାକିଥିଲେ । ପାକିସ୍ତାନ ଏବେ ତିନିଟି ଟେଷ୍ଟ ସିରିଜ୍ ଖେଳିବା ପାଇଁ ଅଷ୍ଟ୍ରେଲିଆ ପହଞ୍ଚିଛି । ଡିସେମ୍ବର ୧୪ ତାରିଖରୁ ଏହି ଟେଷ୍ଟ ସିରିଜ୍ ଆରମ୍ଭ ହେବ ।
Special Report
ଅଷ୍ଟ୍ରେଲିଆର ବିମାନ ବନ୍ଦରରେ ପାକିସ୍ତାନ ପହଞ୍ଚିବା ପରେ ପାକିସ୍ତାନ ଖେଳାଳି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଉ ସେମାନେ ଭାବି ନଥିଲେ କି ଅଷ୍ଟ୍ରେଲିଆ ତାଙ୍କ ସହିତ ଏଭଳି କରିବ ବୋଲି । ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଏଭଳି କାମ କରିବା ତାଙ୍କ ମନରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । 
Special Report
ଅଷ୍ଟ୍ରେଲିଆ ଖେଳାଳି ମଧ୍ୟରୁ କେହି ଜଣେ ବା କ୍ରିକେଟ ବୋର୍ଡ ଟିମ୍ ପକ୍ଷରୁ କେହି ଜଣେ ତାଙ୍କୁ ସ୍ବାଗତ କରିନଥିଲେ କି ତାଙ୍କୁ ନେବାକୁ ଆସି ନଥିଲେ । ସେଥିପାଇଁ ପାକିସ୍ତାନ ଖେଳାଳି ବାବର ଠାରୁ ଆରମ୍ଭ କରି ଅନ୍ୟମାନେ ଟ୍ରକରେ ନିଜ ଲଗେଜ ଲଦି ନେଇଥିଲେ ।
ସେମାନେ ଭାବିଥିଲେ କି ସେମାନେ ଯେମିତି ବିନା ନିମନ୍ତ୍ରଣରେ ସେଠାରେ ପହଞ୍ଚି ଯାଇଛନ୍ତି । ଏହା କେବଳ ପାକିସ୍ତାନ ଖେଳାଳିଙ୍କୁ ଅପମାନ ନୁହେଁ ଏହା ପୁରା ପାକିସ୍ତାନ ଦେଶ ପାଇଁ ଅପମାନ ଅଟେ । ଏହା କହିଛନ୍ତି ପାକିସ୍ତାନ ଦେଶର କ୍ରିକେଟ ବୋର୍ଡ ।