Movie prime

ଆର ବର୍ଷ ଏହି ଦିନ ନ୍ୟୁଜିଲାଣ୍ଡ ଠୁ ସେମି ଫାଇନାଲ ରେ ପରାସ୍ତ ହୋଇ କାନ୍ଦିଥିଲା ଭାରତ ଟିମ୍ , ଆଉ ୨୦ ବର୍ଷ ପରେ କୋହଲି ଦେଲେ ଭାରତ କୁ ବଡ଼ ବିଜୟ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଏବେ ବିଶ୍ଵ କପ୍ ମ୍ୟାଚ ଚାଲିଛି।ଗତ ରବିବାର ଦିନ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା।ଏହି ମ୍ୟାଚ୍ ରେ ଭାରତ ଏକ ବୃହତ୍ ବିଜୟ ହାସଲ କରିଥିଲା।ଏହାକୁ ଦେଖି ତାଙ୍କ ପ୍ରଶଂସକ ମାନେ ବହୁତ ଖୁସି ହୋଇ ଯାଇଥିଲେ।
Special report
ବିରାଟ କୋହଲି ଙ୍କ ଶତକ ଯୋଗୁଁ ଭାରତ ଏହି ମ୍ୟାଚ୍ କୁ ବହୁ ସହଜ ରେ ଜିତି ଯାଇଥିଲା।ଏହି ମ୍ୟାଚ୍ କୁ ନେଇ ଏବେ ବହୁତ ଚର୍ଚ୍ଚା ହେବାକୁ ଲାଗିଛି।ଆଗକୁ ଭାରତ ର ବିଶ୍ୱକପ୍ ଜିତିବା ଆଶା କେତେ ଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।
ସୂଚନା ଅନୁସାରେ ଗତ ରବିବାର ଦିନ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ବିଶ୍ଵ କପ୍ ମ୍ୟାଚ୍ ଖେଳା ଯାଇଥିଲା।ଏହି ମ୍ୟାଚ୍ କୁ ଭାରତୀୟ ଦଳ ଜିତି ନେଇଥିଲା।ଏହି ମ୍ୟାଚ୍ କୁ ଦେଖି ଅନେକ ପ୍ରଶଂସକ କାନ୍ଦି ପକାଇ ଥିଲେ।
ସମସ୍ତ ଙ୍କ ର ୨୦୧୯ ମସିହା ରେ ହୋଇ ଥିବା ବିଶ୍ୱକପ୍ କଥା ମନେ ପଡ଼ି ଯାଇଥିଲା।ସେହି ମ୍ୟାଚ୍ ରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇ ଥିଲା।ସେ ସମୟ ରେ ସମସ୍ତଙ୍କର ଆଶା ଥିଲା ଭାରତୀୟ ଦଳ ପୁନର୍ବାର ବିଶ୍ୱକପ୍ ଜିତିବ ବୋଲି।
Special report
କିନ୍ତୁ ଏହି ସ୍ବପ୍ନ ଭାଙ୍ଗି ଯାଇଥିଲା।ଭାରତୀୟ ଦଳ ର ପୂର୍ବତନ ବ୍ୟାଟିଙ୍ଗ କୋଚ ସଞ୍ଜୟ ବାଙ୍ଗେଡ୍ ଗଣ ମାଧ୍ୟମ ଆଗରେ କିଛି ପୁରୁଣା କଥା କହିଛନ୍ତି।ସେ ୨୦୧୯ ର ବିଶ୍ଵ କପ୍ ମ୍ୟାଚ୍ କୁ ମନେ ପକାଇ ଥିଲେ।
ସେ କହିଥିଲେ କି ସେ ସମୟ ରେ ଭାରତୀୟ ଦଳ ୭ ଟି ଯାକ ମ୍ୟାଚ୍ ରେ ଭଲ ପ୍ରଦର୍ଶନ କରିଥିଲେ।ହେଲେ ସେମି ଫାଇନାଲ ମ୍ୟାଚ ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ମାତ୍ର ୧୬ ରନ ରେ ପରାସ୍ତ ହୋଇ ଥିଲେ।ଏହା ଭାରତୀୟ ଦଳ କୁ ବହୁତ କଷ୍ଟ ଦେଇଥିଲା।
କିଛି ଖେଳାଳି ମାନେ ଡ୍ରେସିଂ ରୁମ୍ ଭିତରକୁ ଯାଇ ଜୋର୍ ରେ କାନ୍ଦି ଥିଲେ।ମହେନ୍ଦ୍ର ସିଂହ ଧୋନି,ହାର୍ଦିକ ଓ ରବୀନ୍ଦ୍ର ଜାଡେଜା ସେଦିନ ବହୁତ କାନ୍ଦି ଥିଲେ।ସେଦିନ ପ୍ରଥମେ ନ୍ୟୁଜିଲ୍ୟାଣ୍ଡ ଦଳ ବ୍ୟାଟିଂ କରି ୨୩୯ ରନ କରିଥିଲା।
ଏହା ପରେ ଭାରତୀୟ ଦଳ ୨୨୧ ରନ କରି ପରାସ୍ତ ହୋଇ ଯାଇଥିଲା। ଯାହାକୁ ଦେଖି ସମସ୍ତେ କାନ୍ଦି ପକାଇ ଥିଲେ।କିନ୍ତୁ ଏବେ ଭାରତୀୟ ଦଳ ଜିତି ଯାଇଛି। ଏବଂ ସମସ୍ତେ ବହୁତ ଖୁସି ଅଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.