Movie prime

ପତ୍ନୀଙ୍କୁ କୁଣ୍ଢାଇ କାନ୍ଦିଲେ ବିରାଟ ଦେଖନ୍ତୁ VIRAl ହେଉଛି ଏହି ବିରଳ ଦୃଶ୍ୟ ଦେଖି ସମସ୍ତେ କାନ୍ଦୁଛନ୍ତି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତ ହାତରୁ ଅଷ୍ଟ୍ରେଲିଆ ବିଶ୍ଵକପ ଛଡ଼ାଇ ନେଲାପରେ କୋହ ସମ୍ଭାଳି ପାରିନଥିଲେ ବିରାଟ କୋହଲି। ହାରିଲା ପରେ ବିରାଟଙ୍କ ଆଖିରେ ଲୁହ ଆଉ ରୋହିତଙ୍କ ହୃଦୟ କାନ୍ଦୁଥିଲା। କିନ୍ତୁ ବିରାଟ ଙ୍କ ଲୁହ ସମସ୍ତଙ୍କୁ ଦେଖା ଯାଉଥିଲା।
Special Report
ଆଉ ବିରାଟ ଙ୍କ ଲୁହ ଦେଖି କ୍ୟବିଲନ୍ ରେ ବସିଥିବା ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଧାଇଁ ଆସିଥିଲେ ଟାଣି ପାଖକୁ। କୁଣ୍ଢାଇ ପକାଇଥିଲେ ବିରାଟଙ୍କୁ। ନିଜ କାନ୍ଧରେ ବିରାଟଙ୍କ ମୁଣ୍ଡ ରଖି ପିଠିକୁ ଥାପୁଡେଇ ପକାଇଥିଲେ। 
ତେବେ ବନ୍ଧୁଗଣ ଖାଲି ଅନୁଷ୍କା ନୁହେଁ ଅଷ୍ଟ୍ରେଲିଆ ଖେଳାଳି ମାସ୍କୱେଲ ମଧ୍ୟ ବିରାଟଙ୍କୁ କୁଣ୍ଢାଇ ଖେଳରେ ହାର ଜିତ୍ ଅଛି ବୋଲି ବୁଝାଇଥିଲେ। ବନ୍ଧୁଗଣ ଏହା ଆଖିର ଲୁହ ନୁହେଁ ଏହା ହେଉଛି ଛାତିର ବେଦନା
Special Report
ସେଥିପାଇଁ ତ ସାଥୀ ଖେଳାଳି ମାସ୍କୱେଲ ଧାଇଁ ଆସିଥିଲେ ବିରଟଙ୍କ ପାଖକୁ। ନିଜ କାନ୍ଧରେ ମୁଣ୍ଡ ଲଗାଇ ଶାନ୍ତ୍ବନା ଦେଇଥିଲେ। ଆଉ କହିଥିଲେ "ଆଜି ହାର ଥିଲେ କଲି ଜିତ୍ ଅଛି। ହାର ଜିତ୍ ହେଉଛି ଖେଳର ନିୟମ। 
ଆଜି ତମେ ଜିତିଥିଲେ ଆମେ ହାରି ଥାଆନ୍ତୁ ଆଉ ଆମେ ଜିତିଛୁ ତମେ ହାରି ଯାଇଛ।" ଦୟାକରି କାନ୍ଦ ନାହିଁ ବୋଲି କହି ବିରାଟଙ୍କୁ ଶାନ୍ତ୍ବନା ଦେଇଥିଲେ ମାସ୍କୱେଲ। ତେବେ ବନ୍ଧୁଗଣ ବିରାଟ ଏବଂ ରୋହିତଙ୍କ ଶେଷ ବିଶ୍ୱକପ୍ ଜିତିବାର ସ୍ୱପ୍ନକୁ ଧୂଳିସାତ କରିଦେଇଛି ଅଷ୍ଟ୍ରେଲିଆ।
Special Report
ଭାରତରେ ନିଜର ଶେଷ ବିଶ୍ୱକପକୁ ବି ହାତେଇ ପାରିଲେ ନାହିଁ ରୋହିତ ଏବଂ ବିରାଟ। ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ପରାସ୍ତ ହୋଇ ଏବେ ସମସ୍ତଙ୍କ ଆଖିରେ ଲୁହ। 
Special Report
ପଡ଼ିଆ ଉପରେ ବିରାଟଙ୍କ ଠାରୁ ଆରମ୍ଭ କରି ରୋହିତ ସମସ୍ତେ କାନ୍ଦିବାରେ ଲାଗିଛନ୍ତି। ସମସ୍ତଙ୍କ ଆଖିରୁ ଝରିଛି ଲୁହ। ଯେଉଁ ସ୍ୱପ୍ନକୁ ଆଉ କେବେ ସେ ପୁରା କରିପାରିବେ ନାହିଁ। ସମ୍ଭବତଃ ରୋହିତ ଏବଂ ବିରାଟଙ୍କର ଏହ ଶେଷ ବିଶ୍ୱକପ୍ ହୋଇପାରେ।
ଏହା ପରେ ସେ ଆଉ ବୋଧ ହୁଏ ବିଶ୍ୱକପ୍ ଖେଳି ନ ପାରନ୍ତି। ଆଗାମୀ ଦିନିକିଆ ବିଶ୍ୱକପ ପୂର୍ବରୁ ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇପାରନ୍ତି ରୋହିତ ଏବଂ ବିରାଟ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.