Movie prime

ପୁଣି କ୍ୟାମେରା ଆଗକୁ ଆସି ବିଷ ଓଗାଳିଲେ ସାମି ଙ୍କ ସ୍ତ୍ରୀ, ସେ ସାମି ପଇସା ଦେଇ ଖେଳାଳୀ ଙ୍କୁ ଆଉଟ୍ କରୁଛି, ଧୋକା ଦେଉଚି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗୋଟେ ପଟେ ସାରା ବିଶ୍ୱ ମହମ୍ମଦ ଶାମୀ ଙ୍କ ପ୍ରଦର୍ଶନ କୁ ପ୍ରଶଂସା କରୁଛି। ଅନ୍ୟ ପରେ ତାଙ୍କର ସ୍ତ୍ରୀ ହସିନ ତାଙ୍କ ସ୍ବାମୀଙ୍କୁ ଦୋଷାରୋପ କରିବାରେ ଲାଗି ପଡ଼ିଛନ୍ତି।
Special report
ସେ ପୁର୍ବରୁ ମଧ୍ୟ ଅନେକ ଥର ଶାମି ଙ୍କ ନାମରେ ଅନେକ ପ୍ରକାରର ଅଭିଯୋଗ ଆଣିଛନ୍ତି। ହସିନ୍ କହିଛନ୍ତି କି ଶାମୀ ଖେଳାଳୀ ମାନଙ୍କୁ ଟଙ୍କା ଦିଅନ୍ତି ଓ ସେମାନଙ୍କୁ ଆଉଟ୍ କରନ୍ତି।
ହେଲେ ଏହା ମଧ୍ୟରେ କେତେ ମାତ୍ରାରେ ସତ୍ୟତା ରହିଛି ତାହା ଜଣାପଡ଼ି ନାହିଁ। ହସିନ ଙ୍କ ଏହି ବୟାନ ପରେ ତାଙ୍କୁ ସୋସିଆଲ ମିଡିଆରେ ଲୋକମାନେ କଡ଼ା ଭାବରେ ସମାଲୋଚନା ମଧ୍ୟ କରୁଛନ୍ତି।
ଇଣ୍ଡିଆ ଗଣ୍ଠ ବନ୍ଧନ ମଧ୍ୟ କହିଛି କି ବହୁତ୍ ମହିଳା ଦେଖିଛନ୍ତି ହେଲେ ଏତେ ବିଷାକ୍ତ ନୁହେଁ। ଏହା ପୂର୍ବରୁ ମଧ୍ୟ ହସିନ ତାଙ୍କୁ ମ୍ୟାଚ୍ ଫିକ୍ସିଂ ଓ ବିଶ୍ବାସ ଘାତକତା କରି ଥିବାର ଅଭିଯୋଗ ନେଇ ଆସିଥିଲେ।
Special report
କିଛି ସମୟ ପୁର୍ବରୁ ଏହା ମଧ୍ୟ ଶାମି ଙ୍କ ଉପରେ ପ୍ରଭାବ ମଧ୍ଯ ପକାଇ ଥିଲା। ହେଲେ ବର୍ତ୍ତମାନ୍ ଶାମୀ ସବୁ କିଛି ଭୁଲି ସାରିଛନ୍ତି। ଆଉ ସେ ଭାରତ ପାଇଁ ଖେଳିବା ଆରମ୍ଭ କରି ଦେଇଛନ୍ତି। ଏବଂ ସେ ଖୁବ୍ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି।
ଆଉ ତାଙ୍କର ପ୍ରଦର୍ଶନ କୁ ନେଇ ଚାରିଆଡୁ ତାଙ୍କୁ ପ୍ରଶଂସା ର ସୁଅ ମଧ୍ୟ ଛୁଟିବା ରେ ଲାଗିଛି। ସେ ଭାରତକୁ ଜିବତାଇବା ପାଇଁ ଆଗେଇ ଚାଲିଛନ୍ତି। ଚଳିତ ବର୍ଷ ବିଶ୍ୱକପ୍ ରେ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ରହିଛି।
ଆଉ ତାଙ୍କୁ ଆଉ ତାଙ୍କ ସ୍ତ୍ରୀ ଙ୍କ କଥାରୁ କିଛି ଫରକ୍ ପଡୁ ନାହିଁ। କାରଣ ସେ ଯେଉଁ ଭଳି ଭାବରେ ପ୍ରଦର୍ଶନ କରୁଛନ୍ତି ସେଥିରୁ ଜଣା ପଡ଼ୁଛି କି ତାଙ୍କ ସ୍ତ୍ରୀ ଙ୍କ କଥାରେ କୌଣସି ପ୍ରକାରର ସତ୍ୟତା ନାହିଁ।
ଏହାକୁ ନେଇ ଏବେ ସାରା ଦେଶରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି ଆଉ ସମସ୍ତେ ଶାମୀ ଙ୍କ ପ୍ରଶଂସା ମଧ୍ୟ କରୁଛନ୍ତି। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.